Daily Archives

April 23, 2019

୩୦୩ ଲୋକସଭା ଆସନରେ ମତଦାନ ଶେଷ, ୩ୟ ପର୍ଯ୍ୟାୟରେ ୬୪.୬୬% ମତଦାନ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ସୁଦ୍ଧା ୩୦୩ ଆସନରେ ମତଦାନ ଶେଷ ହୋଇଥିବା ବେଳେ ୩ୟ ପର୍ଯ୍ୟାୟରେ ରିପୋର୍ଟ ଲେଖାଯିବା ବେଳକୁ ୬୪.୬୬ ପ୍ରତିଶତ ମତଦାନ ହୋଇଛି। ତୃତୀୟ ପର୍ଯ୍ୟାୟରେ ଆଜି ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଚଂଳର ୧୧୭ଟି ଆସନରେ ମତଦାନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ମନୀଷ ପାଣ୍ଡେଙ୍କ ଅପରାଜିତ ୮୩ ରନ୍‌, ଚେନ୍ନାଇକୁ ମିଳିଲା ୧୭୬ ରନ୍‌ ଟାର୍ଗେଟ

ଚେନ୍ନାଇ: ମନୀଷ ପାଣ୍ଡେଙ୍କ ଅପରାଜିତ ୮୩ ରନ୍‌ ବଳରେ ସନରାଇଜର୍ସ ହାଇଦ୍ରାବାଦ ମଙ୍ଗଳବାର ୧୭୫ ରନ୍‌ କରିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୪୧ତମ ମ୍ୟାଚରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ ହରାଇଥିଲା। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ…
ଅଧିକ ଖବର ଦେଖନ୍ତୁ...

ମତଦାନ କରିବାକୁ ଯିବା ପୂର୍ବରୁ ମା’ଙ୍କ ଆଶୀର୍ବାଦ୍‌ ନେଇଥିଲେ ମୋଦୀ, ଆଶୀର୍ବାଦ ସହ ଏଭଳି ଉପହାର ଦେଲେ ମା’ ହୀରାବେନ୍‌

ଗାନ୍ଧୀନଗର : ଆଜି ସାରା ଭାରତରେ ତୃତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ଲୋକମାନେ ଯାଇ ନିଜ ନିଜର ମତଦାନ କରିଥିଲେ । ଏ ମଧ୍ୟରେ ଭୋଟ୍‌ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିନ୍ତୁ ଅହମ୍ମଦାବାଦ୍‌ରେ ତୃତୀୟ ପର୍ଯ୍ୟାୟ ମତଦାନରେ ଭୋଟ୍‌ ଦେବା…
ଅଧିକ ଖବର ଦେଖନ୍ତୁ...

ଭୋଟର ଲିଷ୍ଟରେ ନିଜ ନାଁ ନଥିବା ଦେଖି ଉଡ଼ିଗଲା ମତଦାତାଙ୍କ ପ୍ରାଣବାୟୁ

ତଲିପରମ୍ବା(କେରଳ): ଅପ୍ରେଲ ୨୩ ମଙ୍ଗଳବାର ଭାରତରେ ତୃତୀୟ ପର୍ଯ୍ୟାୟ ମତଦାନ କରାଯାଇଥିବା ବେଳେ ବିଭିନ୍ନ କୋଣରେ ଅନେକ ଅଘଟଣା ଘଟିଥିବାର ଖବର ମିଳିଛି । ଖାସ୍‌ କରି କେରଳରେ ବିଭିନ୍ନ ମତଦାନ କେନ୍ଦ୍ରରେ ୩ଜଣଙ୍କର ମୃତ୍ୟୁ ଘଟିଛି । କେରଳରେ ଜଣେ ମତଦାତା ମତଦାନ କେନ୍ଦ୍ରକୁ ଯାଇ ଭୋଟର…
ଅଧିକ ଖବର ଦେଖନ୍ତୁ...

ରାତି ୮ଟା ୩୦ ସୁଦ୍ଧା ଖଣ୍ଡପଡ଼ାରେ ୭୪.୫୦ ପ୍ରତିଶତ ମତଦାନ

ଖଣ୍ଡପଡ଼ା/ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବିଧାନସଭା ଆସନରେ ମଙ୍ଗଳବାର ରାତି ୮ଟା ୩୦ ସୁଦ୍ଧା ୭୪.୫୦ ପ୍ରତିଶତ ମତଦାନ ହୋଇଛି। ସେହିଭଳି ଜିଲ୍ଲାର ରଣପୁରରେ ୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ନୟାଗଡ଼ରେ ୬୯.୦୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଦେବଗଡ଼ ବିଧାନସଭା ଆସନରେ ୬୮.୧୦…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଟ୍ରାକ୍ଟର ଚକା ତଳେ ଚାଳକଙ୍କ ଜୀବନ ଗଲା, ୩ ଆହତ

ଫୁଲବାଣୀ: ଟ୍ରାକ୍ଟର ଚକା ତଳେ ପଡ଼ିଯିବାରୁ ମଙ୍ଗଳବାର ଜଣେ ଚାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଫୁଲବାଣୀ ସଦର ପୁଲିସ ଥାନା ଅନ୍ତର୍ଗତ ଗଂଜୁଗୁଡ଼ା ଠାରେ ୧୦ ଫୁଟ ଗଭୀର ଗାତକୁ ଖସିବାରୁ ଟ୍ରାକ୍ଟର ଦୁର୍ଘଟଣା ଘଟିଥିଲା। ଚାଳକ ରାଜୀବ କହଁର (୩୧) ଚକା ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଲା କଂଗ୍ରେସ: ମେ ୨୩ରେ ମୋଦୀ ପେଟ୍ରୋଲ-ଡିଜେଲ ଦର ୫-୧୦ଟଙ୍କା ବଢ଼ାଇବାକୁ ପ୍ରସ୍ତୁତି…

ନୂଆଦିଲ୍ଲୀ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛି କଂଗ୍ରେସ । ଟୁଇଟ୍‌ କରି ମୋଦୀ ଏକ ବଡ଼ ଘୋଷଣା ନ କରି ଜନତାଙ୍କଠାରୁ ଲୁଚାଇ ରଖିଛନ୍ତି ବୋଲି କଂଗ୍ରେସର ପ୍ରବକ୍ତା ରଣଦୀପ୍‌ ସିଂହ ସୁର୍‌ଜେଓ୍ଵାଲା ଆରୋପ ଲଗାଇଛନ୍ତି । ମେ ୨୩ ପରେ ପେଟ୍ରୋଲ-ଡିଜେଲ ଦର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୁଦ୍ଧିଜୀବୀଙ୍କ ସହିତ ସ˚ପର୍କ ମଜଭୁତ ହେବ। ବଡ଼ କ˚ପାନିରେ ଚାକିରର ଡ଼ାକରା ଆସିବ। ବ୍ୟବସାୟ କାମରେ ଜିଲ୍ଲା ବାହାରକୁ ଯିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସମଲେଶ୍ବରୀ। ବୃଷ: ଦେବୀମାତାଙ୍କ ମନ୍ଦିରିରେ ପୂଜାର୍ଚ୍ଚନା…
ଅଧିକ ଖବର ଦେଖନ୍ତୁ...

ଦୁଇ ସଂପାଦକଙ୍କ ଭାଗ୍ୟ ଇଭିଏମ୍‌ରେ କଏଦ୍‌

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ମତଦାନରେ ରାଜ୍ୟର ଦୁଇଟି ପ୍ରମୁଖ ସମ୍ବାଦପତ୍ରର ସଂପାଦକଙ୍କର ଏଥର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ଇଭିଏମ୍‌ରେ କଏଦ ହୋଇଛି ସେମାନଙ୍କର ଭାଗ୍ୟ। ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାନସଭା ଆସନରୁ…
ଅଧିକ ଖବର ଦେଖନ୍ତୁ...

ଜଣେ ଭୋଟର ପାଇଁ ବନିଲା ଅଲଗା ପୋଲିଂ ବୁଥ୍‌: ଭୋଟ ଦେଇ କହିଲେ, ୧୦୦ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଥିଲା। ଭୋଟର ନିଜର ଭୋଟ ପାଇଁ ମତଦାନ କେନ୍ଦ୍ରରେ ଯାଇ ପହଞ୍ଚିଥିଲେ। ବୃଦ୍ଧବୃଦ୍ଧାଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ି ସମସ୍ତେ ଭୋଟ ଦେଇ ନିଜ ନେତା ବାଛିଛନ୍ତି। ଏହି କ୍ରମରେ ଏମିତି ଏକ ଖବର ଆସି କି ଯାହାକୁ ଶୁଣିଲେ ନିର୍ବାଚନ ବ୍ୟବସ୍ଥାକୁ ନେଇ ଆପଣ…
ଅଧିକ ଖବର ଦେଖନ୍ତୁ...