Daily Archives

April 24, 2019

ଅବକାରୀ ବିଭାଗ-ପୁଲିସର ଚଢାଉ, ୪କୋଟି ୦୯ ଲକ୍ଷ ୨୬ ହଜାର ୮୩୪ ଟଙ୍କାର ମଦ ଜବତ

ଭୁବନେଶ୍ୱର : ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ହଜାର ୨୧୯ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୬୪ ହଜାର ୧୫୭ ଜଣଙ୍କୁ ଅଟକ ରଖାଯାଇଛି । ୫ ହଜାର…
ଅଧିକ ଖବର ଦେଖନ୍ତୁ...

ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶୀତଲଙ୍କର କୃତିତ୍ୱ

ରାୟଗଡା: ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଗୁଣପୁରର ଝିଅ ଶୀତଲ ସାହୁ କୃତିତ୍ୱ ହାସଲ କରିଛନ୍ତି। ଇଷ୍ଟଜୋନ୍‌ ପାଇଁ କୋଲକାତାରେ ଅନୁଷ୍ଠିତ ପ୍ରତିଯୋଗିତାରୁ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ସେ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତାରେ ପରବର୍ତ୍ତୀ ରାଉଣ୍ଡ ସମସ୍ତ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଡିଭିଲିୟର୍ସଙ୍କ ୮୨ ରନ, କିଙ୍ଗସ୍‌କୁ ୨୦୩ ରନ୍‌ ଟାର୍ଗେଟ ଦେଲା ରୟାଲସ୍‌

ବେଙ୍ଗାଲୁରୁ: ଏବି ଡିଭିଲିୟର୍ସଙ୍କ ଅପରାଜିତ ଅର୍ଦ୍ଧଶତକ (ଅପରାଜିତ ୮୨ ରନ) ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ଆଇପିଏଲ୍‌ର ୪୨ତମ ମ୍ୟାଚରେ ୨୦୨ ରନ୍‌ କରିଛି। ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ପଂଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ପ୍ରସଙ୍ଗ :  ପ୍ରିଜାଇଡିଂ ଓ ପୋଲିଂ…

ଭୁବନେଶ୍ୱର : ଗତକାଲି ତୃତୀୟ ପର୍ଯ୍ୟାୟ ମତଦାନରେ ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀର କମାଶାସନ ଅଂଳଚର ଥିବା ବୁଥ୍ ନମ୍ବର ୨୨୨ରେ ଭୋଟରମାନେ ପଦ୍ମ ଚିହ୍ନରେ ଭୋଟ ଦେବାକୁ ଚାହୁଁଥିବା ବେଳେ ତାଙ୍କୁ କାର୍ଯ୍ୟରତ ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନେ ବିଜେଡି ଦଳର ପ୍ରାର୍ଥୀଙ୍କୁ ଅଧିକରୁ…
ଅଧିକ ଖବର ଦେଖନ୍ତୁ...

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ନେଇ ହମିଦ୍‌ ଅନ୍‌ସାରୀଙ୍କ ବୟାନ, କହିଲେ; ଜନତାଙ୍କୁ ପ୍ରଶ୍ନ କରିବାର ଅଧିକାର ରହିଛି,…

ନୂଆଦିଲ୍ଲୀ : ବାଲାକୋଟ୍‌ରେ ଭାରତୀୟ ବାୟୁସେନା କରିଥିବା ଏୟାରଷ୍ଟ୍ରାଇକ୍‌କୁ ୨ମାସ ପୁରିବାକୁ ଥିବା ବେଳେ ସେ ନେଇ ବିତର୍କ ଏ ପର୍ଯ୍ୟନ୍ତ ଥମି ନାହିଁ । ପୂର୍ବରୁ ପାକିସ୍ତାନ ଏୟାରଷ୍ଟ୍ରାଇକ୍‌ ନେଇ ପ୍ରମାଣ ମାଗୁଥିବା ବେଳେ ଏବେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ୍‌ ଅନ୍‌ସାରୀ ଏ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କୁ ଭେଟିବା ସମୟରେ ମୋଦୀଙ୍କୁ ଏଭଳି କରିବା ପାଇଁ ମିଳିଥିଲା…

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତକାର କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁହେଁ ରାଜନୀତିକୁ ଛାଡ଼ି ଅନେକ ବ୍ୟକ୍ତିଗତ ଜିନିଷ ବିଷୟରେ କଥା ହୋଇଥିଲେ ବୋଲି କୁହାଯାଉଥିବା ବେଳେ ଏକ ରାଜ୍‌ ଉପରୁ ପରଦା…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ବିବାହିତା ମହିଳାଙ୍କ ଆତ୍ମହତ୍ୟା, ଯୌତୁକ ନିଯ୍ୟାତନା ଅଭିଯୋଗ ଆଣିଲେ ପିତା

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ଶନିମନ୍ଦିର ପାଖରେ ଏକ ଭଡ଼ାଘରେ ରହୁଥିବା ଆଦିତ୍ୟ କୁମାର ସାହୁଙ୍କ ପତ୍ନୀ ଅଦିତି ଐଶର୍ଯ୍ୟା(୨୫) ମଙ୍ଗଳବାର ଅପରାହ୍ନରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୁଲିସରେ ଅଭିଯୋଗ ହେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ହାରିବା ସୁନିଶ୍ଚିତ ବୋଲି ଜାଣିବା ପରେ ଏବେ ମୋତେ ଛାଡ଼ି ଇଭିଏମ୍‌କୁ ଗାଳି ଦେଉଛନ୍ତି ବିରୋଧୀ ଦଳ : ନରେନ୍ଦ୍ର ମୋଦୀ

ଲୋହରଦଗା(ଝାରଖଣ୍ଡ) : ନିର୍ବାଚନର ତୃତୀୟ ପର୍ଯ୍ୟାୟ ଗତକାଲି ଶେଷ ହୋଇ ସାରିଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୁଧବାର ଝାଡ଼ଖଣ୍ଡର ଲୋହରଦଗାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ସେ ବିରୋଧୀ ଦଳର ଅବସ୍ଥା ବିଷୟରେ ଜଣାଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଖଣ୍ଡପଡ଼ା ଆସନରେ ୭୪.୬୦ ପ୍ରତିଶତ ମତଦାନ

ଭୁବନେଶ୍ୱର/ନୟାଗଡ଼: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପାଇଁ ମଙ୍ଗଳବାର ରାଜ୍ୟର ୬ଟି ଲୋକସଭା ଆସନରେ ୭୧.୬୧ ପ୍ରତିଶତ ମତଦାନ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବିଧାନସଭା ଆସନରେ ୭୪.୬୦ ପ୍ରତିଶତ ମତଦାନ ହୋଇଛି। ଏହି ଆସନରେ ମୋଟ ୧,୮୨,୧୮୭ ଜଣ ମତଦାତା ଥିବା ବେଳେ ଭୋଟ ଦେବାପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧର୍ମ କର୍ମରେ ରୁଚି ବଢ଼ିବ। ଗୁରୁଜନଙ୍କ ପ୍ରତି ମନରେ ଦୟାଭାବ ରହିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପରିବାରରେ ଲାଗି ରହିଥିବା ସମସ୍ୟା ସମାଧାନ ହୋଇପାରେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ହର ପାର୍ବତୀ। ବୃଷ: ସଫଳତା ପାଇବାର ଦିନଟିଏ। ନୂଆ ଲୋକଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...