Daily Archives

April 25, 2019

ଜାଣନ୍ତୁ, କାହିଁକି ମୋଦୀଙ୍କୁ କଂଗ୍ରେସ କହିଲା; ‘ତୁମ୍‌ସେ ନା ହୋ ପାଏଗା’

ନୂଆଦିଲ୍ଲୀ : ଆଜି ବାରଣାସୀରେ ରୋଡ ସୋ’ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ବହୁଳ ସଂଖ୍ୟାରେ ଲୋକେ ଏହି ରୋଡ୍‌ ସୋ’ରେ ସାମିଲ ହୋଇଥିବା ବେଳେ ଆସନ୍ତାକାଲି ମୋଦୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣା ପଡ଼ିଛି । ତେବେ ଗତକାଲି ଟାଇମ୍ସ ନାଓରେ ଏକ ଭୁଲ ଖବର ପ୍ରସାରଣ କରାଯାଇଥିଲା । ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...

ଭୋଟ୍‌ ଦେଇ ଜିତି ପାରିବେ ନଗଦ ଟଙ୍କା, ଟି-ସାର୍ଟ, ପେନ୍‌ଡ୍ରାଇଭ୍‌, କେବଳ କରିବାକୁ ହେବ ଏହି ସାମାନ୍ୟ କାମ

ଭୋପାଳ : ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ମତଦାତାମାନଙ୍କୁ ଭୋଟ୍‌ ଦେବା ପାଇଁ ପ୍ରେରିତ କରିବାକୁ ଏକ ନୂଆ ବାଟ ଆପଣାଇଛନ୍ତି । କିଛି ଲୋକ ସୁବିଧା ଥାଇ ମଧ୍ୟ ଭୋଟ୍‌ ଦେବାକୁ ଯାଉ ନଥିବା ଦେଖି ମୁଖ୍ୟ ନିର୍ବାଚନ ଅଧିକାରୀ ଉପହାରର ବ୍ୟବସ୍ଥା କରିଛନ୍ତି । ମତଦାତାମାନେ ଭୋଟ୍‌ ଦେଲେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକ୍ପଟର ଯାଞ୍ଚ ପ୍ରସଙ୍ଗ: ମହସିନଙ୍କ ନିଲମ୍ବନ ଉପରେ ଲାଗିଲା ରୋକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର ଯାଞ୍ଚ ପ୍ରସଙ୍ଗରେ ବରିଷ୍ଠ ଆଇଏଏସ୍‌ ଅଫିସର ମହମ୍ମଦ ମହସିନ୍‌ଙ୍କ ନିଲମ୍ବନ ଉପରେ ରୋକ ଲାଗିଛି। ସେଣ୍ଟ୍ରାଲ ଆଡମିନିଷ୍ଟ୍ରେସନ ଟ୍ରିବ୍ୟୁନାଲ ରୋକ ଲଗାଇଥିବା ଜଣାପଡ଼ିଛି। ତିନି ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଉଭୟ ପକ୍ଷକୁ…
ଅଧିକ ଖବର ଦେଖନ୍ତୁ...

ବିଜେପି ମୁଖା ଖେୋଲିଦେଲେ ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ, କହିଲେ; ଜେଟ୍‌କୁ କମ ଦାମ୍‌ରେ ସ୍ପାଇସ୍‌ଜେଟ୍‌କୁ…

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଗୁରୁବାର ଏକ ଟୁଇଟ୍‌ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବଂ ବେସାମରିକ ବିମାନ ଚାଳଚଳର ରାଜ୍ୟମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଦୁହେଁ ଜେଟ୍‌ର ପତନ ପାଇଁ ଦାୟୀ । ଯାହାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଅନ୍ୟର ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ପାରିବାରିକ ବିବାଦ ସମାଧାନ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। କାରବାରରେ ଭଲ ପରିଣାମ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ। ବୃଷ: ପୂଜାପାଠରେ ଅଧିକ ସମୟ ବିତିବ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କା ବୋମା ବିସ୍ଫୋରଣ ଘଟଣା : ଇସ୍ତଫା ଦେଲେ ପ୍ରତିରକ୍ଷା ସଚିବ ଓ ପୁଲିସ ମୁଖ୍ୟ

କଲମ୍ବୋ : ଶ୍ରୀଲଙ୍କାରେ ଗତ ରବିବାରଦିନ ହୋଇଥିବା ସିରିଜ ବୋମା ବିସ୍ଫୋରଣ ଘଟଣା ଲାଗି ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି ଦେଶର ପ୍ରତିରକ୍ଷା ସଚିବ ହେମସିରି ଫର୍ଣ୍ଣାଣ୍ଡୋ । ଏହା ସହିତ ପୁଲିସ ଆଇଡି ପୁଜିଥ ଜୟସୁନ୍ଦର ମଧ୍ୟ ଇସ୍ତଫା ଦେଇଛନ୍ତି । ଦେଶରେ ହୋଇଥିବା ଏତେ ବଡ଼ ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ଶ୍ରେଣୀରେ ଭୋଟ୍‌ ଦେଲେ ଆସାମର ପ୍ରଥମ କିନ୍ନର ବିଚାରପତି

ଗୌହ୍ଵାଟୀ: ଚଳିତ ନିର୍ବାଚନରେ ଆସାମରେ ସମୁଦାୟ ୪୧୯ ଜଣ କିନ୍ନରଙ୍କ ନାମ ଭୋଟର୍‌ ତାଲିକାରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୪ ଜଣ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ଆସାମର ପ୍ରଥମ କିନ୍ନର ବିଚାରପତି ସ୍ୱାତୀ ବିଧାନ ବରୁହା ଅଭିଯୋଗ ଆଣି କହିଛନ୍ତି ଯେ ସେ ସେ ଅନିଚ୍ଛା ସତ୍ତ୍ୱେ…
ଅଧିକ ଖବର ଦେଖନ୍ତୁ...

ଆମେରିକାକୁ ୧୫ ବର୍ଷ ପରେ ପୁଣି ମିଳିଲା ଦିନିକିଆ ଟିମର ମାନ୍ୟତା, ଓମାନ ମଧ୍ୟ ‘ଏଲିଟ କ୍ଲବ’ରେ ସାମିଲ

ଦୁବାଇ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ଓମାନର ଟିମ ପୁଣି ଥରେ ଦିନିକିଆ ଅନ୍ତର୍ଜାତୀୟ ଟିମର ମାନ୍ୟତା ହାସଲ କରିଛି। ଏହି ୨ଟିମ ଆଇସିସି ବିଶ୍ୱକପ କ୍ରିକେଟ ଲିଗ ଡିଭିଜନ-୨ରେ ପ୍ରଶଂସନୀୟ ପ୍ରଦର୍ଶନ କରିବା ପରେ ଏହି ମାନ୍ୟତା ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ପୁଲିସ ତଦନ୍ତ ଆଳରେ ବୃଦ୍ଧାଙ୍କ ଠାରୁ ୨୦ ଗ୍ରାମ ସୁନା ଅଳଙ୍କାର ଲୁଟ

ନବରଙ୍ଗପୁର: ଦିନକୁ ଦିନ ନବରଙ୍ଗପୁର ସହରରେ ରାହାଜାନି ବଢ଼ି ଚାଲିଛି। ଏବେ ଲୁଟେରାଙ୍କ ଟାର୍ଗେଟରେ ରହିଛନ୍ତି ବରିଷ୍ଠ ନାଗରିକ। ଦୁର୍ବୃତ୍ତମାନେ ଗଡଖାଇ ସାହିର ଜି.ପ୍ରଭାବତୀ (୬୩) ଗୁରୁବାର ସଂଧ୍ୟା ପ୍ରାୟ ୫.୩୦ରେ ସହର ମଧ୍ୟରେ ଭ୍ରମଣ କରିବା ସମୟରେ ରାମ ମନ୍ଦିର ଠାରୁ ଚାଉଁରିଆଗୁଡା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ବାରାଣାସୀ : ଗଙ୍ଗା କୂଳରେ ମୋଦି, ଗଙ୍ଗା ଆରତୀ କଲେ

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ନିର୍ବାଚନ କ୍ଷେତ୍ର ବାରାଣାସୀରେ ଏହ ବିଶାଳ ରୋଡ ସୋ କରିବା ପରେ ଦଶାଶ୍ୱମେଧ ଘାଟରେ ଗଙ୍ଗା ଆରତି କରିଛନ୍ତି । ଏହି ଆରତି ବେଳେ ବିଜେପି ସଭାପତି ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ବିଜେପି ସଭାପତି…
ଅଧିକ ଖବର ଦେଖନ୍ତୁ...