Daily Archives

April 26, 2019

ରାଜନୀତିରେ ପାଦ ଦେବା ନେଇ ପଚରାଯାଇଥିବା ପ୍ରଶ୍ନକୁ ନେଇ ମଜାଦାର ଉତ୍ତର ରଖିଲେ ରଘୁରାମ ରାଜନ: ମୋ ପତ୍ନୀ ମୋତେ ଛାଡ଼ି…

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ରାଜନୀତିରେ ଯୋଗ ଦେବା ନେଇ ପ୍ରଶ୍ନରେ ଯେଉଁ ମଜାଦାର ଉତ୍ତର ରଖିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ଚେନ୍ନାଇର ଏକ ବିଶ୍ୱବଦ୍ୟାଳୟରେ ଡ଼କାଯାଇଥିବା ବୈଠକରେ ଯୋଗ ଦେଇ ସେ ଅନେକ ପ୍ରଶ୍ନର…
ଅଧିକ ଖବର ଦେଖନ୍ତୁ...

କାଶୀରେ ୩୦ପ୍ରତିଶତ ଲୋକଙ୍କ ପାଖରେ ପାଣି ସଂଯୋଗ ନ ଥିବା ବେଳେ ମୋଦୀଙ୍କ ସ୍ୱାଗତରେ ସଫେଇ ପାଇଁ ବ୍ୟବହାର କରାଗଲା…

ବାରଣାସୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବେ ସବୁ ଦଳ ନିଜର ପ୍ରଚାର ପ୍ରସାରରେ ଲାଗି ପଡ଼ିଛନ୍ତି । ଏ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବାରଣାସୀ ଯାଇ ରୋଡ୍‌ ସୋ’ କରିଥିବା ଦେଖା ଯାଇଥିଲା । ଗୁରୁବାର ଏକ ବିଶାଳ ରୋଡ୍‌ ସୋ’ କରି ମୋଦୀ ନିଜ ସମର୍ଥକଙ୍କୁ ଭେଟିବା ସହ ଶୁକ୍ରବାର ନାମାଙ୍କନ…
ଅଧିକ ଖବର ଦେଖନ୍ତୁ...

ଘସିପୁରାର ଗୋହିରା ପଞ୍ଚାୟତରେ ସାନି ମତଦାନ ଦାବି କଲା ବିଜେପି

ଭୁବନେଶ୍ୱର : ଘସିପୁରା ବିଧାନସଭା ନିର୍ବାଚନୀ ମଣ୍ଡଳୀର ବାଲୁଗାଁର ଗୋହିରା ପଚାଂୟତରେ ଏକ ବୁଥରେ ପୋଲିଂ ଦାୟିତ୍ୱରେ ଥିବା ଅଧିକାରୀ ନିଜେ ଇଭିଏମ ପାଖକୁ ଯାଇ ବାରମ୍ଭାର ଭୋଟ ଦେଉଛନ୍ତି । ଏହାର ଏକ ମୋବାଇଲ ଭିଡିଓ ଗତ ଦୁଇଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ଆଜିର ସମ୍ବାଦ ଖବର…
ଅଧିକ ଖବର ଦେଖନ୍ତୁ...

ଧନୀ ଲୋକଙ୍କର ଚୌକିଦାରୀ କରୁଥିବା ଲୋକ ନୁହେଁ, ଦେଶକୁ ରାହୁଲଙ୍କ ଭଳି ପ୍ରଧାନମନ୍ତ୍ରୀ ଦରକାର : ତେଜସ୍ୱୀ ଯାଦବ

ସମସ୍ତିନପୁର : ନିର୍ବାଚନର ତୃତୀୟ ପର୍ଯ୍ୟାୟ ସରିଥିବା ବେଳେ ଆଗାମୀ ପର୍ଯ୍ୟାୟ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି ରାଜନେତା । ଶୁକ୍ରବାର ନିର୍ବାଚନକୁ ଆଖି ଆଗରେ ରଖି ବିହାରର ସମସ୍ତିନପୁରରେ ଏକ ନିର୍ବାଚନୀ ରାଲିର ଆଯୋଜନ କରାଯାଇଥିଲା । ଯେଉଁଥିରେ ଯୋଗ ଦେଇ ମୋଦୀ ପ୍ରଧାନମନ୍ତ୍ରୀ ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଚେନ୍ନାଇକୁ ୧୫୬ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନସ୍‌

ଚେନ୍ନାଇ: ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ) ଦ୍ୱାଦଶ ସଂସ୍କରଣର ୪୪ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ୍‌ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୫୬ ରନ ଟାର୍ଗେଟ ଦେଇଛି। ଏମଏ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟସ୍‌ ଜିଣି ଆୟୋଜକ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଓ ରାଜ୍ୟ ସରକାର ବେକାରୀ ସମସ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତିି: ରାହୁଲ ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଏବଂ ରାଜ୍ୟର ନବୀନ ପଟ୍ଟନାୟକ ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଦୁଇ ସରକାର ବେକାରୀ ସମସ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ, ଆମୀର ଏବଂ ସଲମାନଙ୍କ ମଧ୍ୟରୁ ଅକ୍ଷୟଙ୍କୁ ମୋଦୀଙ୍କ ସାକ୍ଷାତକାର ନେବା ପାଇଁ ବଛା ଯାଇଥିଲା, ଏହା ଥିଲା କାରଣ

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅଣରାଜନୈତିକ ସାକ୍ଷାତକାର ନେଇଥିବାର ଭିଡିଓ ସାମ୍ନାକୁ ଆସିଥିଲେ । ଏହି ସାକ୍ଷାତକାରରେ ମୋଦୀଜୀ ରାଜନୀତିକୁ ଛାଡ଼ି ନିଜର ଅନ୍ୟ ବ୍ୟକ୍ତିଗତ ଜିନିଷକୁ ନେଇ କଥାବାର୍ତ୍ତା ହୋଇଥିଲେ । ଏହି ସାକ୍ଷାତକାର…
ଅଧିକ ଖବର ଦେଖନ୍ତୁ...

ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ଶରଣ ନେଇ ମାରାଥନ୍‌ ପ୍ରଚାର କଲେ ନବୀନ

ଭୁବନେଶ୍ୱର: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ବଳଦେବଜୀଉଙ୍କ କ୍ଷେତ୍ର ‘କେନ୍ଦ୍ରାପଡ଼ା’ ନିର୍ବାଚନ ପ୍ରଚାରରରେ କମ୍ପୁଛି। ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ନେତାମାନେ କେନ୍ଦ୍ରାପଡ଼ାରେ ଆଡ୍ଡା ଜମାଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ବଳଦେବଜୀଉ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ସାଧ୍ୱୀ ପ୍ରଜ୍ଞାଙ୍କ ଅସଲ ଚେହେରା ! ଚିକିତ୍ସା କରିଥିବା ଡ଼ାକ୍ତର କହିଲେ; ଗୋମୂତ୍ର ନୁହେଁ ସର୍ଜରୀ…

ନୂଆଦିଲ୍ଲୀ : ଭୋପାଳରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା କିଛି ଦିନ ତଳେ ଏକ ଅଜବ ଦାବି କରିଥିଲେ । ଗୋମୂତ୍ର ପିଇ ସେ ନିଜ ସ୍ତନ କର୍କଟ ରୋଗକୁ ଭଲ କରି ପାରିଥିଲେ ବୋଲି କହିବା ପରେ ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏବେ ଏ ନେଇ ସାଧ୍ୱୀ ପ୍ରଜ୍ଞାଙ୍କ…
ଅଧିକ ଖବର ଦେଖନ୍ତୁ...

“ ପ୍ରଧାନମନ୍ତ୍ରୀଙ୍କ ହେଲିକାପ୍ଟର ଯାଞ୍ଚ ପାଇଁ କୌଣସି ନିର୍ଦ୍ଦେଶ ଦେଇନଥିଲି” : ମୁହଁ ଖୋଲିଲେ ଆଇଏଏସ ଅଧିକାରୀ…

ଭୁବନେଶ୍ୱର : ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକାପ୍ଟର ଯାଞ୍ଚ ଅଭିଯୋଗରେ ନିଳମ୍ବିତ କର୍ଣ୍ଣାଟକ ବ୍ୟାଚ ଆଇଏଏସ ଅଫିସର ମହମ୍ମଦ ମହସିନ ଆଜି ମୁହଁ ଖୋଲିଛନ୍ତି । ସେ କହିଛନ୍ତି କେଉଁ ଅପରାଧରେ ତାଙ୍କୁ ନିଳମ୍ବିତ କରାଯାଇଥିଲା ତାହା ନିର୍ବାଚନ ଆୟୋଗ ଜଣାଉ ନାହିଁ । ତାଙ୍କ ବିରୋଧରେ କେଉଁ…
ଅଧିକ ଖବର ଦେଖନ୍ତୁ...