Monthly Archives

May 2019

ନରେନ୍ଦ୍ର ମୋଦୀ ସରକାରରେ ପଶ୍ଚିମବଙ୍ଗର ଅନ୍ୟ ସାଂସଦଙ୍କୁ ପଦ ମିଳିବ: ବିଜେପି

କୋଲକାତା: ମୋଦୀ ସରକାରରେ ବର୍ତ୍ତମାନ ପଶ୍ଚିମବଙ୍ଗର ୨ ଜଣ ସାଂସଦଙ୍କୁ ପଦ ମିଳିଛି କିନ୍ତୁ ଆଗାମୀ ଦିନରେ ଏହି ସଂଖ୍ୟା ବଢ଼ିବ। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଦିଲୀପ ଘୋଷ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ବଡ଼ ପ୍ରଦର୍ଶନରେ ଦଳର…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାଇଁ ଏହି ରାଜ୍ୟରୁ ଆସିଲା ଖୁସି ଖବର

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାଇଁ କର୍ଣ୍ଣାଟକରୁ ଖୁସି ଖବର ଆସିିଛି। ରାଜ୍ୟର ୭ ପୌରସଂସ୍ଥା ନିର୍ବାଚନରେ କଂଗ୍ରେସ ବଡ଼ ରାଜନୈତିକ ଦଳ ବୋଲି ପ୍ରମାଣିତ ହୋଇଛି। କଂଗ୍ରେସକୁ ୨୭୦ରୁ ୯୦ ଆସନ ମିଳିଛି। ନିକଟରେ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ…
ଅଧିକ ଖବର ଦେଖନ୍ତୁ...

ଏ ପର୍ଯ୍ୟନ୍ତ ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ପ୍ରବେଶ କରି ପାରି ନାହାନ୍ତି #ମି ଠୁରେ ଫସିଥିବା ସେଲିବ୍ରିଟି

ମୁମ୍ବାଇ : ଗତବର୍ଷ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ଉପରେ କଣ୍ଠଶିଳ୍ପୀ ଶ୍ୱେତା ପଣ୍ଡିତ ଅସଦାଚରଣର ଅଭିଯୋଗ ଆଣିଥିଲେ । ଯାହା ପାଇଁ ତାଙ୍କୁ ରିୟାଲିଟି ସୋ’ ଇଣ୍ଡିଆନ୍‌ ଆଇଡଲକୁ ଅଧାରୁ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ ଏବେ ଏତେ ଦିନର ବ୍ୟବଧାନ ପରେ ପୁଣି ଥରେ ଅନୁ ମଲ୍ଲିକ୍‌ ଇଣ୍ଡିଆନ୍‌…
ଅଧିକ ଖବର ଦେଖନ୍ତୁ...

ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ଭାଇ ଗୁରୁତର ଆହତ

ଚାନ୍ଦବାଲି : ଭଦ୍ରକ–ଚାନ୍ଦବାଲି ରାସ୍ତା ପାଂଚପଡ଼ା କଲେଜଛକ ନିକଟରେ ଅଟୋ ବାଇକ ଦୁର୍ଘଟଣାରେ ବାଇକରେ ବସିଥିବା ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଦୁଇ ଭାଇ ଭାଟପଡ଼ା ପଂଚାୟତ ରାଉତପଡ଼ା ଗାଁର ରଘୁନାଥ ବେଜଙ୍କ ପୁଅ ଧୁଃଶାଶନ ବେଜ(୪୫),ଦୁର୍ଯ୍ୟେଧନ ବେଜ (୪୮) । ରାତି ୧୦ଟାରେ…
ଅଧିକ ଖବର ଦେଖନ୍ତୁ...

ପେସା ଏବଂ ନିଶାକୁ ଆଖି ଆଗରେ ରଖି ନିଜ ଲାଠିକୁ ବଇଁଶୀ କରିଦେଲେ ପୁଲିସ କନେଷ୍ଟବଳ

ହୁବୁଲୀ(କର୍ଣ୍ଣାଟକ) : ହୁବୁଲୀ ପୁଲିସ ଷ୍ଟେସନରେ କାର୍ଯ୍ୟରତ ଥିବା ଜଣେ କନେଷ୍ଟବଳ ନିଜର ସଉକ ପୂରା କରିବା ପାଇଁ ଯେଉଁ ବାଟ ଆପଣାଇଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କନେଷ୍ଟବଳଙ୍କୁ ବଇଁଶୀ ବଜାଇବାର ସଉକ ଥିବାରୁ ସେ ନିଜ ଫାଇବର ଲାଠିକୁ ବଇଁଶୀରେ ପରିଣତ କରି ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ସନ୍ନି ଦେଓଲଙ୍କୁ ସଫଳତା ମିଳିବା ପରେ ରାଜନୀତିରେ ପ୍ରବେଶ କରିବା ପଛର ରାଜ୍‌ ଖୋଲିଲେ ଭାଇ ଅଭୟ

ମୁମ୍ବାଇ : ୨୦୧୯ ଲୋକସଭା ନିର୍ବାଚନରେ ଗୁରୁଦାସପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ଅଭିନେତା ସନ୍ନି ଦେଓଲଙ୍କୁ ବିପୁଳ ସଂଖ୍ୟାରେ ସମର୍ଥନ ମିଳିଥିଲା, ଯାହା ପାଇଁ ସେ ପ୍ରଥମ ଥରରେ ହିଁ ବାଜି ମାରି ନେଇଥିଲେ । ତେବେ ଏତେ ବଡ଼ ସଫଳତା ପରେ ସନ୍ନି ଦେଓଲଙ୍କ ଭାଇ ଅଭିନେତା ଅଭୟ ଦେଓଲ ଏକ ବଡ଼…
ଅଧିକ ଖବର ଦେଖନ୍ତୁ...

ମାନବିକତାର ବିରଳ ଉଦାହରଣ ସୃଷ୍ଟି କଲେ ଏହି ବ୍ୟକ୍ତି! ଡ୍ରାଇଭରର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କ ବଦଳରେ ରୋଜା…

ନୂଆଦିଲ୍ଲୀ : ମହାରାଷ୍ଟ୍ରର ବୁଲଢ଼ାଣାରେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଏଠାରେ ଜଣେ ବନ ବିଭାଗ ଅଧିକାରୀ ମାନବିକତାର ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ବନ ବିଭାଗ ଅଧିକାରୀ ସଞ୍ଜୟ ଏନ୍‌ ମାଲିଙ୍କ ଗାଡ଼ି ଚାଳକ ଜାଫରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ…
ଅଧିକ ଖବର ଦେଖନ୍ତୁ...

ପାର୍ଶ୍ୱ ଅଭିନେତାମାନଙ୍କୁ ଆତଙ୍କବାଦୀ ଭାବି ମୁମ୍ବାଇ ପୁଲିସ ଗିରଫ କରିଥିବା ଖବର ମିଛ, ଟୁଇଟ୍‌ କରି ଚ୍ୟାନେଲକୁ ପୁନଃ…

ବସାଇ : ବୁଧବାର ମୁମ୍ବାଇର ବସାଇଠାରେ ଆତଙ୍କବାଦୀ ବୋଲି ସନ୍ଦେହ କରି ପୁଲିସ ଦୁଇ ପାର୍ଶ୍ୱ ଅଭିନେତାଙ୍କୁ ଗିରଫ କରିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଦୁଇ ଯୁବକ ଆତଙ୍କବାଦୀ ଭଳି ପୋଷାକ ପିନ୍ଧିଥିବା ଦେଖି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଆତଙ୍କବାଦୀ ବୋଲି ଭାବି ପୁଲିସକୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ଶପଥ ଗ୍ରହଣ ସମାରୋହରେ ସାଇକେଲରେ ଏଣ୍ଟ୍ରି ମାରିଲେ ଏହି ଦୁଇ ବିଜେପି ସାଂସଦ

ନୂଆଦିଲ୍ଲୀ : ଗତକାଲି ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅନେକ ବଡ଼ ବଡ଼ ନେତା, କଳାକାର ଏବଂ ବ୍ୟବସାୟୀମାନେ ସମାରୋହରେ ଯୋଗ ଦେଇଥିଲେ । ତେବେ ୬,୫୦୦ଅତିଥିଙ୍କ ମଧ୍ୟରେ ଦୁଇ ସାଂସଦଙ୍କ ଏଣ୍ଟ୍ରି ସମସ୍ତଙ୍କଠାରୁ ଭିନ୍ନ ଥିଲା । ସମସ୍ତେ ଦାମୀ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ବଜ୍ରପାତରେ ମହିଳା ମୃତ

ଦେବଗଡ଼: ବଜ୍ରପାତ ଯୋଗୁଁ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳା ମୃତ୍ୟୁଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାର ତିଲେଇବଣୀ ବ୍ଲକର ଶ୍ରୀନିବାସପୁର ଗ୍ରାମର ଟଙ୍କଧର ଦେହୁରୀଙ୍କ ସ୍ତ୍ରୀ ବୀନା ଦେହୁରୀ(୪୫) ସଂଧ୍ୟାରେ ଘରେ ଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଏଥିରେ…
ଅଧିକ ଖବର ଦେଖନ୍ତୁ...