Daily Archives

May 1, 2019

୫୭୦ କିଲୋମିଟର ଦୂରରୁ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ମାଡ଼ି ଆସୁଛି ‘ଫନି’

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଆହୁରି ଭୟଙ୍କର ରୂପ ଧାରଣ କରିଛି। ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡିଆସୁଛି। ଭାରତୀୟ ପାଣିପାଗ ପକ୍ଷରୁ ଜାରି କରାଯାଇଥିବା ତାଜା ରିପୋର୍ଟ ଅନୁସାରେ ଫନି ଏବେ ପୁରୀର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ୫୭୦ କିଲୋମିଟର ଦୂରରେ ଅଛି,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଇମ୍ରାନ୍‌ ତାହିରଙ୍କୁ ୪ ଓ୍ଵିକେଟ୍‌, ଦିଲ୍ଲୀ କ୍ୟାପିଟାଲସ୍‌କୁ ୮୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର…

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୫୦ତମ ମ୍ୟାଚରେ ବୁଧବାର ଚେନ୍ନାଇ ସୁପର କିଙ୍ଗସ୍‌ ୮୦ ରନ୍‌ରେ ଦିଲ୍ଲୀ କ୍ୟାପିଟାଲସ୍‌କୁ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ଦିଲ୍ଲୀ ୧୮୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ୧୬.୨ ଓଭରରେ ୯୯ ରନ୍‌ କରିଛି। ଫଳରେ ଚେନ୍ନାଇଠାରୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଲୋକସଭା-ବିଧାନସଭା ନିର୍ବାଚନ: ୭୩.୦୮ ପ୍ରତିଶତ ମତଦାନ

ଭୁବନେଶ୍ୱର: ସପ୍ତଦଶ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ସୂତ୍ର ଅନୁସାରେ ଏହି ୪ଟି ପର୍ଯ୍ୟାୟରେ ହାରାହାରି ୭୩.୦୮ ପ୍ରତିଶତ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା…
ଅଧିକ ଖବର ଦେଖନ୍ତୁ...

ସାମୁଦ୍ରିକ ଝଡ ‘ଫନି’ ମୁକାବିଲା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତୁତି

ଭୁବନେଶ୍ୱର: ବଙ୍ଗୋପସାଗରରେ ଗତ ଏପ୍ରିଲ ୨୩ରେ ଝଡର ପ୍ରାଥମିକ ଆଭାସ ପାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଥିଲା ଏବଂ ସମୁଦ୍ରରେ ଜୀବନ ରକ୍ଷା ନିଶ୍ଚିତ କରିବା ପାଇଁ ଓଖି ଝଡରୁ ଲାଭ କରିଥିବା ଶିକ୍ଷାର ପ୍ରୟୋଗ କରିଥିଲା ଅତି ଭୟଙ୍କର ସାମୁଦ୍ରିକ ଝଡ…
ଅଧିକ ଖବର ଦେଖନ୍ତୁ...

ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳ ଛୁଇଁବା ବେଳକୁ କେତେ ବେଗରେ ପବନ ବହିବ? ଆସନ୍ତୁ ଜାଣିବା ବିଭିନ୍ନ ପାଣିପାଗ ସଂସ୍ଥାର…

ଭୁବନେଶ୍ୱର : ବାତ୍ୟା ଫନି ଯେତିକି ଯେତିକି ଓଡିଶା ଉପକୂଳ ପାଖଉଛି, ପବନର ବେଗ ନେଇ ଆଶା ଆଶଙ୍କା ସେତିକି ଘନେଇବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଂଟାକୁ ୨୦୫ କିଲୋମିଟର ରହିବ। ପୁରୀ ଉପକୂଳ ଦେଇ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକ ଦିବସରେ ଗାଁକୁ ଯାଇ ପାଇପ୍‌ଲାଇନ୍‌ ପାଇଁ ମାଟି ଖୋଳିଲେ ଆମୀର ଖାନ୍‌

ମୁମ୍ବାଇ : ମେ ୧ରେ ବିଶ୍ୱର ଅନେକ ଦେଶରେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯାଇଥାଏ । ତେବେ ଏହି ଦିନଟିକୁ ପାଳନ କରିବା ପାଇଁ ଅଭିନେତା ଆମୀର ଖାନ୍‌ ମହାଶ୍ରମଦାନ କରିଥିଲେ । ଶ୍ରମିକ ଦିବସରେ ଆମୀର ଖାନ୍‌ଙ୍କୁ ଦିନ ମଜୁରିଆ ଭଳି କାମ କରୁଥିବାର ଦେଖା ଯାଇଥିଲା । ଏକ ଗାଁରେ ପାଣି…
ଅଧିକ ଖବର ଦେଖନ୍ତୁ...

କଏଦୀ ସ୍ଥାନାନ୍ତରକୁ ନେଇ ଆଠଗଡ଼ ସବ୍‌ଜେଲ୍‌ରେ ବ୍ୟାପକ ଭଙ୍ଗାରୁଜା

ଆଠଗଡ଼: ଜଣେ କୁଖ୍ୟାତ ଅପରାଧୀଙ୍କ ସ୍ଥାନାନ୍ତର ନେଇ କଟକ ଜିଲ୍ଲାର ଆଠଗଡ଼ ସବ୍‌ଜେଲ୍‌ରେ ବୁଧବାର ସନ୍ଧ୍ୟାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସୂଚନା ଅନୁସାରେ କଏଦୀ ଜଣକ ଗତ ବର୍ଷ ଅକ୍ଟୋବର ଠାରୁ ଆଠଗଡ଼ ଜେଲରେ ରହି ଆସୁଥିଲେ। ତାଙ୍କୁ ଅନୁଗୁଳ ଜେଲ୍‌କୁ ସ୍ଥାନାନ୍ତର କରାଯିବାର ଥିଲା। ଏବାବଦରେ…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ଘାତରେ ମୃତ୍ୟୁବରଣ କଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହଲାଦ ମୋଦୀଙ୍କ ପତ୍ନୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହଲାଦ ମୋଦୀଙ୍କ ପତ୍ନୀ ଭଗବତୀ ବେନଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ତାଙ୍କୁ ମୃତ୍ୟୁ ବେଳକୁ ୫୫ବର୍ଷ ହୋଇଥିବା ବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି । ଦୀର୍ଘ ସମୟ ଧରି ଭଗବତୀ ବେନ ରୋଗଗ୍ରସ୍ଥ ଥିବା ସହ ଅହମଦାବାଦର…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୩ ଦିନ ପାଇଁ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା ଜାରି : କାଲିଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ…

ଭୁବନେଶ୍ୱର : ଓଡିଶା ଉପକୂଳ ମୁହାଁ ବାତ୍ୟା ଫନି । ସମୁଦ୍ର ମଧ୍ୟରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇସାରିଥିବା ଫନି ଆସନ୍ତା ଶୁକ୍ରବାର ସନ୍ଧ୍ୟା ୫.୩୦ରେ ପୁରୀ ଉପକୂଳ ଛୁଇଁଁବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ଯେଉଁଥିପାଇଁ ରାଜ୍ୟ ସରକାର ବାତ୍ୟା ଫନିକୁ ମୁକାବିଲା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଶାଲ ଡାଡ୍‌ଲାନୀ-ତହସିନ ପୁନାବାଲାଙ୍କ ଉପରେ ୧୦-୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ଅଦାଲତ

ମୁମ୍ବାଇ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କଣ୍ଠଶିଳ୍ପୀ ବିଶାଲ ଡାଡ୍‌ଲାନୀ ଏବଂ ରାଜନୈତି କାର୍ଯ୍ୟକର୍ତ୍ତା ତହସିନ୍‌ ପୁନାବାଲାଙ୍କ ଉପରେ ୧୦-୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ବିଶାଲ ଏବଂ ତହସିନ୍‌ ୨୦୧୬ରେ ଦିବଂଗତ ଜୈନ ମୁନିଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ…
ଅଧିକ ଖବର ଦେଖନ୍ତୁ...