Daily Archives

May 2, 2019

ଢେଙ୍କାନାଳ: ୨୧ ଚୋରା ବାଇକ ଜବତ, ୬ ଜଣଙ୍କୁ କୋର୍ଟ ଚାଲାଣ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁଙ୍କ ଉଦ୍ୟମରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ବୁଧବାର ସୁଧା ୨୧ଟି ବାଇକ ଜବତ କରାଯାଇଥିବା ବେଳେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଦୀର୍ଘ ଦିନ ହେବ ଭୁବନ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଝଡ଼ ପୂର୍ବରୁ ନୀରବତା!

ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ଅସରାଏ ବର୍ଷା ପରେ ସାମୟିକ ଭାବେ ହଜିଯାଇଛି ବୃଷ୍ଟିପାତ। ସଂନ୍ଧ୍ୟା ୭ଟାରୁ ସାଢ଼େ ୮ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପ୍ରାୟ ଅଧଘଣ୍ଟା ଧରି ଜୋର୍‌ଦାର୍‌ ବର୍ଷା ହେବା ପରେ ପାଗ ଗୁମ୍‌ସୁମ୍‌ ହୋଇଯାଇଛି। ଲଗାଣବର୍ଷା ଜାରି ରହିବ ବୋଲି ଅନୁମାନ…
ଅଧିକ ଖବର ଦେଖନ୍ତୁ...

ଫନି ପାଇଁ ସସ୍‌ପେଣ୍ଡ ହେଲେ ରାୟଗଡ଼ା ସିଡିଏମ୍‌ଓ

ଭୁବନେଶ୍ୱର: ବାତ୍ୟା ଫନି ପାଇଁ ରାଜ୍ୟ ସରକାରଙ୍କ କଟକଣାକୁ ନ ମାନିବାରୁ ରାୟଗଡ଼ାର ସିଡିଏମ୍‌ଓଙ୍କୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଛି। ଫନି ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଥିଲେ। ଆଉ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶନାମା ଜାରି…
ଅଧିକ ଖବର ଦେଖନ୍ତୁ...

ମଧୁମେହ ସହ ଏହି ସବୁ ଶାରୀରିକ ସମସ୍ୟାକୁ ଦୂର କରିଥାଏ କଖାରୁ ମଞ୍ଜି

କଖାରୁ ଏକ ଏମିତି ପରିବା ଯାହାକୁ ଅନେକ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ କଖାରୁ ଏବଂ ତା’ର ମଞ୍ଜିରୁ ଯେଉଁ ସବୁ ଲାଭ ଶରୀରକୁ ମିଳେ, ସେ ସବୁ ବିଷୟରେ ଜାଣିବା ପରେ ଆପଣମାନେ ନିଶ୍ଚୟ ଏହାକୁ ଖାଇବା ଆରମ୍ଭ କରିବେ । ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଫାଇଦା ବିଷୟରେ... ୧.…
ଅଧିକ ଖବର ଦେଖନ୍ତୁ...

ମୁସ୍‌ଲିମ୍‌ ପ୍ରେମିକ ଆଗରେ ବିବାହ ପାଇଁ କି ସର୍ତ୍ତ ରଖିଲା ହିନ୍ଦୁ ପ୍ରେମିକା ଜାଣନ୍ତୁ…

ଗାନ୍ଧୀନଗର : ଗୁଜୁରାଟରେ ଜଣେ ହିନ୍ଦୁ ପ୍ରେମିକା ଏବଂ ମୁସ୍‌ଲିମ୍‌ ପ୍ରେମିକଙ୍କ ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି । ସୁରଟ୍‌ ପୁଲିସକୁ ଆବେଦନ କରି ଯୁବତୀ ଜଣଙ୍କ, ମୁଁ ଏକ ମୁସ୍‌ଲିମ୍‌ ଯୁବକଙ୍କୁ ପ୍ରେମ କରୁଛି । କିନ୍ତୁ ସେ ଧର୍ମ ପରିବର୍ତ୍ତନ କରି ଶାକାହାରୀ ହେବା ପରେ ଯାଇ ମୁଁ…
ଅଧିକ ଖବର ଦେଖନ୍ତୁ...

ଫନି ବାତ୍ୟା ପୁରୀଠାରୁ ଆଉ ମାତ୍ର ୨୪୦ କିମି ଦୂରରେ ରହିଛି

ଭୁବନେଶ୍ବର : ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଧୀରେ ଧୀରେ ପୁରୀ ଉପକୂଳ ଆଡକୁ ଅଗ୍ରସର ହେଉଛି । ଏହା ଆସନ୍ତା କାଲି ସକାଳ ୮ଟାରୁ ୧୦ଟା ପୂର୍ବରୁ ଏହା ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅଟକଳ କରାଯାଇଛି । ଏହା ଏବେ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ସକାଳୁ ସମସ୍ତ ଦୋକାନ ବଜାର, କାର୍ଯ୍ୟାଳୟ, ଗାଡ଼ି ଚଳାଚଳ ବନ୍ଦ ରଖିବା ସହ ଜନସାଧାରଣ ବାହାରକୁ ନ ଯିବା ପାଇଁ…

ଭୁବନେଶ୍ୱର : ପାଖେଇ ଆସୁଛି ବାତ୍ୟା ‘ଫନି’। ଆଉ ମାତ୍ର ୨୪୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ଏହା ପୁରୀ ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୨୫ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌କୁ ୫୦ବର୍ଷ ଦେବା ପରେ ମଧ୍ୟ ଟୁଇଟ୍‌ କରି ଆମେ ଭୁଲ ଚାକିରିରେ ଅଛୁ ବୋଲି କହିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାରଣ

ମୁମ୍ବାଇ : ବଲିଉଡ୍‌ରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ୫୦ବର୍ଷ ହୋଇ ସାରିଥିଲେ ମଧ୍ୟ ଏବେ ସେ ଭୁଲ ଚାକିରିରେ ଅଛନ୍ତି ବୋଲି କହିଛନ୍ତି । ୫୦ବର୍ଷ ମଧ୍ୟରେ ତାଙ୍କୁ ଦର୍ଶକଙ୍କ ମନରେ ଯେଉଁ ସ୍ଥାନ ମିଳିଛି, ସେଠାରେ ପହଞ୍ଚିବା ସବୁ କଳାକାରଙ୍କର ସ୍ୱପ୍ନ ରହିଥାଏ । କିନ୍ତୁ ଏତେ ଲୋକପ୍ରିୟତା ପରେ…
ଅଧିକ ଖବର ଦେଖନ୍ତୁ...

ସାମୁଦ୍ରିକ ଝଡ଼ ‘ଫନି’ ମୁକାବିଲା ପାଇଁ ବିଦ୍ୟୁତ୍‌ ବିଭାଗ ଜାରି କଲା ସତର୍କ ସୂଚନା

ଭୁବନେଶ୍ବର :  ଅତି ଭୟଙ୍କର ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ଏହାର ପ୍ରଭାବରେ ସନ୍ଧ୍ୟାରୁ ଆରମ୍ଭ ହୋଇଗଲାଣି ବର୍ଷା। କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି। ଏହାର ମୁକାବିଲା ନିମନ୍ତେ ବ୍ୟାପକ ପ୍ରସ୍ତୁତି  ସହ ସାମୁଦ୍ରିକ ଝଡ଼ ‘ଫନି’…
ଅଧିକ ଖବର ଦେଖନ୍ତୁ...

ଧମକ ଦେଇ ୨ବର୍ଷ ହେଲା ମହିଳା ଡ଼ାକ୍ତରଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ ପୁଲିସକର୍ମୀ, ୨ବର୍ଷ ପରେ…

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ପୁଲିସକର୍ମୀ ହୋଇ ମଧ୍ୟ ଲୋକମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବା ଘଟଣା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୨ବର୍ଷ ପର୍ଯ୍ୟନ୍ତ ମହିଳା ଦୁଷ୍କର୍ମର ଶିକାର ହେବା ପରେ ଶେଷରେ…
ଅଧିକ ଖବର ଦେଖନ୍ତୁ...