Daily Archives

May 3, 2019

ଓଡ଼ିଶାଠାରୁ ଶିଖିଲେ ବାଂଲାଦେଶ ସରକାର, ଫନି ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଲେ

ଭୁବନେଶ୍ୱର : ଓଡ଼ିଶାରେ ଧ୍ୱଂସର ତାଣ୍ଡବ ରଚାଇବା ପରେ ଅତି ଭୀଷଣ ସାମୁଦ୍ରିକ ମହାବାତ୍ୟା ଧୀରେ ଧୀରେ ଉତ୍ତରକୁ ଅଗ୍ରସର ହେଉଛି । ମିଳିଥିବା ସର୍ବଶେଷ ଖବର ମୁତାବକ ଫନି ଏବେ ଧୀରେ ଧୀରେ ପଶ୍ଚିମବଙ୍ଗ ଆଡକୁ ଅଗ୍ରସର ହେଉଛି । ଏହାର ପ୍ରଭାବରେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ପ୍ରବଳ ପବନ ଓ…
ଅଧିକ ଖବର ଦେଖନ୍ତୁ...

ଫନି ତାଣ୍ଡବରେ ଓଡ଼ିଶା ଥରହର, ୧୪ ଜିଲ୍ଲାରେ ପ୍ରବଳ କ୍ଷୟକ୍ଷତି

ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଆଜି ସମଗ୍ର ଉପକୂଳ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ଘଟାଇଛି । ପୁରୀ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଆଦି ଜିଲ୍ଲାରେ ଧ୍ୱଂସର ତାଣ୍ଡବ ରଚାଇଛି । ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬ ଜଣ ଲୋକ ମୃତ୍ୟୁ ବରଣ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଓଡ଼ିଶାରେ ଫନି: ମୟୂରଭଂଜରେ ପ୍ରବଳ ବର୍ଷା ଓ ପବନ, ୪୫,୦୦୦ ସ୍ଥାନାନ୍ତରିତ

ବାରିପଦା/ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ଶୁକ୍ରବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରୀ ଓ ଭୁବନେଶ୍ୱରରେ ତାଣ୍ଡବ ରଚିବା ପରେ ସନ୍ଧ୍ୟା ଆରମ୍ଭ ହେବା ପରେ ଉତ୍ତର ଓଡ଼ିଶା ଦିଗରେ ଗତି କରିଛି। ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜରେ ପ୍ରବଳ ବେଗରେ ପବନ ହୋଇଛି। ମୟୁରଭଞ୍ଜ ଜିଲ୍ଲାରେ  ପବନ ଓ ବର୍ଷା…
ଅଧିକ ଖବର ଦେଖନ୍ତୁ...

ଫନି ପ୍ରଳୟ : ପୁରୀ ଓ ଭୁବନେଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ; ଆରମ୍ଭ ହୋଇଯାଇଛି ରାସ୍ତା ପରିଷ୍କାର ଅଭିଯାନ

ଭୁବନେଶ୍ୱର: ତାଣ୍ଡବ ରଚିଛି ଫନି। ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଜନଜୀବନକୁ ବିଧ୍ୱସ୍ତ କରିଦେଇଛି। ଏକ ପ୍ରକାର ପ୍ରଳୟ ସୃଷ୍ଟି କରିଛି ଫନି। ଏଯାବତ ମାତ୍ର ୧୦ରୁ ଅଧିକ  ଜଣଙ୍କର ମୃତ୍ୟୁ ଖବର ହସ୍ତଗତ ହୋଇଥିଲେ ହେଁ ତାହା…
ଅଧିକ ଖବର ଦେଖନ୍ତୁ...

ଫନିର ପ୍ରଭାବ : ବିଭିନ୍ନ ସ୍ଥାନରେ ଅଟକିଲା ୬ ଦୂରଗାମୀ ଟ୍ରେନ୍ ,୫ ହଜାରରୁ ଊର୍ଦ୍ଧ୍ବ ଯାତ୍ରୀ ହନ୍ତସନ୍ତ

ସମ୍ବଲପୁର: ସାମୁଦ୍ରିକ ବାତ୍ୟା ଫନି ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ପଶ୍ଚିମ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିନାହିଁ। କିନ୍ତୁ ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁର ରେଳ ମଣ୍ଡଳର ବିଭିନ୍ନ ଷ୍ଟେସନରେ ୬ଟି ଟ୍ରେନ୍…
ଅଧିକ ଖବର ଦେଖନ୍ତୁ...

ଯାଜପୁର : ଫନି ନେଲା ୩ ଜୀବନ

ଯାଜପୁର : ଯାଜପୁର ଜିଲ୍ଲାରେ ଫନି ବାତ୍ୟାରେ ୩ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି। ମୃତକମାନେ ହେଲେ କେସି ଘଡେଇ (ବିଂଝାରପୁର. ସିଂହପୁର), ବାବାଜୀ ଖଟୁଆ(ମକୁନ୍ଦୁପୁର.କୋରେଈ) ଓ କଳ୍ପତରୁ ପାରମାଣିକ (ସୁଜନପୁର.ଯାଜପୁର)। ବାତ୍ୟା ସମୟରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ବେଳେ ଏମାନଙ୍କର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ବୋଲେରୋ ଧକ୍କାରେ ୩ ଜଣଙ୍କର ମୃତ୍ୟୁ, ପରିବାର ଲୋକଙ୍କ କ୍ଷତିପୂରଣ ଦାବିରେ ରାସ୍ତାରୋକ

ନବରଙ୍ଗପୁର: ପାପଡାହାଣ୍ଡି ଠାରେ ଗୁରୁବାର ରାତି କାଳି ସୁନ୍ଦରୀ ମନ୍ଦିର ନିକଟରେ ବୋଲେରୋ ଧକ୍କାରେ ହେବାରୁ ୩ ଜଣ ଲୋକଙ୍କର ମୃତ୍ୟୁ ନେଇ କ୍ଷତିପୂରଣ ଦାବିରେ ପରିବାର ଲୋକେ ଶୁକ୍ରବାର ୨୬ ନମ୍ବର ଜାତୀୟ ରାଜପଥ ଅବୋରାଧ କରିଥିଲେ। ସୂଚନା ଅନୁସାରେ ଗୁରୁବାର ରାତି ମନ୍ଦିର ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ ଗଲା ପରେ କେମିତି ଦିନ କାଟୁଛନ୍ତି ଉପକୂଳ ଓଡ଼ିଶାବାସୀ?

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଆଠ ଘଣ୍ଟା ତାଣ୍ଡବ ରଚିବା ପରେ ବି ସ୍ଥିତି ସ୍ୱାଭାବିକ ହୋଇପାରି ନାହିଁ। ଫନି ପ୍ରଭାବରେ ଗୁରୁବାର ଠାରୁ ଦୀର୍ଘ ୨୪ ଘଣ୍ଟା ଧରି ବର୍ଷା ଜାରି ରହିଛି। ଛାଡ଼ିବାର ନାଁ ନେଉନାହିଁ। ଆଜି ସକାଳ ୮ଟାରେ ବାତ୍ୟା ଫନି ପୁରୀରେ ସ୍ଥଳଭାଗ ଛୁଇଁବା ପରେ ଉପକୂଳ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ପୁରୀ-ଭୁବନେଶ୍ୱରରେ ବାତ୍ୟା ତାଣ୍ଡବ ରଚିବା ପରେ ଏବେ କେନ୍ଦ୍ରାପଡ଼ାରେ କରୁଛି ପ୍ରଳୟ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ଶୁକ୍ରବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରୀ ଓ ଭୁବନେଶ୍ୱରରେ ତାଣ୍ଡବ ରଚିବା ପରେ ସନ୍ଧ୍ୟା ଆରମ୍ଭ ହେବାରୁ କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଜିଲ୍ଲାରେ ପ୍ରଳୟ ରଚନା କରୁଛି। ବାତ୍ୟା ଫନି ଆଜି ସକାଳ ୮ଟାରେ ପୁରୀରେ ଲ୍ୟାଣ୍ଡଫଲ କରିବା ପରେ ଘଣ୍ଟା ପ୍ରତି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ତାଣ୍ଡବ ରଚାଇଲା ଫନି, ୧୭୦ ବେଗରେ ଆସି ଭାଙ୍ଗିଲା ମହାଦ୍ରୁମ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ କ୍ଷୟକ୍ଷତି ହୋଇଛନ୍ତି। ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ପବନ ବୋହିବା ଯୋଗୁଁ ହଜାର ହଜାର ଗଛ ଉପୁଡ଼ି ପଡ଼ିଛି। ଭାରତୀୟ ପାଣିପାଗର ପୂର୍ବାନୁମାନ ଅନୁସାରେ ଫନି ଆଜି ପୁରୀ ସ୍ଥଳଭାଗରେ ସକାଳ ୮ଟାରେ ସ୍ପର୍ଶ କରିଥିଲା। ଏହା…
ଅଧିକ ଖବର ଦେଖନ୍ତୁ...