Daily Archives

May 3, 2019

୨୦ ବର୍ଷ ପରେ ରାଜଧାନୀ ଦେଖିଲା ମହାବାତ୍ୟା ‘ଫନି’, ବିନା ପାଣି ଓ ବିଦ୍ୟୁତରେ କେମିତି ବଂଚିବେ ଲୋକେ

ଭୁବନେଶ୍ୱର: ବିଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଂଚଳରେ ବାତ୍ୟା ହୋଇଛି। ବର୍ଷ ୨୦୧୩ରେ ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଫାଇଲିନ’, ୨୦୧୪ରେ ‘ହୁଡହୁଡ’ ଓ ୨୦୧୮ରେ ବାତ୍ୟା ‘ତିତଲି’ ଦେଖିବାକୁ ମିଳିଛି। ମାତ୍ର ଏହି ୩ଟି ବନ୍ୟା ଦକ୍ଷିଣ ଓଡ଼ିଶାରେ ହୋଇଥିବା ବେଳେ ରାଜଧାନୀବାସୀ ବାତ୍ୟାଜନିତ…
ଅଧିକ ଖବର ଦେଖନ୍ତୁ...

ପ୍ରଳୟଙ୍କରୀ ରୂପ ନେଲା ଫନି : ଜନଜୀବନ ବିଧ୍ୱସ୍ତ, ଯୋଗାଯୋଗ ବ୍ୟବସ୍ଥା ଠପ୍‌ ଓ ଲକ୍ଷାଧିକ ବିପନ୍ନ

ଭୁବନେଶ୍ୱର: ତାଣ୍ଡବ ରଚିଛି ଫନି। ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଜନଜୀବନକୁ ବିଧ୍ୱସ୍ତ କରିଦେଇଛି। ଏକ ପ୍ରକାର ପ୍ରଳୟ ସୃଷ୍ଟି କରିଛି ଫନି। ଏଯାବତ ମାତ୍ର ୪ ଜଣଙ୍କର ମୃତ୍ୟୁ ଖବର ହସ୍ତଗତ ହୋଇଥିଲେ ହେଁ ତାହା…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଯୋଗୁଁ ‘ସମ୍ବାଦ ଡଟ୍ ଇନ୍’ର ଖବର ପ୍ରସାରଣ ବାଧାପ୍ରାପ୍ତ

ଭୁବନେଶ୍ବର: ଫନି ବାତ୍ୟା ଯୋଗୁଁ  ପ୍ରବଳ ବେଗରେ ପବନ ବହିବା ହେତୁ  ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ‘ସମ୍ବାଦ ଡଟ୍ ଇନ୍’ ଫନି ବାତ୍ୟା ସଂପର୍କରେ ଦେଇ ଆସୁଥିବା ତାଜା ଖବର ପାଠକଙ୍କ ନିକଟରେ ପହଞ୍ଚାଇପାରୁ ନାହିଁ। ଇଣ୍ଟରନେଟ ସେବା ପୁର୍ନବାହଲ ହେଲେ ପୁଣି ଥରେ ତାଜା ଖବର…
ଅଧିକ ଖବର ଦେଖନ୍ତୁ...

ସରିଛି ନିର୍ବାଚନ, ଆସିଛି ଫନି, ସହାୟତାର ହାତ ବଢ଼ାଇବାକୁ ବାହାରିଲେ ପୁରୀର ତିନି ଦଳର ସାଂସଦ ପ୍ରାର୍ଥୀ

ପୁରୀ: ଓଡ଼ିଶାରେ ଲୋକସଭା ନିର୍ବାଚନର ୪ଟି ପର୍ଯ୍ୟାୟ ମତଦାନ ଗତ ଏପ୍ରିଲ ୨୯ରେ ଶେଷ ହେବା ପରେ ସାମୁଦ୍ରିକ ଘୁର୍ଣ୍ଣି ଝଡ଼ ‘ଫନି’ ଆସିଛି। ସପ୍ତଦଶ ଲୋକସଭା ନିର୍ବାଚନର ଫଳ ଚଳିତ ମାସ ୨୩ ତାରିଖରେ ଆସିବା ପୂର୍ବରୁ ଓଡ଼ିଶାର ଅନ୍ୟତମ ଆଧ୍ୟାତ୍ମିକ ସହର ପୁରୀରେ ଶୁକ୍ରବାର ବାତ୍ୟା ତାଣ୍ଡବ ଲୀଳା…
ଅଧିକ ଖବର ଦେଖନ୍ତୁ...

ବିରଳ ବାତ୍ୟା ଫନି : ଦୁଇଥର ଲାଣ୍ଡଫଲ୍‌ କରିବ

ଭୁବନେଶ୍ୱର : ଫନି ବାତ୍ୟା ଏବେ ଓଡ଼ିଶାରେ ଧ୍ୱଂସ ତାଣ୍ଡବ ରଚାଉଛି । ପୁରୀ ପାଖାପାଖି ୨୦୦ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଭୁବନେଶ୍ୱରରେ ୧୭୦ କିଲୋମିଟର ବେଗରେ ପବନ ବୋହୁଛି । ଅନେକ ଦୃଷ୍ଟିରୁ ଏହାକୁ ଏକ ବିରଳ ବାତ୍ୟା ବୋଲି କୁହାଯାଉଛି । ପ୍ରଥମତଃ ଏହି ବାତ୍ୟା ବିଷୁବ ବୃତ୍ତ ନିକଟରୁ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ ପ୍ରଭାବରେ ପୁରୀରେ ଘଣ୍ଟାପ୍ରତି ପବନର ବେଗ ୧୮୦ କିଲୋମିଟର, ଭୁବନେଶ୍ୱରରେ ୧୭୦

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ର ପଭ୍ରବାରେ ପୁରୀରେ ଘଣ୍ଟାପ୍ରତି ପବନ ୧୮୦ କିଲୋମିଟର ବେଗରେ ବୋହୁଛି। ରାଜଧାନୀ ଭୁବନେଶ୍ୱରରେ ଘଣ୍ଟାପ୍ରତି ବେଗ ୧୭୦ କିଲୋମିଟରରେ ବୋହୁଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଫନିର ତାଣ୍ଡବ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। ଏହା…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁରରେ ଫୋନି କରୁଛି ତାଣ୍ଡବ: ଅତି ପ୍ରବଳ ବର୍ଷା, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ଭୁବନେଶ୍ବର: ବାତ୍ୟା ଫୋନି ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି । ଫୋନି ପ୍ରଭାବରେ ଜଗତସିଂହପୁରରେ ମଧ୍ୟ ଅତି ବେଗରେ ପବନ ବହିବାରେ ଲାଗିଛି । ରାସ୍ତା ଉପରେ ଥିବା ଅନେକ ବଡ ବଡ ଗଛ ଉପୁଡିବାରେ ଲାଗିଛି । କେବଳ ଯେ, ଗଛ ଉପୁଡି ପଡିଛି ତାହା ନୁହେଁ…
ଅଧିକ ଖବର ଦେଖନ୍ତୁ...

ବାତ୍ୟାର ତାଣ୍ଡବ ମଧ୍ୟରେ ହସପିଟାଲରେ ଜନ୍ମ ନେଲା ‘ଫନି’

ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଆଜି ଦିନ ୧୦ ଘଣ୍ଟା ସମୟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଛି ବା ଲାଣ୍ଡଫଲ କରିଛି । ଆଜି ସକାଳ ୮ଟା ସମୟରେ ଫନିର ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦିନ ପ୍ରାୟ ୧୦ଟା ସମୟରେ ଫନିର ଆଖି ସ୍ଥଳଭାଗ ଛୁଇଁଥିଲା । ଏହାର ପ୍ରଭାବରେ ପୁରୀ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ର ପ୍ରଭାବ: ମୃତ୍ୟୁ ସଂଖ୍ୟା ୫

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ର ପଭ୍ରବାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଂଚଳରେ କାନ୍ଥ ପଡ଼ିବାର ସୁଷମା ପରିଡ଼ା (୩୦)…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ ସଂପର୍କରେ ଫଟୋରୁ ଜାଣନ୍ତୁ ଅନେକ ସୂଚନା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ରୂପ ନେଇ ସାରିଛି। ପୁରୀ ଓ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନର ବେଗ ବଢ଼ିଛି। ପୁରୀରେ ଏବେ ଘଣ୍ଟା ପ୍ରତି ୧୮୦ରୁ ଅଧିକ ବେଗରେ ପବନ ବୋହୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ୱରସ୍ଥିତ ଆଂଚଳିକ…
ଅଧିକ ଖବର ଦେଖନ୍ତୁ...