ଶ୍ରୀମନ୍ଦିରରେ ଫନି ପ୍ରଭାବ : ଜୟଙ୍କ ମୂର୍ତି ଭାଙ୍ଗିଲା, ବଟବୃକ୍ଷ ବି ରହିଲାନି, ପୁଣି ଉଡ଼ିଗଲା ନୀଳଚକ୍ର ବାନା, ଖସିଲା…
ପୁରୀ: ଘୂର୍ଣ୍ଣିଝଡ଼ ଫନି ପ୍ରଭାବ ଶ୍ରୀମନ୍ଦିର ଉପରେ ବି ପଡ଼ିଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ମାଡ଼ରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ଜୟଙ୍କ ମୂର୍ତି ଭାଙ୍ଗି ଗଡ଼ଗଡ଼ ହୋଇଯାଇଛି। ଆଜି ପୁଣି ଥରେ ନୀଳଚକ୍ରରୁ ବାନା ଉଡ଼ିଯାଇଛି। ସିଂହଦ୍ବାର ସମ୍ମୁଖରେ ଥିବା ଡିଜିଟାଲ ସୂଚନା ଫଳକ ବି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...