Daily Archives

May 4, 2019

‘ଫନି’ ମୁକାବିଲା ଲାଗି ପ୍ରଶାସନର ପଦକ୍ଷେପକୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର: ‘ଫନି’ ବାତ୍ୟାର ମୁକାବିଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଚିବାଳୟରେ ଏକ ସମୀକ୍ଷା ବୈଠକ ପରେ ସେ ସୂଚନା ଦେଇଛନ୍ତି ଯେ ୨୪ ଘଣ୍ଟା ମଧ୍ୟରେ ୧.୨ ନୟୁତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ଛାଇଲେ କେନ୍ଦ୍ରାପଡ଼ାର ବାଇକ୍‌ ରାଣୀ: ‘ଫନି’ କବଳରୁ ବଞ୍ଚାଇବା ପାଇଁ ବାଇକ୍‌ରେ ଲୋକଙ୍କୁ ବୋହିଲେ…

କେନ୍ଦ୍ରାପଡ଼ା: ଓଡ଼ିଶାରେ ସାମୁଦ୍ରିକ ଝଡ଼ ‘ଫନି’ ନାହିଁ ନଥିବା କ୍ଷୟକ୍ଷତି ଘଟାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ପୁଲିସ୍‌ ଷ୍ଟେସନ୍‌ର ଜଣେ ମହିଳା ପୁଲିସ୍‌ ଅଧିକାରୀ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ଏହି ମହିଳା ଅଧିକାରୀ ଜଣକ ନିଜର କାର୍ଯ୍ୟନିଷ୍ଠା ପାଇଁ…
ଅଧିକ ଖବର ଦେଖନ୍ତୁ...

ନୌସେନା ଋଷରୁ କିଣିବ କେମୋଭ ଚୋପର: ପ୍ରସ୍ତାବକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ଶୁକ୍ରବାର ଋଷ ଠାରୁ ଭାରତୀୟ ନୌସେନା ୩୧ଟି ୧୦ କେମୋଭ ଶ୍ରେଣୀର ଚୋପର କିଣିବା ପ୍ରସ୍ତାବକୁ ମଞ୍ଜୁର କରିଛି। ୩,୬୦୦ କୋଟି ବ୍ୟୟରେ ଏହି ଲଢୁଆ ଚୋପରକୁ ଭାରତ କ୍ରୟ କରିବ। ନୌସେନା ଏହାର ଯୁଦ୍ଧ ଜାହାଜ ଓ ବିମାନବାହୀଗୁଡ଼ିକୁ ବିମାନ ଆକ୍ରମଣରୁ ସୁରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ବିପର୍ଯ୍ୟୟକୁ ଗୁରୁତ୍ୱ ଦେଉନାହାନ୍ତି ଜାତୀୟସ୍ତରର ଗଣମାଧ୍ୟମ

ଭୁବନେଶ୍ୱର : ଓଡ଼ିଶା ଏବେ ପ୍ରଳୟଙ୍କରୀ ମହାବାତ୍ୟା ଫନିର ତାଣ୍ଡବରେ ଛାରଖାର ହୋଇଯାଇଛି । ପୁରୀ, ଖୋର୍ଦ୍ଧା, ଭଦ୍ରକ,ବାଲେଶ୍ୱର, ଜଗତସିଂପୁର, ଯାଜପୁର, ଢେଙ୍କାନାଳ ସମେତ ସମସ୍ତ ଉପକୂଳବର୍ତ୍ତି ଜିଲ୍ଲାରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି । କେତେ…
ଅଧିକ ଖବର ଦେଖନ୍ତୁ...

ସେଦିନ ବି ଥିଲା ଶୁକ୍ରବାର ! ‘ଫନି’ ମନେ ପକାଇଦେଲା ଅନେଶତ ମହାବାତ୍ୟାର କରାଳ ଚିତ୍ର

ଭୁବନେଶ୍ବର:  ଗତକାଲି ଭୀଷଣରୁ ଅତି ଭୀଷଣ ରୂପ ନେଇ ଉପକୂଳକୁ ଛାରଖାର କରିଦେଇଥିବା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’, ୨୦ ବର୍ଷ ତଳର ମହାବାତ୍ୟାକୁ ମନେ ପକାଇ ଦେଇଛି। ସେଦିନ ବି ଶୁକ୍ରବାର ଥିଲା ଆଉ ଆଜି ବି ଶୁକ୍ରବାର। ଅବଶ୍ୟ ଆଜି ପବନର ଗତି ସେମିତି ନଥିଲା କି ସେବର୍ଷ ଭଳି ଲମ୍ବା ସମୟ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’କୁ ନେଇ ଫେସ୍‌ବୁକ୍‌ରେ ସକ୍ରିୟ ହେଲା ‘ଆଇ ଆମ୍‌ ସେଫ୍‌’ ଅଭିଯାନ

ଭୁବନେଶ୍ୱର: ବାତ୍ୟା ‘ଫନି’ ପାଇଁ ସୋସିଆଲ୍‌ ମିଡିଆ ‘ଫେସ୍‌ବୁକ୍‌’ରେ ଆରମ୍ଭ ହୋଇଯାଇଛି ‘ଆଇ ଆମ୍‌ ସେଫ୍‌’ ଅଭିଯାନ। ଏହା ଏକ ଏପରି କ୍ୟାମ୍ପେନ୍‌ ଯାହା ଜରିଆରେ ଆପଣଙ୍କ ଶୁଭେଚ୍ଛୁମାନେ ଆପଣଙ୍କ ପାଖକୁ ପଠାଇଥିବା ଅନୁରୋଧକୁ ଆପଣ ଗ୍ରହଣ କରିବା ସହ ସୁରକ୍ଷିତ ଅଛନ୍ତି ବୋଲି ‘ଆଇ ଆମ୍‌…
ଅଧିକ ଖବର ଦେଖନ୍ତୁ...

‘ଫନି’ ତାଣ୍ଡବ ରଚିବା ପରେ ପରେ…

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷ ପରେ ଓଡ଼ିଶା ଆଉ ଏକ ମହାବାତ୍ୟାର ସାମ୍ନା କରିଛି। ୧୯୯୯ ମସିହା ପରେ ଓଡ଼ିଶା ଇତିହାସରେ ପ୍ରଳୟଙ୍କରୀ ବାତ୍ୟା ଭାବେ ସାମୁଦ୍ରିକ ଝଡ଼ ‘ଫନି’ ସବୁଦିନ ପାଇଁ ଲିପିବଦ୍ଧ ହୋଇଯାଇଛି। ଏହି ବାତ୍ୟା ପ୍ରଭାବରେ ଉପକୂଳୀୟ ଜିଲ୍ଳାଗୁଡ଼ିକ ନାହିଁ ନଥିବା ଅସୁବିଧାର ସାମ୍ନା…
ଅଧିକ ଖବର ଦେଖନ୍ତୁ...

ଅକଳନୀୟ କ୍ଷତି : ଲକ୍ଷାଧିକ ଘର ଭାଙ୍ଗିପଡିଛି, ଉପୁଡିପଡିଛି ହଜାର ହଜାର ଗଛ ଓ ବିଦ୍ୟୁତ ଖୁଣ୍ଟ

ଭୁବନେଶ୍ବର:ପୁରୀରୁ ଭୁବନେଶ୍ବର, କଟକ, ଭଦ୍ରକ, ବାଲେଶ୍ବର ପର୍ଯ୍ୟନ୍ତ ସବୁଆଡେ ଲକ୍ଷାଧିକ େଲାକଙ୍କୁ େବଘର କରିଦେଇଛି। କାହାର ଘର ମାଟିରେ ମିଶାଇ ଦେଇଛି, ଆଉ େକଉଁଠି ମାଡ଼ି ଆସିଛି ଜୁଆର। କେଉଁଠି ବିଶାଳ ଓ ମୂଲ୍ୟବାନ ଗଛ ଧରାଶାୟୀ େହାଇଛି, ଆଉ େକଉଁଠାରେ ଧନଜୀବନ ହାନୀ ଘଟିଛି। ଫନି…
ଅଧିକ ଖବର ଦେଖନ୍ତୁ...

‘ଫନି’ର ଭୟାଭୟ ତାଣ୍ଡବରେ ବିଦ୍ୟୁତ ସେବା, ଭିତ୍ତିଭୂମି ବରବାଦ : ସଚିବାଳୟରେ ସ୍ଥିତି ସମୀକ୍ଷା କଲେ…

ଭୁବନେଶ୍ବର: ବାତ୍ୟା 'ଫନି'ର ଭୟାଭୟ ତାଣ୍ଡବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଗତ କାଲି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ପୁରୀ ସହରରେ ପ୍ରଥମେ ସ୍ଥଳଭାଗ ଛୁଇଁଥିବାରୁ ସହର ସମେତ ପୁରୀ…
ଅଧିକ ଖବର ଦେଖନ୍ତୁ...

ଫନି ତାଣ୍ଡବ: ୧୬ମୃତ, ଆହୁରି ବଢ଼ିପାରେ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ବାତ୍ୟା ପୂର୍ବରୁ ସରକାରଙ୍କ ପକ୍ଷରୁ ‘ଜିରୋ କାଜୁଆଲ୍‌ଟି’ ଉପରେ ଗୁରୁତ୍ବ ଦିଆଯାଇଥିଲା। ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସତ୍ବେ ‘ଫନି’ ତାଣ୍ଡବ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ ଲୋକ ପ୍ରାଣ ହରାଇଛନ୍ତି। କିଏ ଆଜବେଷ୍ଟସ୍ ପଡ଼ିବା…
ଅଧିକ ଖବର ଦେଖନ୍ତୁ...