Daily Archives

May 5, 2019

ରାତିରେ ରିକ୍ସା ଚାଳକ, ଦିନରେ ଅଭିନୟ : ଭିଡିଓ ସେୟାର କରି ଏହି ମରାଠୀ ଅଭିନେତ୍ରୀଙ୍କୁ ସୁପର ଲେଡି ବୋଲି କହିଲେ…

ମୁମ୍ବାଇ : ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତା ବୋମାନ ଇରାନୀ । ଜଣେ ମହିଳା ଅଟୋ ରିକ୍ସା ଚାଳକଙ୍କ ଭିଡିଓ ସେୟାର କରି ତାଙ୍କୁ ସୁପର ଲେଡି ବୋଲି ଆଖ୍ୟା ଦେଇଛନ୍ତି ବୋମାନ। ମହିଳାଜଣକ କୌଣସି ସାଧାରଣ ମହିଳା ନୁହନ୍ତି, ବରଂ ଜଣେ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ରେ ଅଧିକ କ୍ଷତିଗ୍ରସ୍ତ ପୁରୀ ପେଣ୍ଠକଟା ଓ ତାଳବଣିଆ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିବା ସହ ରିଲିଫ୍ ଓ…

ପୁରୀ : ବାତ୍ୟା ‘ଫନି’ ପ୍ରକୋପରେ ଅଧିକ ବିପର୍ଯ୍ୟୟ ହୋଇଥିବା ପୁରୀ ସହରର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ଦ୍ୱାରା ଅତ୍ୟଧିକ ପ୍ରଭାବିତ ହୋଇଥିବା ପୁରୀର ପେଣ୍ଠକଟା ଓ ତାଳବଣିଆ ଅଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ବିଜେପି ନେତାଙ୍କୁ ହତ୍ୟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ ସତ୍ୟପାଲ ମଲିକ୍‌

ନୂଆଦିଲ୍ଲୀ : ରବିବାର ଜମ୍ମୁ-କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ବିଜେପି ନେତା ଗୁଲ ମହମ୍ମଦ ମିର୍‌ଙ୍କ ହତ୍ୟାକୁ ନିନ୍ଦା କରିବା ସହ ଗତ କିଛି ମାସ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ହତ୍ୟାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଲ ମଲିକ୍‌ଙ୍କ ପ୍ରବକ୍ତାଙ୍କ…
ଅଧିକ ଖବର ଦେଖନ୍ତୁ...

‘ଫନି’ର ତାଣ୍ଡବରେ ଛାରଖାର ସୌନ୍ଦର୍ଯ୍ୟ ଭରା ଉତ୍କଳ ବିଶ୍ୱବିଦ୍ୟାଳୟ, ଲାଇନ୍ ଓ ପାଣି ନଥିବାରୁ ହଷ୍ଟେଲ ଛାଡି ଘରମୁହାଁ…

ଭୁବନେଶ୍ୱର : ପାଣି ନାହିଁ , ଇଲେକ୍ଟ୍ରି ନାହିଁ, ବଂଚିବା ମୁସକିଲ । ରାଜଧାନୀରେ ଘରେ ରହୁଥିବା ଲୋକେ ଏପରି ସମସ୍ୟା ଭିତରେ ଦିନରାତି କାଟୁଥିବା ବେଳେ ଥରେ ଚିନ୍ତା କରନ୍ତୁ ବାଣୀବିହାର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ କିପରି ଅବସ୍ଥାରେ ରହୁଥିବେ । ପାଣି ଓ ବିଦ୍ୟୁତ ସମସ୍ୟାର…
ଅଧିକ ଖବର ଦେଖନ୍ତୁ...

ରମଜାନ୍‌ ପୂର୍ବରୁ ବନ୍ଦୀ ଥିବା ୮୫୦ ଭାରତୀୟ କଏଦୀଙ୍କୁ ମୁକ୍ତ କଲା ସାଉଦିଆରବ : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଜାନ୍‌ ଅବସରରେ ମୁସଲମାନ୍‌ମାନଙ୍କ ପାଇଁ ଏକ ଖୁସି ଖବର ଦେଇଛନ୍ତି। ସେ ରବିବାର ଦିନ ଉତ୍ତର ପ୍ରଦେଶର ଭଦୋହୀଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ କହିଛନ୍ତି ଯେ ସାଉଦି ଆରବର କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ୍‌ ବିନ୍‌ ସଲମାନ୍‌ ତାଙ୍କର…
ଅଧିକ ଖବର ଦେଖନ୍ତୁ...

କଥା କଥାରେ ରାହୁଲଙ୍କୁ କଟାକ୍ଷ କଲେ ବିବେକ : ଏବେ ଦେଶକୁ କେହି ଲୁଟି ପାରିବେ ନାହିଁ, ଏବେ ଦେଶର ଉନ୍ନତି ହେବ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବିବେକ ଓବରଏ । ତେବେ ଫିଲ୍ମର ରିଲିଜ୍‌କୁ ନେଇ ଅନେକ ବାଧା ସୃଷ୍ଟି ହେବା ପରେ ଏବେ ମେ ୧୯ ପରେ ହିଁ ଫିଲ୍ମ ରିଲିଜ୍‌ ହେବ ବୋଲି କହିଛନ୍ତି ନିର୍ବାଚନ କମିସନ । ତେବେ ଫିଲ୍ମ ଜରିଆରେ ନ ହେଉ…
ଅଧିକ ଖବର ଦେଖନ୍ତୁ...

‘ଫନି’ ପୂର୍ବରୁ ଓ ପରେ! ସୋସିଆଲ୍‌ ମିଡିଆରୁ ସରୁନି ସଚେତନତା ଓ ସମବେଦନାର ବାର୍ତ୍ତା

ଭୁବନେଶ୍ୱର: ବାତ୍ୟା ‘ଫନି’ ଏବେ ଇଣ୍ଟର୍‌ନେଟ୍‌ରେ ଏକ ପ୍ରମୁଖ ବିଷୟବସ୍ତୁ ପାଲଟିଛି। ବିଭିନ୍ନ ସେଲିବ୍ରେଟି, ଘରୋଇ ସଂସ୍ଥା, ଗଣମାଧ୍ୟମ ସଂସ୍ଥା ଆଦି ସୋସିଆଲ୍‌ ମିଡିଆରେ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ରହିବା ପାଇଁ ‘ଫନି’ ପୂର୍ବରୁ କହିଥିବା ବେଳେ ‘ଫନି’ ତା’ର ତାଣ୍ଡବ ରଚିବା ପରେ ବି…
ଅଧିକ ଖବର ଦେଖନ୍ତୁ...

ପାରଳାଖେମୁଣ୍ଡିରେ ସେକ୍ସ ରାକେଟ ଠାବ, ୪ ଅଭିଯୁକ୍ତ ଗିରଫ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଇନ୍ଦ୍ରଭୂବନ ଲଜ୍‌ରେ ଦୀର୍ଘଦିନ ଧରି ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପାରଳାଖେମୁଣ୍ଡି ପୁଲିସ। ଏହି ଲଜ୍‌ରେ ସେକ୍ସ ରାକେଟ୍‌ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଅଚାନକ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ଥିବା…
ଅଧିକ ଖବର ଦେଖନ୍ତୁ...

ନିଷେଧାଦେଶ ଅବଧିରେ ନିର୍ବାଚନୀ ପ୍ରଚାର କରିବାରୁ ସାଧ୍ୱୀଙ୍କୁ ନିର୍ବାଚନ ଅଧିକାରୀଙ୍କ ନୋଟିସ୍‌

ଭୋପାଳ: ମେଲଗାଓଁ ବିସ୍ଫୋରଣ ଅଭିଯୁକ୍ତ ତଥା ବିଜେପିର ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଭୋପାଳ ଜିଲ୍ଳା ନିର୍ବାଚନ ଅଧିକାରୀ ରବିବାର ଏକ ନୋଟିସ୍‌ ଜାରି କରିଛନ୍ତି। ନିର୍ବାଚନ କମିସନଙ୍କ ଆଦେଶକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ସ୍ୱାଧୀଙ୍କୁ ନୋଟିସ୍‌ ଜାରି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

‘ଫନି’ ପ୍ରସଙ୍ଗରେ ନବୀନଙ୍କ ସହ କଥା ହେଲେ ମୋଦୀ, ଗସ୍ତରେ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ୍ ଉଠାଇ ପାରି ନ ଥିଲେ ମମତା

ନୂଆଦିଲ୍ଳୀ: ବାତ୍ୟା ‘ଫନି’କୁ ନେଇ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟ ରାଜନୀତି ଜୋର୍‌ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାତ୍ୟା ପୂର୍ବରୁ ଫୋନ୍‌ କରି ତାଙ୍କର ଭଲମନ୍ଦ ବୁଝିଛନ୍ତି ମାତ୍ର ପଶ୍ଚିବଙ୍ଗକୁ କଲ୍‌ କରି…
ଅଧିକ ଖବର ଦେଖନ୍ତୁ...