Daily Archives

May 6, 2019

ଇଂଲଣ୍ଡରେ ଆୟୋଜିତ ହେବାକୁଥିବା ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ମାତ୍ର ୪୮ ଘଣ୍ଟା ମଧ୍ୟରେ ବିକ୍ରି ହୋଇଗଲା…

ଇଂଲଣ୍ଡ : ଜୁନ ୧୬ ତାରିଖରେ ପୂରା ବିଶ୍ୱ ଦେଖିବ ହାଇଭୋଲଟେଜ ଲଢେଇ । ବିଶ୍ୱକପ କ୍ରିକେଟରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ଯେଉଁ ମ୍ୟାଚ୍ ଦେଖିବାକୁ କ୍ରିକେଟପ୍ରେମୀ ଚାତକ ଭଳି ଚାହିଁ ରହିଛନ୍ତି । ଏସବୁ ଭିତରେ ଏହି ମ୍ୟାଚ୍ ପାଇଁ ମାତ୍ର ୪୮ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଅଜୟ ଦେବଗନଙ୍କୁ ଏହି କାମରୁ ରୋକିବା ପାଇଁ ପାମ୍ପଲେଟ ଛପାଇ କାନ୍ଥବାଡ଼ରେ ଲଗାଇଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ଅଜୟ ଦେବଗନଙ୍କର ଜଣେ ପ୍ରଶଂସକ ଅଜୟଙ୍କୁ ଟବାକୋର ବିଜ୍ଞାପନ ନ କରିବା ପାଇଁ ଖୋଲାଖୋଲି ଭାବେ ନିବେଦନ କରିଛନ୍ତି। ୪୦ ବର୍ଷିଅ ନାନକର ନାମକ ଏହି ବ୍ୟକ୍ତି ଜଣକ ଅଜୟଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ତାଙ୍କ ପରିବାର ଲୋକ କହନ୍ତି। ସେ ଅଜୟ ଦେବଗନ ବିଜ୍ଞାପନ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଖରାଦିନେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ବାସି ଖାଦ୍ୟ, ହୋଇପାରେ ଏସବୁ ଶାରୀରିକ ସମସ୍ୟା

ସମୟ ଅଭାବ ଥିବାରୁ କିଛି ଲୋକ ଖାଦ୍ୟ ତିଆରି କରିବା ପରିବର୍ତ୍ତେ ବାସି ଖାଦ୍ୟ ଖାଇବା ଆରମ୍ଭ କରି ଦେଇଥାନ୍ତି । କିନ୍ତୁ ଏହା ଦ୍ୱାରା ଯେଉଁ ସବୁ ଶାରୀରିକ ସମସ୍ୟା ଉପୁଜେ, ସେ ଦିଗ ପ୍ରତି କେହି ବି ଧ୍ୟାନ ଦିଅନ୍ତି ନାହିଁ । ରାତିରେ ବଳକା ଥିବା ଖାଦ୍ୟ ରଖି ପରଦିନ ଖାଇବା ଦ୍ୱାରା ସେଥିରେ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ ଗଲା ପରେ ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ଚର୍ଚ୍ଚା : ପ୍ରଳୟଙ୍କାରୀ ବାତ୍ୟାକୁ ଯେଭଳି ଭାବେ ରାଜ୍ୟ…

ଭୁବନେଶ୍ୱର : ବାତ୍ୟା ‘ଫନି’ ଗଲା ପରେ ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ଚର୍ଚ୍ଚା । ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଲା ଓଡ଼ିଶା । ଆଉ ଏଭଳି ପ୍ରଳୟଙ୍କାରୀ ବାତ୍ୟାକୁ କିଭଳି ରାଜ୍ୟ ସରକାର ମୁକାବିଲା କଲେ ତାହାକୁ ଅନ୍ୟ ରାଜ୍ୟ ଗୁଡ଼ିକ ଅନୁକରଣ କରିବା ଆବଶ୍ୟକ ବୋଲି ଜାତୀୟସ୍ତରରେ…
ଅଧିକ ଖବର ଦେଖନ୍ତୁ...

ମୋତେ ୫୦ କୋଟି ଟଙ୍କା ଦେଲେ ମୁଁ ମୋଦୀଙ୍କ ହତ୍ୟା କରିଦେବି: ଇଣ୍ଟରନେଟ୍‌ରେ ଘୂରୁଛି ତେଜ୍‌ ପ୍ରତାପ ଯାଦବଙ୍କ ଭିଡିଓ

ନୂଆଦିଲ୍ଳୀ: ପୂର୍ବତନ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଯବାନ ତେଜ୍‌ ବାହାଦୁର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଏବେ ଚର୍ଚ୍ଚା ପାଲଟିଛନ୍ତି। ବାରଣାସୀରୁ ଜେଜ୍‌ ପ୍ରତାପଙ୍କ ନାମାଙ୍କନ ପତ୍ର ଖାରଜ ହେବା ପରେ ସୋସିଆଲ୍‌ ମିଡିଆରେ ଏକ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ହେବା ପରେ ଲଣ୍ଡନରେ ନିଜ ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଅଭିନେତ୍ରୀ ଏମି ଜାକ୍‌ସନ

ମୁମ୍ବାଇ : ଲୁଚି ଛପି ନିଜ ପ୍ରେମିକ ଜର୍ଜ ପାନାୟିଟୁଙ୍କ ସହ ନିର୍ବନ୍ଧ କରିବା ପରେ ଏବେ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ପୁଣି ଥରେ ନିର୍ବନ୍ଧ କରିଛନ୍ତି ଅଭିନେତ୍ରୀ ଏମି ଜାକ୍‌ସନ । ଗତ ଜାନୁଆରିରେ ସେ ଜର୍ଜ ପାନାୟିଟୁଙ୍କ ସହ ନିର୍ବନ୍ଧ କରିଥିବା ବେଳେ ପରେ ପରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ କ୍ରାଇମ୍‌ ପାଟ୍ରୋଲ ଦେଖି ଶାଶୁକୁ ହତ୍ୟା କଲା ବୋହୂ

ଜୟପୁର : ଜୟପୁରରେ ଚାଞ୍ଚଲ୍ୟ ଖେଳାଇ ଦେବା ଭଳି ଏକ  ଘଟଣା ଘଟିଛି । ଶାଶୁ ସହ ସବୁ ବେଳେ ଝଗଡ଼ା ହେଉଥିବାରୁ ବୋହୂ ତକିଆରେ ମୁହଁ ଚିପି ଶାଶୁକୁ ହତ୍ୟା କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅଭିଯୁକ୍ତ ମହିଳାଙ୍କୁ ହତ୍ୟା କରିବାରେ ତାଙ୍କର ଜଣେ କିନ୍ନର ବନ୍ଧୁ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ଚିଠି ଲେଖି ଅର୍ଚ୍ଚନାଙ୍କୁ ପ୍ରଶ୍ନ କଲେ ସିଦ୍ଧୁ : କେବେ ଛାଡ଼ୁଛ ମୋର ଆସନ?

ମୁମ୍ବାଇ : ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ପରେ ସିଦ୍ଧୁଙ୍କ ପାକିସ୍ତାନକୁ ସମର୍ଥନ କଲା ଭଳି ବୟାନ ତାଙ୍କୁ ବିବାଦକୁ ଟାଣି ଆଣିଥିଲା । ଦେଶଦ୍ରୋହୀ ବୋଲି ଲୋକେ ନାରା ଲଗାଇବା ସହ ଦେଶରୁ ବାହାର କରିବା ପାଇଁ ମଧ୍ୟ ଦାବି କରିଥିଲେ । ପରିସ୍ଥିତିକୁ ଦେଖି ‘ଦ କପିଲ ଶର୍ମା…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ…

ଭୁବନେଶଶ୍ୱର : ବାତ୍ୟା ଫନିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଓଡିଶା ପାଇଁ ଛୁଟୁଛି ସହାୟତାର ସୁଅ । ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଅକ୍ଷୟ ।…
ଅଧିକ ଖବର ଦେଖନ୍ତୁ...

ବଞ୍ଚି ଥାଇ ମଧ୍ୟ ଫୋନ ଯୋଗେ ସମସ୍ତଙ୍କୁ ଦେବାକୁ ପଡ଼ିଥିଲା ପ୍ରମାଣ : ମୁମତାଜ୍‌

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ମୁମତାଜଙ୍କ ମୃତ୍ୟୁ ଖବରକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ ଖେଳି ଯାଇଥିଲା । କିନ୍ତୁ ଖବର ପ୍ରସାର ହେବାର କିଛି ଘଣ୍ଟା ପରେ ଖବରଟି ମିଛ ବୋଲି ଜଣା ପଡ଼ିଥିଲା । ତେବେ ନିଜର ମୃତ୍ୟୁ ଖବର ମିଳିବା ପରେ ମୁମତାଜଙ୍କ ପ୍ରତିକ୍ରିୟା…
ଅଧିକ ଖବର ଦେଖନ୍ତୁ...