Daily Archives

May 6, 2019

ଆଇଏଏସ୍‌ ସ୍ତରରେ ଅଦଳବଦଳ, ବାତ୍ୟା ଫନି ପରେ ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର : ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ । ବାତ୍ୟା ଫନି ପରେ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡାର ଜିଲ୍ଲାପାଳଙ୍କର ବଦଳି ହୋଇଥିବା ବେଳେ କିଛି ଆଇଏଏସ ଅଧିକାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ…
ଅଧିକ ଖବର ଦେଖନ୍ତୁ...

ଫନି ବିଭୀଷିକା: ୧୧,୦୭୭ ଟ୍ରାନ୍ସଫର୍ମର୍‌ ଓ ୭୯,୪୮୫ କିଲୋମିଟର ଦୀର୍ଘ ଲାଇନ୍‌ କ୍ଷତିଗ୍ରସ୍ତ ହୋଇଛି

ଭୁବନେଶ୍ୱର: ପ୍ରଳୟଙ୍କକାରୀ ବାତ୍ୟା ‘ଫନିି’ ଯୋଗୁଁ ରାଜ୍ୟର ୧୧ଟି ଜିଲ୍ଲାର ୧୩୭ଟି ବ୍ଲକ ଏବଂ ୪୬ ସହରାଞ୍ଚଳର ୧୪,୮୩୫ ଗାଁର ୧ କୋଟି ୭ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି। କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର,ଭଦ୍ରକ,କଟକ…
ଅଧିକ ଖବର ଦେଖନ୍ତୁ...

ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର-୧ କହିବା ପରେ ମୋଦୀଙ୍କୁ ଟାର୍ଗେଟ କରି ଏଭଳି ଟୁଇଟ୍‌ କଲେ ଗୌହର ଖାନ୍‌

ମୁମ୍ବାଇ : ରିୟାଲିଟି ସୋ’ ବିଗ୍‌ ବସ୍‌-୮ର ବିଜେତା ରହି ସାରିଥିବା ଅଭିନେତ୍ରୀ ଗୌହର ଖାନ୍‌ ଏବେ ରଜେନୀତିକୁ ନେଇ ନିଜ ବୟାନ ଦେବା ଆରମ୍ଭ କରିଛନ୍ତି । ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର-୧ ବୋଲି ମୋଦୀଜୀ ସମ୍ବୋଧନ କରିବା ପରେ ନିଜର ଜବାବ ରଖି ଟୁଇଟ୍‌ କରିଥିଲେ ରାହୁଲ ଗାନ୍ଧୀ ।…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ବକ୍ସର ବୋଲି ସମ୍ବୋଧନ କଲେ ରାହୁଲ, କହିଲେ; ସେ କାହାକୁ ମାରିବେ ଜାଣି ନ ପାରି ଗରିବ ଉପରେ ପ୍ରହାର କରୁଛନ୍ତି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ହରିୟାଣାର ଭିବାନୀରେ ଏକ ଜନସଭାରେ ଯୋଗ ଦେଇ ମୋଦୀଙ୍କୁ ବକ୍ସର ବୋଲି ସମ୍ବୋଧନ କରିଛନ୍ତି । ପୂର୍ବରୁ ମୋଦୀଙ୍କୁ ଚୌକିଦାର ଚୋର୍‌ ହେ ବୋଲି କହିବା ପରେ ଏବେ ରାହୁଲଙ୍କ ବକ୍ସର ନାମାକରଣ ଲୋକମାନଙ୍କ ମନରେ କୌତୁହ ସୃଷ୍ଟି କରିଛି । ତେବେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଊର୍ଜା ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମ କରିବେ। ଅଚାନକ ଧନପ୍ରାପ୍ତି ହେବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା। ବୃଷ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...

କେଦାର ଯାଦବ ଆହତ ହେବା ପରେ ବିଶ୍ୱକପ୍‌ରେ ତାଙ୍କର ବିକଳ୍ପକୁ ନେଇ ଚର୍ଚ୍ଚା ଆରମ୍ଭ, ଜାଣନ୍ତୁ କେଉଁ ୫ ଜଣ ଦାବିଦାର

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କିଙ୍ଗସ୍‌ ଏକାଦଶ ପଂଜାବ ବିରୋଧରେ ଚେନ୍ନାଇ ସୁପର କିଙ୍ଗସ୍‌ର ମ୍ୟାଚ ସମୟରେ କେଦାର ଯାଦବ ଆଘାତ ପାଇଥିବା ସୋମବାର ଜଣାପଡ଼ିଛି। ଏହା ପରେ ପ୍ରଶଂସକ ଏବଂ ବିଶେଷଜ୍ଞମାନେ ବିଶ୍ୱକପରେ ଭାରତୀ ଟିମ୍‌ ନେଇ କଳ୍ପନା ଜଳ୍ପନା ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

ଗତ ମାସର ସିରିଜ ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ବଢିଚାଲିଛି ମୁସଲିମ ବିରୋଧୀ ହିଂସା

କଲମ୍ବୋ : ଶ୍ରୀଲଙ୍କାରେ ଗତ ମାସରେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ପରେ ମୁସଲିମ ସଂପ୍ରଦାୟଙ୍କ ଉପରେ ଖ୍ରୀଷ୍ଟିଆନ ଓ ବୌଦ୍ଧ ସଂପ୍ରଦାୟର ଲୋକମାନଙ୍କ ରୋଷ ବଢିଚାଲିଛି । ବିଶେଷ କରି ଖ୍ରୀଷ୍ଟିଆନ ଲୋକମାନେ ସାଧାରଣ ମୁସଲିମମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । କଲମ୍ବୋଠାରୁ ୪୦…
ଅଧିକ ଖବର ଦେଖନ୍ତୁ...

ବୋନଗାଓଁ ମତଦାନ କେନ୍ଦ୍ରରେ ହୋଇଥିବା ବିସ୍ଫୋରଣକୁ ନେଇ ଟିଏମ୍‌ସି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ…

କୋଲକାତା: ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର ବୋନଗାଓଁ ମତଦାନ କେନ୍ଦ୍ରରେ ହୋଇଥିବା ବୋମା ବିସ୍ଫୋରଣକୁ ନେଇ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ବିରୋଧରେ ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ନିକଟକୁ ଚିଠି ଲେଖିଛି ଭାରତୀୟ ଜନତା ପାର୍ଟି (ବିଜେପି)। ବୋନଗାଓଁରେ ବିସ୍ଫୋରଣ…
ଅଧିକ ଖବର ଦେଖନ୍ତୁ...

ହ୍ୱିଲ୍ ଚେୟାରରେ ବସି ମାନିଲେନି ହାର : ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଆଇନ ବିଷୟରେ ଦେଶରେ ଟପ୍ପର ହେଲେ ଓଡ଼ିଆ ପୁଅ…

ନୂଆଦିଲ୍ଲୀ:  ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଲିଗାଲ ଷ୍ଟଡ଼ି ପେପର ବା ଆଇନ ବିଷୟରେ ସାରା ଦେଶରେ ଟପ୍ପର ହୋଇଛନ୍ତି  ଦିବ୍ୟାଙ୍ଗ କେଶବ ଚନ୍ଦ୍ର ପୃଷ୍ଟି । ଜନ୍ମରୁ ପେରାପ୍ଲେଜିଆ ରୋଗରେ ଆକ୍ରାନ୍ତ ଥିବା କେଶବ ଚାଲିବା, କଥା କହିବା ଓ ଲେଖିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଏତେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱତନ୍ତ୍ର ପାହ୍ୟା ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବାତ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଛନ୍ତି। ସାମୁଦ୍ରିକ ଝଡ଼ ଫନିରେ କେତେ କ’ଣ କ୍ଷୟକ୍ଷତି ହୋଇଛି, ସେସବୁ ଉପରେ ମୋଦୀଙ୍କୁ ନବୀନ…
ଅଧିକ ଖବର ଦେଖନ୍ତୁ...