ପ୍ରଥମେ ଐଶ୍ୱର୍ଯ୍ୟାଙ୍କୁ ସୁନ୍ଦର ସହ ବୁଦ୍ଧିହୀନ ବୋଲି ଭାବି ନେଇଥିଲେ ରିତିକ୍, କିନ୍ତୁ ପରେ….
ମୁମ୍ବାଇ : ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ନେଇ ପ୍ରଥମେ ଅଭିନେତା ରିତିକ୍ ରୋଶନ କ’ଣ ଭାବୁଥିଲେ ତାହା ସାମ୍ନାକୁ ଆସିଛି । ଦୁହେଁ ସାଥୀରେ ଧୁମ୍-୨, ଗୁଜାରିଶ ଏବଂ ଜୋଧା ଆକ୍ବର ଭଳି ହିଟ୍ ଫିଲ୍ମ କରିଥିବା ବେଳେ ରିତିକ୍ ଐଶ୍ୱର୍ଯ୍ୟାଙ୍କୁ ନେଇ ଏଭଳି ଭାବିବା ପ୍ରଥମେ ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...