Daily Archives

May 7, 2019

ମୋଦୀଙ୍କ କାର୍ଯ୍ୟକାଳ ଆଉ ମାତ୍ର ୧୬ଦିନ, ଖୁବ୍‌ ଶୀଘ୍ର ବୁଡ଼ି ଯାଉଥିବା ଜାହାଜରୁ ଡେଇଁବେ ମୁଷା : ସଲମାନ ଖୁର୍ଶିଦ୍‌

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇ ସାରିଥିବା ବେଳେ ବିପକ୍ଷ ଦଳ ସବୁ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ  ବାହାର କରିଦେବେ ବୋଲି ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଅନେକ ବଡ଼ ବଡ଼ ନେତା ମୋଦୀଙ୍କୁ ପୂର୍ବରୁ ଟାର୍ଗେଟ କରି ସାରିଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ପଟିଆ ପଟୁ କାମ ଆରମ୍ଭ : ଭୁବନେଶ୍ୱରରେ ବିଦ୍ୟୁତ ଯୋଗାଣ ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ବୋଲି କହିଲା ସେସୁ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ବିଦ୍ୟୁତ ସରବରାହ ଗତ ୫ ଦିନ ହେଲା ବନ୍ଦ ଥିବାରୁ ଲୋକମାନେ ଡ଼ହଳ ବିକଳ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ପଟୁ ବିଦ୍ୟୁତ ସରବରାହ ସଜଡ଼ା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଇ ୟୁଟିଲିଟି (ସେସୁ)…
ଅଧିକ ଖବର ଦେଖନ୍ତୁ...

ଖାଇବା ଓ ଶୋଇବା ଛାଡ଼ି ନିର୍ଭୟା ଗଣଦୁଷ୍କର୍ମର ତଦନ୍ତ କରିଥିଲେ ଆଇପିଏସ୍‌ ଅଫିସର ଛାୟା ଶର୍ମା, ସମ୍ମାନିତ କଲା ଆମେରିକା

ନୂଆଦିଲ୍ଲୀ: ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ସମଗ୍ର ଦେଶ ପାଇଁ  ଥିଲା ଏକ କଳା ରାତି। ଏହି ରାତିରେ ଦିଲ୍ଲୀର ୨୩ ବର୍ଷୀୟା ପରାମେଡିକାଲ୍‌ ଛାତ୍ରୀ ନିର୍ଭୟାଙ୍କ ସହ ଯାହା ଘଟିଥିଲା ତାହା ଏବେ ବି ଭବିଲା ବେଳକୁ ଲୋମମୂଳ ଟାଙ୍କୁରି ଉଠେ।  ନିର୍ଭୟା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଏଥର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ନୁହନ୍ତି, ଅକ୍ଷିମୁଠି ଅନୁକୂଳ କରିଛନ୍ତି ଅଫିସର

ଭୁବନେଶ୍ୱର ( ସୁବ୍ରତ ଦାସ) : ଆଜି ପବିତ୍ର ଅକ୍ଷୟ ତୃତୀୟା। ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ଚାଷ କାର୍ଯ୍ୟର ଶୁଭାରମ୍ଭ ହୁଏ ଆଜି। ପାରମ୍ପରିକ ଭାବେ ଚାଷୀମାନେ ଧାନ ବୁଣା କାର୍ଯ୍ୟ ଆଜିଠାରୁ ଆରମ୍ଭ କରନ୍ତି। ଓଡ଼ିଶାର ଚାଷୀମାନେ ସବୁଠାରୁ ବଡ଼ ଭୋଟ ବ୍ୟାଙ୍କ୍‌ ହୋଇଥିବାରୁ ସବୁ ରାଜନୈତିକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଜରୁରୀ କାମରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି। ବୃଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ।…
ଅଧିକ ଖବର ଦେଖନ୍ତୁ...

ନୂଆ ସାଂସଦଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି, ସମୀକ୍ଷା କଲେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ

ନୂଆଦିଲ୍ଲୀ (ନଇମ୍‌ ଅଖତାର୍‌): ସାଧାରଣ ନିର୍ବାଚନ ପାଇଁ ୫ଟି ପ୍ରର୍ଯ୍ୟାୟ ଭୋଟଦାନ ଶେଷ ହୋଇଛି। ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବଳକା ରହିଛି। ମେ’ ମାସ ୧୨ରେ ଷଷ୍ଠ ଓ ୧୯ରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ହେବ। ନିର୍ବାଚନ ଫଳାଫଳ ମେ’ ମାସ ୨୩ରେ ଘୋଷଣା କରାଯିବ। ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଏକ ଅଗ୍ରଣୀ ଇ-କମର୍ସ ସାଇଟ୍‌ରେ ବିକ୍ରି ହେଉଛି ଡୋନାଲ୍ଡ ଟ୍ରମ୍ପ ଟଏଲେଟ୍‌ ପେପର୍‌, ଦାମ ୯୦୦ ଟଙ୍କା

ନୂଆଦିଲ୍ଳୀ: ଏକ ଲୋକପ୍ରିୟ ଇ-କମର୍ସ ସାଇଟ୍‌ରେ ବିକ୍ରି ହେଉଛି ଏକ ନିଆରା ଟଏଲେଟ୍‌ ପେପର୍‌। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଥିବା ଏହି ଟଏଲେଟ୍‌ ପେପର୍‌ ଗୋଟା ୯୦୦ ଟଙ୍କା ଦରରେ ବିକ୍ରି ହେଉଛି। ତେବେ, ଏହି ଟଏଲେଟ୍‌ ପେପର୍‌ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧୀମାନେ ବାହାର…
ଅଧିକ ଖବର ଦେଖନ୍ତୁ...

ଫନି ପ୍ରଭାବ: ୧୫୫ ବ୍ଲକ୍‌ର ୧. ୪୮ କୋଟି ପ୍ରଭାବିତ, ୫.୮ ଲକ୍ଷ ଘର ଭାଙ୍ଗିବା ସହ ୩୭ ଜୀବନ ଯାଇଛି

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍‌ ଡିଜାଷ୍ଟାର୍‌ ମ୍ୟାନେଜମେଣ୍ଟ୍‌ ଅଥରିଟି(ଓସଡମା)ର ମୁଖପାତ୍ର ସଂଗ୍ରାମ ମହାପାତ୍ର ଆଜି ସଂଧ୍ୟାରେ ସୂଚନା ଦେଇ କହିଛନ୍ତି ଯେ ସାମୁଦ୍ରିକ ଝଡ଼ ‘ଫନି’ରେ ରାଜ୍ୟର ସମୁଦାୟ ୧ କୋଟି ୪୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୧୫୫ଟି ବ୍ଲକ୍‌କୁ ‘ଫନି’ ପ୍ରଭାବିତ କରିଛି।…
ଅଧିକ ଖବର ଦେଖନ୍ତୁ...

ଇରାନ ଉପରେ କଟକଣା : ଭାରତ ଯେପରି ଅନ୍ୟ ଦେଶରୁ ସୁଲଭ ମୂଲ୍ୟରେ ତେଲ ପାଇପାରିବ ସେ ବ୍ୟବସ୍ଥା କରୁଛୁ : ଆମେରିକା

ନୂଆଦିଲ୍ଲୀ : ଇରାନରୁ ତେଲ କିଣିବା ଉପରେ ଆମେରିକା କଟକଣା ଲଗାଇବା ପରେ ଭାରତର ଚିନ୍ତା ବଢିଯାଇଛି । କିନ୍ତୁ ଭାରତ ଯେପରି ଅନ୍ୟାନ୍ୟ ଦେଶରୁ ସୁଲଭ ମୂଲ୍ୟରେ ତେଲ କିଣିପାରିବ ସେଥିପାଇଁ ଆମେରିକା ଉଦ୍ୟମ କରୁଛି ବୋଲି ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ କେନିଥ ଜଷ୍ଟର କହିଛନ୍ତି । ସେ…
ଅଧିକ ଖବର ଦେଖନ୍ତୁ...

‘ଫନି’ ପ୍ରଭାବିତ ଅଂଚଳରେ ସହାୟତା ପ୍ରଦାନ କରିବ ‘ସେଲ୍‌’, ଯୋଗାଇବ ୧୫୦୦୦ ବିଦ୍ୟୁତ ଖୁଣ୍ଟ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବିତ ଅଂଚଳକୁ ସହାୟତା ଦେବା ପାଇଁ ଷ୍ଟିଲ ଅଥରଟୀ ଅଫ୍‌ ଇଣ୍ଡିଆ ଲିମିଟେଡ (ସେଲ) ଆଗକୁ ଆସିଛି। ରାଷ୍ଟ୍ରାୟତ କମ୍ପାନୀ ଫିନ ପୀଡ଼ିତ ଅଂଚଳରେ ବିଦ୍ୟୁତ୍‌ ଭିତ୍ତିଭୂମିକୁ ଠିକ କରିବା ପାଇଁ ଅଣ୍ଟା ଭିଡିଛି। କମ୍ପାନୀ ପକ୍ଷରୁ ଏଯାଏଁ ୧୬୦ ଗୋଟି ଓ୍ଵାଇଡ…
ଅଧିକ ଖବର ଦେଖନ୍ତୁ...