Daily Archives

May 8, 2019

ଏ ସବୁ ଶାରୀରିକ ସମସ୍ୟା ଥିଲେ ଜମା ବି ପିଅନ୍ତୁ ନାହିଁ ଲେମ୍ବୁ ପାଣି

ଖରାଦିନେ ଲୋକେ ଲେମ୍ବୁ ପାଣି ପିିଇବାକୁ ପସନ୍ଦ କରିଥାନ୍ତି । ଖରା ଦିନେ ଏହାକୁ ପିଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ଜଳୀୟଅଂଶ ମଧ୍ୟ ଠିକ୍‌ ରହିଥାଏ । କିନ୍ତୁ ଲେମ୍ବୁ ପାଣି ସମସ୍ତଙ୍କୁ ଫାଇଦା ଦେଇ ନ ଥାଏ । କିଛି ଶାରୀରିକ ସମସ୍ୟା ଏପରି ରହିଛି, ଯେଉଁଠି ଲେମ୍ବୁ ପାଣି ଶରୀର ପାଇଁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ‘କିକ୍‌-୨’ରେ ସଲମାନଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଏହି ନାୟିକା

ମୁମ୍ବାଇ :  ୨୦୧୪ ଜୁଲାଇ ୨୫ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘କିକ୍‌’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ସଲମାନ ଖାନ୍‌ ଏବଂ ଅଭନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍  । ଖଳନାୟକ ଭୂମିକାରେ ନଓ୍ଵାଜୁଦ୍ଦିନ ସିଦ୍ଦିକୀ ନଜର ଆସିଥିବା ବେଳେ ତାଙ୍କ ଚରିତ୍ରଟି ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାଜ୍ୟ ଆଇଏଏସ୍ ସଂଘର ପ୍ରତି ସଦସ୍ୟ ଦେଲେ ୧୦ ହଜାର ଲେଖାଏଁ ସହାୟତା ରାଶି

ଭୁବନେଶ୍ୱର : ଓଡ଼ିଶାରେ ବାତ୍ୟା ‘ଫନି’ ପ୍ରଭାବିିତଙ୍କୁ ସହାୟତା ପାଇଁ ହାତ ବଢ଼ାଇଲା ରାଜ୍ୟ ଆଇଏଏସ ସଂଘ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ରାଜ୍ୟର ଆଇଏଏସ୍ ସଂଘର ପ୍ରତି ସଦସ୍ୟ ୧୦-୧୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ‘ଫନି’ ପ୍ରଭାବରେ ଧ୍ୱସଂ ବିଧ୍ୱସ୍ତ ହୋଇ…
ଅଧିକ ଖବର ଦେଖନ୍ତୁ...

୩୫ଟଙ୍କା ପାଇଁ ୨ବର୍ଷ ପର୍ଯ୍ୟନ୍ତ ଲଢ଼ିଲେ ଇଞ୍ଜିନିୟର, ଏବେ ୨ଟଙ୍କା ପାଇଁ ଲଢ଼ିବେ

କୋଟା : କୋଟାରେ ରହୁଥିବା ଇଞ୍ଜିନିୟର ସୁଜୀତ ସ୍ୱାମୀଙ୍କୁ ୨ବର୍ଷର ଲମ୍ବା ଲଢ଼େଇ ପରେ ଏବେ ସଫଳତା ମିଳିଛି । ଟିକେଟ ରଦ୍ଦ ହେବା ପରେ ତାଙ୍କୁ ୨ବର୍ଷ ପର୍ଯ୍ୟନ୍ତ ବଳକା ୩୫ଟଙ୍କା ପାଇଁ ଲଢ଼ିବାକୁ ପଡ଼ିଥିବା ବେଳେ ଏବେ ତାଙ୍କୁ ୩୩ଟଙ୍କା ମିଳି ସାରିଛି । ବଳକା ୨ଟଙ୍କା ପାଇଁ ତାଙ୍କୁ ପୁଣି…
ଅଧିକ ଖବର ଦେଖନ୍ତୁ...

ମଲ୍ଲାଇକାଙ୍କୁ ବିବାହ କରିବା ଖବରକୁ ନେଇ ଅର୍ଜୁନଙ୍କ ବୟାନ; କଥା ଲୁଚାଇବାର କୌଣସି ଆବଶ୍ୟକତା ନାହିଁ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରାଙ୍କ ବିବାହକୁ ନେଇ ଏଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ବିବାହର ଭିନ୍ନ ଭିନ୍ନ ତାରିଖ ମଧ୍ୟ ସାମ୍ନାକୁ ଆସି ସାରିଛି । ତେବେ ଦୁହେଁ କେବେ ବିବାହ କରିବେ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଦ୍ୱାଦଶ ପରୀକ୍ଷାରେ ଅସଫଳ ହେବାରୁ ପୁନଃମୂଲ୍ୟାଙ୍କନ ପାଇଁ ମୋଦୀଙ୍କୁ ନିବେଦନ କରିଥିଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନ…

ନୂଆଦିଲ୍ଲୀ : ଅଧିକ ପରିଶ୍ରମ କରି ମଧ୍ୟ ପରୀକ୍ଷାରେ ତାହାର ଫଳ ନ ମିଳିବାରୁ ଜଣେ ଛାତ୍ର ନିଜ ନାଁ ଆଗରୁ ଚୌକିଦାର ଶବ୍ଦ ହଟାଇ ଦେଇଥିବା ଦେଖା ଯାଇଛି । ମୋଦୀଙ୍କ ଉପରେ ରାଗି ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅଭିଷେକ ଦାସ ଟୁଇଟ୍‌ରରୁ ନିଜ ନାଁ ଆଗରୁ ଚୌକିଦାର ଶବ୍ଦ ହଟାଇ ଦେଇଛନ୍ତି। ଏକ ଟିଭି…
ଅଧିକ ଖବର ଦେଖନ୍ତୁ...

ଝିଅ ସହ ଦୁଷ୍କର୍ମ ମାମଲାରେ ବାପାଙ୍କୁ ଆଜୀବନ ଜେଲ 

ବ୍ରହ୍ମପୁର : ଝିଅ ସହ ଦୁଷ୍କର୍ମ କରିଥିବା ମାମଲାରେ ସ୍ୱତନ୍ତ୍ର ପୋକ୍ସୋ ଜଜ ଦୀପକ କୁମାର ଅଭିଯୁକ୍ତ ବାପା ବିଦେଶୀ ସାସମାଲଙ୍କୁ ବୁଧବାର ଆଜୀବନ କାରାଦଣ୍ଡ ର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହା ସହିତ ୨୦ ହଜାର ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ।ଏନେଇ ସ୍ୱତନ୍ତ୍ର ପିପି ନାରାୟଣ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର : ପିକ୍ ଅପ ଓ ବାଇକ ମୁହାଁ ମୁହିଁ ଧକ୍କା, ଦମ୍ପତ୍ତି ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର-ଉମରକୋଟ ମୂଖ୍ୟ ରାସ୍ତାର ସରଗୁଲି ଠାରେ ପିକ୍ ଅପ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକରେ ଯାଉଥିବା  ସ୍ବାମୀ ଓ ସ୍ତ୍ରୀ ମୃତ୍ୟୁ ବରଣ କରିଛନ୍ତି । ଉମରକୋଟ ବ୍ଲକ ର ସୁକିଗାଁ ଗ୍ରାମର ଦେବସିଂ ଲୋହରା(୫୫) ଓ ତାଙ୍କ ସ୍ତ୍ରୀ ସରାମଣୀ…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ କୁମାରଙ୍କ ଦେଶଭକ୍ତିକୁ ନେଇ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ କଡ଼ା ଜବାବ ଦେଲେ କିରଣ ରିଜ୍ଜୁ: ଅକ୍ଷୟଙ୍କୁ ପ୍ରମାଣ…

ମୁମ୍ବାଇ : ଚତୁର୍ଥ ପର୍ଯ୍ୟାୟ ମତଦାନରେ ଭୋଟ୍‌ ଦେଇ ନଥିବାରୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ନାଗରିକତା ଏବଂ ଦେଶଭକ୍ତିକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଥିଲେ । ଏ ନେଇ ଅକ୍ଷୟ କୁମାର ଟୁଇଟ୍‌ କରି ସଫେଇ ଦେଇଥିଲେ ମଧ୍ୟ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା ବନ୍ଦ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ପାଖରେ ଶୋଇଥିବା ବେଳେ ୪ବର୍ଷୀୟ ଶିଶୁକୁ ଟେକି ନେଇ ଦୁଷ୍କର୍ମ କରିବା ସହ ଗଳା ଚିପି କୂଅରେ ଫିଙ୍ଗି ଦେଲା…

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ଏକ ଅମାନବୀୟ ଘଟଣା । ଜଣେ ୪ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରିବା ପରେ ଗଳା ଚିପି କୂଅରେ ଫିଙ୍ଗି ଦେବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...