Daily Archives

May 8, 2019

ଲୋକ ନ ଆସିବାରୁ ଅନୁପମ ଖେର୍‌ଙ୍କ ରାଲିକୁ ରଦ୍ଦ କରାଯାଇଥିବା ନେଇ ଛପା ଯାଇଥିଲା ଖବର, ପ୍ରକୃତ କାରଣ ଜଣାଇଲେ ଅନୁପମ

ଚଣ୍ଡିଗଡ଼ : ଲୋକସଭା ନିର୍ବାଚନର ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଜୋରସୋରରେ ଆରମ୍ଭ ହୋଇ ଯାଇଛି । ବିଭିନ୍ନ ଦଳର ରାଜନେତାମାନେ ଜନସଭା ଏବଂ ରାଲି କରି ନିର୍ବାଚନୀ ପ୍ରଚାର କରିବା ଆରମ୍ଭ କରିଛନ୍ତି । ଏ ମଧ୍ୟରେ ଚଣ୍ଡିଗଡ଼ର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା କିରଣ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଲୋକମାନଙ୍କ ଧର୍ମ ଏବଂ ସଂସ୍କୃତି ଅଲଗା ହେଲେ ମଧ୍ୟ ମୋଦୀଙ୍କ କଥା ଉଠିଲେ ସମସ୍ତେ ଏକ : ଅମିତ ଶାହା

ଧାନବାଦ : ୨୦୧୯ ଲୋକସଭା ନିର୍ବାଚନର ୫ଟି ପର୍ଯ୍ୟାୟ ସରିଥିବା ବେଳେ ବିଜେପି ପୁଣି ଥରେ କ୍ଷମତାକୁ ଆସିବ ବୋଲି ଦାବି କରିଛି । ତେବେ ଏ ଦାବିକୁ ବିରୋଧୀ ଦଳ ସମାଲୋଚନା କରୁଥିବା ବେଳେ ମୋଦୀଙ୍କ ସମୟ ସରି ଆସୁଥିବା କହିବା ଆରମ୍ଭ କରିଛନ୍ତି । ତେବେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ଅଧାରୁ ଆର ପାରିକୁ ଚାଲି ଯାଇଥିଲେ ଶ୍ରୀଧର, ଫଳାଫଳ ଆସିବା ପରେ ୩ଟି ବିଷୟରେ ରହିଛିି ୧୦୦ପ୍ରତିଶତ ନମ୍ବର

ନୋଏଡା : ସୋମବାର ସିବିଏସ୍‌ଇ ପରୀକ୍ଷାର ଫଳ ବାହାରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ବିନାୟକ ଶ୍ରୀଧରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବଡ଼ ହୋଇ ଜଣେ ଅନ୍ତରୀକ୍ଷ ବୈଜ୍ଞାନିକ ହେବାକୁ ଚାହୁଁଥିବା ଶ୍ରୀଧରଙ୍କ ସ୍ୱପ୍ନ ଅଧାରୁ ମଉଳି ଯାଇଥିଲା । ଦଶମ ପରୀକ୍ଷା ଦେଇ ସେ ନିଜ ଜୀବନର ଲକ୍ଷ ହାସଲ…
ଅଧିକ ଖବର ଦେଖନ୍ତୁ...

ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର-୧ କହିବାକୁ ବିରୋଧ କରି ନିର୍ବାଚନ କମିସନଙ୍କୁ ରକ୍ତରେ ଚିଠି ଲେଖିଲେ ଯୁବକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଗତ ଶନିବାର ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ମୋଦୀ ରାଜୀବ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ରାଜୀବ ଗାନ୍ଧୀ ଭ୍ରଷ୍ଟାଚାରୀ ନମ୍ବର-୧ ହୋଇ ମୃତ୍ୟୁ ବରଣ କରିଥିଲେ ବୋଲି ବୟାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଊର୍ଜାର ସ୍ତର ଉଚ୍ଚା ରହିବ। ଯାହା ବି କାମ କରିବେ, ସଫଳତା ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବା ପାଇଁ ଦିନଟି ଭଲ। ଅଫିସରେ…
ଅଧିକ ଖବର ଦେଖନ୍ତୁ...

‘ମୋଦୀ ମୋଦୀ ୟେସ୍‌ ପାପା’! ଟ୍ଵିଟର୍‌ରେ ଘୂରିଲା ଆର୍‌ଜେଡିର ନୂଆ ରାଇମ୍‌

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ କଳାତ୍ମକ ଢଙ୍ଗରେ ଆକ୍ରମଣ କରିଛି। ନର୍ସରି ରାଇମ୍‌ ‘ଜନି ଜନି ୟେସ୍‌ ପାପା’ ଢଙ୍ଗରେ ‘ମୋଦୀ ମୋଦୀ ୟେସ୍‌ ପାପା’ ନାମରେ ଏକ ରାଇମ୍‌ ବାହାର କରିଛି ରାଷ୍ଟ୍ରୀୟ ଜନତା ଦଳ। ଆର୍‌ଜେଡି ତା’ର ଅଫିସିଆଲ୍‌…
ଅଧିକ ଖବର ଦେଖନ୍ତୁ...

୩୦ ମହିଳା ମାଓବାଦୀଙ୍କୁ କମାଣ୍ଡୋ ଭାବେ ନିଯୁକ୍ତି ଦେଲା ଛତିଶଗଡ଼ ପୁଲିସ

ରାୟପୁର : ମାଓପ୍ରବଣ ଛତିଶଗଡ଼ରୁ ଏକ ସକାରାତ୍ମକ ଖବର ଆସିଛି । ଛତିଶଗଡ଼ ପୁଲିସ ଆତ୍ମସମର୍ପଣ କରିଥିବା ପ୍ରାୟ ୩୦ ଜଣ ମହିଳା ମାଓବାଦୀଙ୍କୁ ନିଜ କମାଣ୍ଡୋ ବାହିନୀରେ ନିଯୁକ୍ତି ଦେଇଛି । ଏମାନଙ୍କୁ ଛତିଶଗଡ଼ ପୁଲିସର ଏକ ସ୍ୱତନ୍ତ୍ର ଲଢୁଆ ବାହିନୀ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡସ(ଡିଆରଜି)ରେ…
ଅଧିକ ଖବର ଦେଖନ୍ତୁ...

ଫନି ଯୋଗୁଁ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ୫ କୋଟିର ସହାୟତା ଦେଲା ଇଣ୍ଡିଆନ ଅଏଲ

ଭୁବନେଶ୍ବର: ଭୟଙ୍କର ସାମୁଦ୍ରିକ ଝଡରେ ଶ୍ରୀହୀନ ହୋଇପଡିଛି ଶ୍ରୀକ୍ଷେତ୍ର । ଉଜୁଡି ଯାଇଛି ବଡଦେଉଳର କଳାକୃତି । ଭାଙ୍ଗିଯାଇଛି କଳ୍ପବଟ । ଗତ ୩ ତାରିଖରୁ ବାତ୍ୟା ଫୋନି ଛାଡିଦେଇଥିବା ଚିହ୍ନ କେବେ ଯେ ଲିଭିବ, ତାହା ଆକଳନ କରିବା ମୁସ୍କିଲ । ତେବେ ବଡଦେଉଳରେ ହୋଇଥିବା କ୍ଷୟକ୍ଷତିର ମରାମତି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ଡରାଉଥିବା ବୋଲର ଟିମ୍‌ରୁ ବାହାର

ମେଲବର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦିନିକିଆ ବିଶ୍ୱକପ୍‌ ନିକଟତର ହୋଇଥିବାରୁ ଏଥିରେ ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକ ନିଜର ଜାତୀୟ ଟିମ୍‌ ଘୋଷଣା କରିସାରିଛନ୍ତି। ଏବେ ବିଶ୍ୱର ଶକ୍ତିଶାଳୀ ଟିମର ଖେଳାଳି ଆହତ ହୋଇଥିବା ଗଣମାଧ୍ୟମରୁ ଜଣାପଡ଼ିଛି, ଯେଉଁଥି ପାଇଁ ତାଙ୍କୁ ଟିମ୍‌ରେ ସ୍ଥାନ…
ଅଧିକ ଖବର ଦେଖନ୍ତୁ...

୧୧ ମାସ ପିଲାର ପ୍ରଥମ ଶବ୍ଦ ‘ମାଆ’ କିମ୍ବା ‘ବାପା’ ନୁହେଁ; ଶବ୍ଦଟି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଶିଶୁଟି ଯେତେବେଳେ ପ୍ରଥମ ତା’ର ମୁହଁ ଖୋଲେ ତ କ’ଣ କୁହେ? ମାଆ। କେହି କେହି ବାପାଙ୍କ ନାମ ବି ନେଇଥାନ୍ତି। ମାତ୍ର ଆଜିକାଲିର ଆଧୁନିକ ଯୁବର ଶିଶୁଙ୍କ ବିଷୟରେ ଶୁଣିଲେ ଆପଣ ଏକଦମ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଜାଣନ୍ତି ଆମେରିକାର ଜଣେ ୧୧ ମାସର ଶିଶୁ ପାଟି ଖୋଲୁ ଖୋଲୁ ତା’ ପାଟିରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...