Daily Archives

May 9, 2019

ଗ୍ୟାସ୍‌ ସଂଯୋଗ ପାଇଁ କହିବାକୁ ଯାଇଥିଲେ ମହିଳା, ଦୁଷ୍କର୍ମ କଲେ ଦୁଇ ଯୁବକ

ନଗୌର : କିଛି ଦିନ ତଳେ ରାଜସ୍ଥାନର ଅଲଓ୍ଵରରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆଗରେ ୫ଜଣ ଯୁବକ ଦୁଷ୍କର୍ମ କରିଥିବାର ଖବର ମିଳିଥିଲା। ମାମଲାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଏବେ ପୁଣି ଥରେ ରାଜସ୍ଥାନର ନଗୌରରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବାର ଖବର ସାମ୍ନାକୁ ଆସିଛି…
ଅଧିକ ଖବର ଦେଖନ୍ତୁ...

ନିଜ ଦେହରେ ପାକିସ୍ତାନୀ ଜାତୀୟ ପତାକା ପକାଇ ଫଟୋ ସେୟାର କଲେ ରାକ୍ଷୀ, ପରେ ସାମ୍ନାକୁ ଆସିଲା ଅସଲ ଘଟଣା

ମୁମ୍ବାଇ : ସବୁବେଳେ ନିଜର ବୟାନକୁ ନେଇ ବିବାଦରେ ରହୁଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ଏବେ ପୁଣି ଥରେ ବିବାଦକୁ ଆସିଛନ୍ତି । ନିଜ ଦେହରେ ପାକିସ୍ତାନର ଜାତୀୟ ପତାକା ପକାଇ ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ଫଟୋଟି…
ଅଧିକ ଖବର ଦେଖନ୍ତୁ...

ଦୁଇ ପରିବାର ପାଇଁ ଦେବଦୂତ ସାଜିଲେ ୧୯ବର୍ଷୀୟ ଯୁବକ, କ୍ରେନ୍‌ ସାହାଯ୍ୟରେ ଜଳୁଥିବା ଘରୁ ୧୪ଜଣଙ୍କୁ ଉଦ୍ଧାର କଲେ

ନୂଆଦିଲ୍ଲୀ : ଚୀନ୍‌ର ଫୁସୁନ ସହରରେ ନିଆଁ ଲାଗିଥିବା କୋଠା ଘରୁ ଜଣେ ୧୯ବର୍ଷୀୟ ଯୁବକ ୧୪ଜଣଙ୍କୁ ସୁରକ୍ଷିତ ବାହାର କରିଥିବା ଜଣା ପଡ଼ିଛି । ନିଜର ଉପସ୍ଥିତ ବୁଦ୍ଧି ପାଇଁ ୧୪ଜଣଙ୍କ ଜୀବନ ବଞ୍ଚି ଯାଇଥିବାରୁ ଲୋକେ ଯୁବକଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ବିବାହ ନ କରି ସରୋଗେସୀ ଜରିଆରେ ବାପା ହେବାର ଯୋଜନା କଲେଣି ସଲମାନ୍‌

ମୁମ୍ବାଇ : ବଲିଉଡ୍‌ ଓ  ପ୍ରଶଂସକମାନଙ୍କ ମଧ୍ୟରେ ସବୁବେଳେ ସଲମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ବିବାହ କେବେ କରିବେ ବା କାହିଁକି କରୁ ନାହାନ୍ତି ବୋଲି ଅନେକ ପ୍ରକାରର କାରଣ ସାମ୍ନାକୁ ଆସି ସାରିଥିବା ବେଳେ ପ୍ରକୃତରେ ବିବାହ ନ କରିବା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରି…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ହାତ ଛାଡ଼ି ଦେବା ପରେ ପରିବାର ଚଳାଇବା ପାଇଁ ଦିନରେ ଫୁଡ୍‌ ଡେଲିଭରୀ ଏବଂ ରାତିରେ ଓଲା କ୍ୟାବ୍‌ ଚଳାଉଛନ୍ତି…

କୋଲକାତା : କୋଲକାତାରେ ରହୁଥିବା ରୁପା ଚୌଧୁରୀ ନାମକ ଜଣେ ମହିଳା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ମାତା-ପିତାଙ୍କ ଦେହାନ୍ତ ହେବା ପରେ ହାତ ଛାଡ଼ି ଦେଇଥିଲେ ସ୍ୱାମୀ । ତଥାପି ହାର ନ ମାନି ଜୀବନର ଯୁଦ୍ଧ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ ରୁପା । ନିଜ ପରିବାରକୁ ଚଳାଇବା ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

ଇଟାଲୀର ଲେକ୍‌ କୋମୋରେ ବିବାହ କରିବେ ରଣବୀର-ଆଲିଆ!

ମୁମ୍ବାଇ : ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଦୀପ୍‌-ବୀର, ପ୍ରିୟଙ୍କା-ନିକ୍‌ ଏବଂ ବିରୁଷ୍କାଙ୍କ ପରେ ଏବେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହର ପ୍ରସ୍ତୁତିରେ ଲାଗି ପଡ଼ିଥିବା ଜଣାପଡ଼ିଛି । ଦୀପ୍‌-ବୀରଙ୍କ ଭଳି ଆଲିଆ-ରଣବୀର ମଧ୍ୟ ଇଟାଲୀର ଲେକ୍‌ କୋମୋରେ ବିବାହ କରିବାର…
ଅଧିକ ଖବର ଦେଖନ୍ତୁ...

ରାତି ୨ଟାରେ ସାଙ୍ଗର ଦେହ ଖରାପ ହେବାରୁ ଓଲା ବୁକ୍‌ କରି ପହଞ୍ଚିଲେ ମହିଳା, ଘରର କବାଟ ଖୋଲିବା ପର୍ଯ୍ୟନ୍ତ ମହିଳାଙ୍କ…

ଗୁରୁଗ୍ରାମ : ଅନେକ ସମୟରେ ମହିଳାମାନେ ଓଲା କ୍ୟାବ୍‌ରେ ଅସଦାଚରଣର ଶିକାର ହେବାର ଖବର ମିଳିଥାଏ । ବେଳେ ବେଳେ ମହିଳାମାନେ କ୍ୟାବ୍‌ ଚାଳକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ମଧ୍ୟ ହୋଇଥାନ୍ତି । କିନ୍ତୁ ଗୁରୁଗ୍ରାମର ଜଣେ କ୍ୟାବ୍‌ ଚାଳକ ଏବେ ବି ଦୁନିଆରେ ମାନବିକତା ବଞ୍ଚିଛି ବୋଲି ପ୍ରମାଣ…
ଅଧିକ ଖବର ଦେଖନ୍ତୁ...

ରୋଡ୍‌ ସୋ’ ସମୟରେ ହଠାତ୍‌ ଗାଡ଼ି ଉପରକୁ ଉଠି ସନ୍ନି ଦେଓଲଙ୍କୁ ଚୁମ୍ବନ ଦେଲେ ମହିଳା

ଚଣ୍ଡିଗଡ଼ା : ଆଗକୁ ଲୋକସଭା ନିର୍ବାଚନର ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ମତଦାନ ଥିବା ବେଳେ ବିଭିନ୍ନ ଦଳମାନେ ରାଲି, ରୋଡ୍‌ ସୋ’ ଏବଂ ଜନସଭାର ଆୟୋଜନ କରି ପ୍ରଚାରକୁ ଜୋରସୋର କରିଛନ୍ତି । ତେବେ ଏଇ କିଛି ଦିନ ମଧ୍ୟରେ ନେତାମାନଙ୍କୁ ଚପଲ ଫିଙ୍ଗାଯିବା ସହ ଚାପୁଡ଼ା ମରାଯାଉଥିବାର ଦେଖା ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଆଇଏନ୍‌ଏସ୍‌ ବିରାଟରେ ରାଜୀବ ଗାନ୍ଧୀ ଛୁଟି କଟାଉଥିଲେ ବୋଲି କହିଥିଲେ ମୋଦୀ, କଂଗ୍ରେସ କହିଲା ବାୟୁସେନା ବିମାନକୁ…

ନୂଆଦିଲ୍ଲୀ : ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଇଏନ୍‌ଏସ୍‌ ବିରାଟରେ ଛୁଟି କଟାଉଥିଲେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏଭଳି ବୟାନ ଆସିବା ପରେ କଂଗ୍ରେସ ମଧ୍ୟ ପାଲଟା ଆକ୍ରମଣ କରିବାକୁ ଭୁଲି ନାହିଁ । ମୋଦୀ ଆଇଏନ୍‌ଏସ୍‌…
ଅଧିକ ଖବର ଦେଖନ୍ତୁ...

୪ ବର୍ଷରେ ୨ଟି ସର୍ଜରୀ ଜରିଆରେ ଓଜନକୁ ୩୦୦କିଲୋରୁ ୮୬କିଲୋକୁ ହ୍ରାସ କଲେ ଏସିଆର ସବୁଠାରୁ ଓଜନଦାର ମହିଳା

ମୁମ୍ବାଇ : ମୁମ୍ବାଇର ବସାଇରେ ରହୁଥିବା ଅମିତା ରଜାନୀଙ୍କ କାହାଣୀକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ୩୦୦ କିଲୋରୁ ୮୬କିଲୋ ପର୍ଯ୍ୟନ୍ତର ଯାତ୍ରା ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ୩୦୦କିଲୋ ଓଜନର ହୋଇ ସେ ଏସିଆର ସବୁଠାରୁ ଓଜନଦାର ମହିଳା ବୋଲି ଦାବି କରାଯାଉଥିବା ବେଳେ ଏବେ ସର୍ଜରୀ…
ଅଧିକ ଖବର ଦେଖନ୍ତୁ...