Daily Archives

May 9, 2019

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ବଡ଼ ବୟାନ : ମୁଁ ଆର୍ମିରେ ଥିବା ସମୟରେ ୧୦୦ଟି ସର୍ଜିକାଲ ଷ୍ଟ୍ରାଇକ…

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ପ୍ରଚାର ସମୟରେ ରାମାୟଣ ଏବଂ ମହାଭାରତର ଚରିତ୍ରଙ୍କ ନାମ ପ୍ରୟୋଗ କରାଯିବା ସହ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି । ଏନ୍‌ଡିଏ ସରକାର ଅମଳରେ ଦୁଇ ଥର ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିବା ବେଳେ ଯୁପିଏ ଅମଳରେ ମଧ୍ୟ ଅନେକ ସର୍ଜିକାଲ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଘରକୁ କୌଣସି ସ˚ପର୍କିୟ ଆସିବେ। ନୂଆ କାମ ଆରମ୍ଭ ସମ୍ବନ୍ଧରେ ବିଚାର ବିମର୍ଶ କରିପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା। ବୃଷ: ବୁଦ୍ଧିମତ୍ତାରେ କାମ କରନ୍ତୁ,…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାର୍ଯ୍ୟ; ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେବେ ଆସିବ ବିଜୁଳି

ଭୁବନେଶ୍ୱର : ଫୋନି ଓ ରାଜନୀତିର ଅଡ଼ୁଆ ସୂତାରେ ଏବେ ବଡ଼ ପ୍ରଶ୍ନ ହେଉଛି କେବେ ଆସିବ ଲାଇନ୍ ? ବାତ୍ୟା ପ୍ରଭାବିତ ଅଂଚଳରେ ଏହାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ବିଶେଷ କରି ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଏବଂ ଭୁବନେଶ୍ୱର ସହରର କେଉଁ ଅଂଚଳରେ କେବେ ବିଦ୍ୟୁତ ସଂଯୋଗ ହେବ, ତାହା…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ

ନୂଆଦିଲ୍ଲୀ- ଆସନ୍ତା କାଲି ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ । ଏ ସଂପର୍କରେ ସୁପ୍ରିମକୋର୍ଟ ଓ୍ବେବସାଇଟରେ ଏକ ନୋଟିସ ଦିଆଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ପାଞ୍ଚ ଜଣିଆ ବେଞ୍ଚ ଏହାର ଶୁଣାଣି କରିବେ । ଗତ ଜାନୁୟାରୀରେ…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ ଜିଲ୍ଲା କାରଗାର ପୁଣି ଚର୍ଚ୍ଚାରେ, କର୍ମଚାରୀଙ୍କ ବାଇକ ଧରି ଦୁଷ୍କର୍ମ ଆସାମୀ ଛୁ

ଫୁଲବାଣୀ:ଫୁଲବାଣୀ ଜିଲ୍ଲା କାରବାର ପୁଣି ଚର୍ଚ୍ଚାରେ। ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଯୋଗୁଁ କେବେ ବେଳେ କାରାଗାର ଭି୍‌ତରେ କଏଦୀଙ୍କ ମଧ୍ୟରେ ମାଡ଼ପିଟ  ହୁଏ ତ ଆଉ କେତେ ବେଳେ କଏଦୀ ଆଖିରେ ଧୂଳି ଦେଇ ଛୁ ମାରି ଦେଉଛନ୍ତି। ଜେଲରେ ଜଣେ କଏଦୀଙ୍କର ଆକ୍ରମଣରେ ଆଉ ଜଣେ କଏଦୀର ମୃତ୍ୟୁ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ଦେବେ ରାଜ୍ୟ ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ରାଜ୍ୟର ବ୍ୟାଙ୍କ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ଦରମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଫନି ପ୍ରଭାବିତ ଅଂଚଳରେ ଏହି ଟଙ୍କା ଖର୍ଚ୍ଚ ହେବ। ବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ମଧ୍ୟ ଆଇଏଏସ୍‌ (ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଯିଏ ବୋଲିଂ କରୁ କିଛି ଅସୁବିଧା ନାହିଁ, ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇଗଲେ କୌଣସି ଫରକ ପଡ଼ି ନଥାଏ: ପନ୍ତ

ବିଶାଖାପାଟଣା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦିଲ୍ଲୀ ପାଇଁ ଠିକ୍‌ ସମୟରେ ଋଷଭ ପନ୍ତଙ୍କ ବ୍ୟାଟ୍‌ ଚମକିଛି ଏବଂ ଏଲିମିନେଟର ମ୍ୟାଚରେ ହାଇଦ୍ରାବାଦ ବିପକ୍ଷରେ ଟିମକୁ ବିଜୟ ଦେଇ ପନ୍ତ ପାଭଲିଅନକୁ ପେରିଛନ୍ତି। ଦିଲ୍ଳୀର ୨ ଓ୍ଵକେଟ୍‌ରେ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା…
ଅଧିକ ଖବର ଦେଖନ୍ତୁ...

ବଂଶଧାରା ଜଳବିବାଦ ମାମଲା: ଟ୍ରିବ୍ୟୁନାଲଙ୍କ ଅନ୍ତରୀଣ ରାୟ ବିରୁଦ୍ଧରେ ଦାଖଲ କରାଯାଇଥିବା ଏସଏଲପିକୁ ପ୍ରତ୍ୟାହାର କଲେ…

ନୂଆଦିଲ୍ଲୀ:  ବଂଶଧରା ଜଳ ବିବାଦର ଟ୍ରିବ୍ୟୁନାଲର ଅନ୍ତରୀଣ ଆଦେଶ ବିରୋଧରେ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ସ୍ବତନ୍ତ୍ର ଲିଭ୍ ପିଟିସନ (ଏସଏଲପି)କୁ ଆଜି ପ୍ରତ୍ୟାହର କରିନିଆଯାଇଛି। ଆଜି ଏ ମାମଲାର ଶୁଣାଣି ସୁପ୍ରିମକୋର୍ଟର ବିଚାରପତି ଡି.ଓ୍ୱାଇ. ଚନ୍ଦ୍ରଚୂଡ଼ ଓ ବିଚାରପତି…
ଅଧିକ ଖବର ଦେଖନ୍ତୁ...

୮୪ ଶିଖ ବିରୋଧୀ ଦଙ୍ଗା; ଲୋକଙ୍କୁ ମାରିବା ପାଇଁ ସିଧାସଳଖ ନିର୍ଦ୍ଦେଶ ରାଜୀବ ଗାନ୍ଧିଙ୍କ ଅଫିସରୁ ଆସୁଥିଲା : ବିଜେପି

ନୂଆଦିଲ୍ଲୀ : ପୂର୍ବ ପ୍ରଧାନମନ୍ତ୍ରୀ ତଥା ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପିତା ରାଜୀବ ଗାନ୍ଧୀଙ୍କ ଉପରେ ନିଜର ଆକ୍ରମଣ ଅବ୍ୟାହତ ରଖିଛି ବିଜେପି । ଆଜି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ୧୯୮୪ରେ ହୋଇଥିବା ଶିଖ ବିରୋଧୀ ଦଙ୍ଗାରେ ରାଜୀବ ଗାନ୍ଧିଙ୍କର ସିଧାସଳଖ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଓଡ଼ିଆ ଭୋଟରଙ୍କ ସମର୍ଥନ ପାଇବା ଲାଗି ସବୁ ଦଳର ପ୍ରୟାସ ଜାରି: ‘ମିନି ଓଡ଼ିଶା’ ରୂପେ ପରିଚିତ କଟଓ୍ୱାରିୟା…

ନୂଆଦିଲ୍ଲୀ (ନଇମ୍ ଅଖତାର): ଦିଲ୍ଲୀରେ ଲୋକସଭାର ସାତଟି ଆସନ ପାଇଁ ନିର୍ବାଚନ ମଇ ୧୨ରେ ହେବ। ମୁଖ୍ୟତଃ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟୀ (ଆପ୍) ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ରହିଛି। ଆସନ୍ତା କାଲି ନିର୍ବାଚନ ପ୍ରଚାର ସରିବ। ପ୍ରଚାର କାର୍ଯ୍ୟକ୍ରମରେ ତିନି…
ଅଧିକ ଖବର ଦେଖନ୍ତୁ...