Daily Archives

May 10, 2019

ପ୍ରେମିକ ଆଗରେ ପ୍ରେମିକାକୁ ଗାଡ଼ିରୁ ଟାଣି ନେଇ ଦୁଷ୍କର୍ମ କଲେ ୪ ଯୁବକ

ବେଙ୍ଗାଲୁରୁ : କର୍ଣ୍ଣାଟକର ମଇସୁରରେ ଜଣେ ଯୁବତୀକୁ ତା’ର ପ୍ରେମିକ ଆଗରେ ଦୁଷ୍କର୍ମ କରାଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୀଡ଼ିତା ଏବଂ ତାଙ୍କ ପ୍ରେମିକ ବାଇକ୍‌ରେ ଫେରୁଥିବା ସମୟରେ ୪ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇବା ସହ ପୀଡ଼ିତାଙ୍କୁ ଟାଣି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୨: ଚେନ୍ନାଇକୁ ଫାଇନାଲରେ ଭେଟିବ ମୁମ୍ବାଇ

ବିଶାଖାପାଟଣା: ଅଭିଜ୍ଞତା ନିକଟରେ ଯୁବବାହିନୀ ପରାଜୟ ସ୍ବୀକାର କରିଛି। ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୬ ୱିକେଟ୍‌ରେ ହରାଇ ଚେନ୍ନାଇ ସୁପର୍ କିଙ୍ଗସ ଆଇପିଏଲ୍‌-୧୨ର ଫାଇନାଲରେ ସ୍ଥାନ ପକ୍କା କରି ନେଇଛି। ରବିବାର ଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ…
ଅଧିକ ଖବର ଦେଖନ୍ତୁ...

ନେହାଙ୍କ ସୋ’ରେ ଇଶାନଙ୍କ ଖୁଲାସା : ଜାହ୍ନବୀଙ୍କୁ ନୁହେଁ ଏହାକୁ କରୁଛନ୍ତି ଡେଟ୍‌ !

ମୁମ୍ବାଇ : ଫିଲ୍ମ ‘ଧଡ଼କ’ ରିିଲିଜ୍‌ ହେବା ପରଠାରୁ ଅଭିନେତା ଇଶାନ ଖଟ୍ଟର ଏବଂ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଚର୍ଚ୍ଚା ହୋଇ ଆସୁଛି । କିନ୍ତୁ ଦୁହେଁ କେବେ ହେଲେ ଏହାକୁ ସ୍ୱୀକାର କରି ନାହାନ୍ତି । ତେବେ ଦୁହିଁଙ୍କ ସଂପର୍କକୁ ନେଇ ଆଲୋଚନା ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

ବୋଟିଂ କରୁଥିବା ସମୟରେ ସମୁଦ୍ର ପାଣିକୁ ଖସି ପଡ଼ିଲା ଫୋନ, ଭିଡିଓରେ ଦେଖନ୍ତୁ କିଭଳି କିଛି ସମୟ ପରେ ମହିଳାଙ୍କୁ ଫୋନ…

ନୂଆଦିଲ୍ଲୀ : ନରୱେରେ ଏକ ବେଲୁଗା ପ୍ରଜାତିର ତିମି ମାଛ ଜଣେ ମହିଳାଙ୍କୁ ପାଣିରେ ପଡ଼ି ଯାଇଥିବା ଫୋନ ଫେରାଇବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଫୋନ ଫେରାଇବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ, ଇଶା ନାମ୍ନୀ ଜଣେ ମହିଳା…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ବାଜିଗର’ର ସୁଟିଂ ସମୟରେ କାଜୋଲଙ୍କୁ ଏହି ଗୀତ ମିଳିବାରୁ ରାଗି ଯାଇଥିଲେ ଶିଳ୍ପା

ମୁମ୍ବାଇ : ଫିଲ୍ମ ‘ବାଜିଗର’ରୁ ବଲିଉଡ୍‌ରେ ପାଦ ରଖିଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ଅଭିନେତ୍ରୀ କାଜୋଲ ଦେବଗନ । ଫିଲ୍ମ ଶିଳ୍ପାଙ୍କ ଅପେକ୍ଷା କାଜୋଲଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ସୁଟିଂ…
ଅଧିକ ଖବର ଦେଖନ୍ତୁ...

ବରଣମାଳା ରୀତିନୀତି ସମୟରେ ତଳେ ପଡ଼ିଗଲା ବର, କାରଣ ଜାଣି ବିବାହ କରିବାକୁ ମନା କଲା କନ୍ୟା

ଗାଜିଆବାଦ୍‌ : ଗାଜିଆବାଦ୍‌ର ଟ୍ରୋନିକା ସହରରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବରଣମାଳା ସମୟରେ ବର ତଳେ ପଡ଼ିଯିବା ପରେ କନ୍ୟାପକ୍ଷ ଲୋକେ କିଛି ବୁଝି ପାରି ନ ଥିଲେ । ପରେ ବର ନିଶାଗ୍ରସ୍ତ ହୋଇ ପଡ଼ି ଯାଇଥିବା ଜାଣିବାକୁ ପାଇବା ପରେ କନ୍ୟା ବିବାହ ପାଇଁ ମନା କରି ଦେଇଥିବା…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦,୦୦୦ ଟଙ୍କା ଦେଲେ ସ୍ଥାନୀୟ ଘରୋଇ କମ୍ପାନିର ପରିଚାଳନା ନିର୍ଦ୍ଦେଶକ

ଜୟପୁର: ବାତ୍ୟା ‘ଫନି’ ପ୍ରଭାବିତ ଲୋକଙ୍କ ପାଇଁ କୋରାପୁଟ ଜିଲ୍ଲାର ଜୟପୁର ସହରର ଏକ ଘରୋଇ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦,୦୦୦ ଟଙ୍କା ଦାନ କରିଛନ୍ତି। ବିଶ୍ୱର୍କ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଇଂଜିନିୟର…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ କୁମାରଙ୍କ ୭ବର୍ଷ ହେଲାଣି କାନାଡ଼ା ଯାଇ ନ ଥିବା ଟୁଇଟ୍‌ ମିଛ : ୨୦୧୪ରେ ଅକ୍ଷୟ କାନାଡ଼ା ଯାଇଥିବାର ପ୍ରମାଣ ଦେଲେ…

ମୁମ୍ବାଇ : ଚତୁର୍ଥ ପର୍ଯ୍ୟାୟ ମତଦାନରେ ଭୋଟ୍‌ ଦେଇ ନ ଥିବାରୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ନାଗରିକତା ଏବଂ ଦେଶଭକ୍ତିକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଥିଲେ । ଏ ନେଇ ଅକ୍ଷୟ କୁମାର ଟୁଇଟ୍‌ କରି ସଫେଇ ଦେଇଥିବା ବେଳେ ତାଙ୍କୁ ଟୁଇଟ୍‌ରୁ ଜଣେ ବ୍ୟବହାରକାରୀ ସେ ମିଛ…
ଅଧିକ ଖବର ଦେଖନ୍ତୁ...

ଥଣ୍ଡା ଜ୍ୱର ହେଲେ ଔଷଧ ନ ଖାଇ ଏହି ୩ଟି ଉପାୟ ଆପଣାଇଥାନ୍ତି ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ଫିଟ୍‌ ରାଜନେତାମାନଙ୍କ ମଧ୍ୟରୁ ଜଣେ । ସକାଳୁ ଶୀଘ୍ର ଉଠି ଯୋଗ କରିବା ସହ ସାରା ଦିନରେ ମାତ୍ର ୩ଘଣ୍ଟା ଶୋଇଥାନ୍ତି ମୋଦୀ । ତାଙ୍କର ଦିନଚର୍ଯ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ତାଙ୍କୁ ନେଇ ଆଉ ଏକ ଖବର…
ଅଧିକ ଖବର ଦେଖନ୍ତୁ...

ଆପ୍‌ର ଅଭିଯୋଗ : ଗାଡ଼ିରେ ଏସି ଲଗାଇ ବସି ଥିଲେ ଗମ୍ଭୀର, ରୋଡ୍‌ ସୋ’ରେ ତାଙ୍କ ଭଳି ଦିଶୁଥିବା ବ୍ୟକ୍ତିଙ୍କୁ ଗମ୍ଭୀର…

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଥିବା ସମସ୍ତ ୭ଟି ଲୋକସଭା ଆସନ ପାଇଁ ଆସନ୍ତା ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଷଷ୍ଠ ପର୍ଯ୍ୟାୟ ମତଦାନରେ ପୂର୍ବ ଦିଲ୍ଲୀ ଲୋକସଭା ସିଟ୍‌ରୁ ବିଜେପି ପ୍ରାର୍ଥୀ ତଥା କ୍ରିକେଟର ଗୌତମ ଗମ୍ଭୀର ଏବଂ ଆପ୍‌ ପ୍ରାର୍ଥୀ ଅତିଶୀଙ୍କ ମଧ୍ୟରେ କଡ଼ା…
ଅଧିକ ଖବର ଦେଖନ୍ତୁ...