Daily Archives

May 10, 2019

ଯଦି ମୋଦୀ ପୁଣି ଥରେ କ୍ଷମତାକୁ ଆସିଲେ ଏଥିପାଇଁ ଦାୟୀ ହେବେ ରାହୁଲ ଗାନ୍ଧୀ : ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ମେ’ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଆଜି ସଂନ୍ଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ତେବେ ପ୍ରଚାର ସମୟରେ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରିଥିଲା । ପୂର୍ବ ଦିଲ୍ଲୀରୁ ବିଜେପିର…
ଅଧିକ ଖବର ଦେଖନ୍ତୁ...

ଅମେଥିରେ ରାହୁଲ ଗାନ୍ଧୀଙ୍କୁ ମାଡ଼ ! ଭାଇରାଲ ହେଲା ରାହୁଲଙ୍କ ଏଭଳି ଫଟୋ, ଜାଣନ୍ତୁ ଏହା ପଛର ସତ

ନୂଆଦିଲ୍ଲୀ : ଫେସ୍‌ବୁକ୍‌ ବ୍ୟବହାରକାରୀ ନିଧି ଶର୍ମା ରାହୁଲ ଗାନ୍ଧୀଙ୍କ ଏକ ଫଟୋକୁ ଅଲଗା ଅଲଗା ଗ୍ରୁପରେ ସେୟାର କରିବା ସହ କ୍ୟାପ୍‌ସନରେ, ଅମେଥିରେ ରାହୁଲ ଗାନ୍ଧୀଙ୍କର ଏଭଳି ସ୍ୱାଗତ କରାଯାଇଥିଲା ବୋଲି ଲେଖିଥିଲେ । ପଠା ଯାଇଥିବା ଫଟୋରେ ରାହୁଲଙ୍କ ବାମ ଆଖି ଫୁଲିଥିବା ଦେଖା ଯାଇଛି ।…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ନେଇ ଆପତ୍ତିଜନକ ହେଡ୍‌ଲାଇନ୍‌ ଦେଲା ଟାଇମ୍‌ ମାଗାଜିନ୍‌: ଭାରତକୁ ଭାଗ ଭାଗ କରୁଥିବା ମୁଖ୍ୟ

ନୂଆଦିଲ୍ଲୀ : ଆମେରିକାର ନିଉଜ୍‌ ମାଗାଜିନ୍‌ ଟାଇମ୍‌ ମେ’ ୨୦, ୨୦୧୯ ସଂସ୍କରଣର କଭର ପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ପ୍ରଚ୍ଛଦ ପ୍ରସଙ୍ଗ ପ୍ରକାଶ କରିଛି। ଏହାର ପ୍ରଚ୍ଛଦରେ .ମୋଦୀଙ୍କ  ଫଟୋ ରହିଛି ଓ  ଫଟୋ ସହ ଏକ ବିବାଦୀୟ ଶୀର୍ଷକ ମଧ୍ୟ ଲେଖା ଯାଇଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ। ସବୁ ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ବଢ଼ିଆ ଢ଼ଙ୍ଗରେ କାମ କରିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ…
ଅଧିକ ଖବର ଦେଖନ୍ତୁ...

ମୁହଁ ଖୋଲିଲେ ୯୯’ ମହାବାତ୍ୟା ସମୟର ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ : ୮୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ…

ଭୁବନେଶ୍ବର : ୧୯୯୯ ମସିହାର ମହାବାତ୍ୟା ପରେ ସବୁଠୁ ବଡ ବାତ୍ୟା ଫୋନିକୁ ସାମ୍ନା କରିଛି ଓଡ଼ିଶା । ଆଉ ୨୦ ବର୍ଷ ତଳେ ସେଇ ମହାବାତ୍ୟାକୁ ମୁକାବିଲା କରିଥିବା ଓଡ଼ିଶାର ତତ୍କାଳୀନ  ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଆଜି ପ୍ରଥମ ଥର ପାଇଁ ଫୋନିକୁ ନେଇ ମୁହଁଖୋଲିଛନ୍ତି । ଗମାଙ୍ଗ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୧୧ ସହରରେ ତାପମାତ୍ରା ୪୦ ଉପରେ, ସବୁଠାରୁ ଉତ୍ତପ୍ତ ଟିଟିଲାଗଡ଼

ଭୁବନେଶ୍ୱର: ଜଳୁଛି ସାରା ଓଡ଼ିଶା। ରାଜ୍ୟର ୧୧ ସହରରେ ପାରଦ ୪୦ ଡିଗ୍ରୀ ଉପରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ ଉଲ୍ଲେଖ ରହିଛି ଯେ, ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ ରହିଛି। ଯାହାର ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ ରହିଥିଲା। ଏହା ତଳକୁ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ: ଗୁଲାମ ନବୀ ଆଜାଦ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ୍‌ ଓଡ଼ିଶାରେ ପ୍ରଳୟଙ୍କାରୀ ବାତ୍ୟା ‘ଫନି’ଦ୍ୱାରା କ୍ଷତିଗ୍ରସ୍ତ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଶ୍ରୀ ଆଜାଦ ଆଜି ପୁରୀ ଓ କୋଣାର୍କର କ୍ଷତିଗ୍ରସ୍ତ…
ଅଧିକ ଖବର ଦେଖନ୍ତୁ...

୮୪ ଶିଖ ଦଙ୍ଗା ସଂପର୍କରେ ପିତ୍ରୋଡାଙ୍କ ମତ ଦଳର ମତ ନୁହେଁ : କଂଗ୍ରେସ

ନୂଆଦିଲ୍ଲୀ : ୧୯୮୪ ଶିଖ ବିରୋଧୀ ଦଙ୍ଗା ସଂପର୍କରେ ବରିଷ୍ଠ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ବୟାନଠାରୁ ନିଜକୁ ଦୂରେଇ ରଖିଛି କଂଗ୍ରେସ। କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଏହା କଂଗ୍ରେସ ଦଳର ମତ ନୁହେଁ । କଂଗ୍ରେସ ସବୁବେଳେ କ୍ଷତିଗ୍ରସ୍ତ ଶିଖମାନଙ୍କ ଉନ୍ନତି ପାଇଁ…
ଅଧିକ ଖବର ଦେଖନ୍ତୁ...

‘ଫନି’ ପରେ ସ୍ୱାସ୍ଥ୍ୟସେବାକୁ ପରଖିବା ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍‌

ଭୁବନେଶ୍ୱର: ବାତ୍ୟା ପରବର୍ତୀ ଅବସ୍ଥାରେ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ। କେନ୍ଦ୍ରରୁ ୧୨ ଜଣିଆ ବିଶେଷଜ୍ଞ ଦଳ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ଜଣିଆ ଟିମ୍‌ ବାତ୍ୟା ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର କାର୍ଗୋ ବିମାନକୁ ଭାରତୀୟ ବାୟୁସେନା ବଳପୂର୍ବକ ଭାବେ ଜୟପୁରରେ କରାଇଲା ଅବତରଣ

ନୂଆଦିଲ୍ଲୀ/ ଜୟପୁର: ପାକିସ୍ତାନରୁ ଆସୁଥିବା ଏକ କାର୍ଗୋ ବିମାନ (ମାଲବାହୀ ବିମାନ)କୁ ଭାରତୀୟ ବାୟୁସେନା ଆଜି (ଶୁକ୍ରବାର) ଅପରାହ୍ଣରେ ବଳପୂର୍ବକ ଭାବେ ଜୟପୁର ବିମାନ ବନ୍ଦରରେ ଅବତରଣ କରାଇ ଦେଇଥିବା ଜାଣିବାକୁ ମିଳିଛି। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ପାକିସ୍ତାନର…
ଅଧିକ ଖବର ଦେଖନ୍ତୁ...