Daily Archives

May 11, 2019

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପିଲାର ମା’ ବନିଲେ ୧୪ବର୍ଷୀୟା ନାବାଳିକା

ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ନେପାଳରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ୧୪ବର୍ଷୀୟା ନାବାଳିକା ୫ମ ଶ୍ରେଣୀ ଛାତ୍ରର ପିଲାର ମା’ ବନିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ୫ମ ଶ୍ରେଣୀ ଛାତ୍ରର ବୟସ ୧୩ବର୍ଷ ବୋଲି ଜଣା ପଡ଼ିଛି । ଏହି ଖବର ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ବିବାଦରେ ବିଦ୍ୟୁତ୍‌ ଖୁଣ୍ଟ : ବାତ୍ୟା ଫନିର କୌଣସି ପ୍ରଭାବ ପଡନି ରେଳ ବିଭାଗ ବିଦ୍ୟୁତ ଖୁଂଟ ଉପରେ, ହେଲେ କାହିଁକି…

ଭୁବନେଶ୍ୱର : ବାତ୍ୟାଂଚଳରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବିଦ୍ୟୁତ ବ୍ୟବସ୍ଥା ଭିତରେ ଆମେ ଆପଣଙ୍କୁ ବିଦ୍ୟୁତ ଭିତିଭୂମିର ଦୁଇଟି ଚିତ୍ର ଦେଖାଇବାକୁ ଯାଉଛୁ । ଯାହାକୁ ଦେଖିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେବ । ଗୋଟିଏ ଚିତ୍ର ହେଉଛି, ଶକ୍ତି ବିଭାଗର ବିଦ୍ୟୁତ ଖୁଂଟ । ହଜାର ହଜାର…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ କିଆରା ଆଡ୍‌ଭାନୀଙ୍କ ମାଉସୀ ଥିଲେ ସଲମାନଙ୍କ ପ୍ରଥମ ପ୍ରେମିକା

ମୁମ୍ବାଇ : କିଛି ଦିନ ତଳେ ଟାଇମ୍ସ ଅଫ୍‌ ଇଣ୍ଡିଆ ନିଜର ଏକ ରିପୋର୍ଟରେ, ବିବାହ ନ କରି ସରୋଗେସୀ ମାଧ୍ୟମରେ ସଲମାନ ବାପା ହେବାକୁ ଯୋଜନା କରୁଥିବା କଥା କହିଥିଲା । ତେବେ ଏହା ତ ସମସ୍ତଙ୍କୁ ଜଣା ଯେ, ସଲମାନ ପିଲାମାନଙ୍କୁ କେତେ ପସନ୍ଦ କରନ୍ତି । କିନ୍ତୁ ଏହି ଖବରରେ କେତେ ସତ୍ୟତା ରହିଛି…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଭାଇରାଲ ହେଲା ମଝି ରାସ୍ତାରେ ବିଷଧର ନାଗୁଣୀ ଅଣ୍ଡା ଦେଉଥିବାର ଭିଡିଓ, ଉଡ଼ିଲା ଲୋକଙ୍କ ହୋସ

ନୂଆଦିଲ୍ଲୀ : ଟିକେ ଭାବନ୍ତୁ ତ, ରାସ୍ତାରେ କୌଣସି କାମରେ ବାହାରକୁ ଯାଉଥିବା ବେଳେ ଯଦି ଆପଣଙ୍କ ଆଖି ଆଗକୁ ଏକ ବଡ଼ ସାପ ଆସିଯାଏ ତେବେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ? ଆପଣ ଡ଼ରିବେ ନିଶ୍ଚୟ । ଯଦି ଆପଣ ମଝି ରାସ୍ତାରେ ଏକ ନାଗୁଣୀକୁ ଅଣ୍ଡା ଦେଉଥିବାର ଦେଖନ୍ତି, ତେବେ ଆପଣଙ୍କ ପ୍ରତିକ୍ରିୟା…
ଅଧିକ ଖବର ଦେଖନ୍ତୁ...

ରଥ କାଠ ଟ୍ରକରୁ ବାହାର କରୁଥିବା ବେଳେ ଗୋଡରେ ରଥ କାଠ ପଡି ବନ ବିଭାଗ କର୍ମଚାରୀ ଗୁରୁତର, କଟକ ବଡ ମେଡିକାଲକୁ…

ପୁରୀ : ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଆଉ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥକାଠ ମଧ୍ୟ ଆସି ପହଞ୍ଚିଲାଣି । ଶ୍ରୀବିଗ୍ରହଙ୍କ ରଥ ନିର୍ମାଣ ପାଇଁ ଦଶପଲ୍ଲା ବନଖଣ୍ଡରୁ ଆଜି ଧୌରା ଓ ଅସନ ମିଶି ପଚିଶି ଖଣ୍ଡ କାଠ ଆସିଛି । ତେବେ ସେହି କାଠକୁ ବନ ବିଭାଗ…
ଅଧିକ ଖବର ଦେଖନ୍ତୁ...

ସାରା-କୃତିଙ୍କ ପରେ ଏବେ ଏହି ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେଟ୍‌ କରିବା ଆରମ୍ଭ କଲେଣି ସୁଶାନ୍ତ

ମୁମ୍ବାଇ : ଚର୍ଚ୍ଚାରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ । କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ନିଜ ବ୍ୟକ୍ତିଗତ ଜୀବନ ପାଇଁ ସୁଶାନ୍ତ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମେ ଅଭିନେତ୍ରୀ ଅଙ୍କିତା ପରେ ସାରା-କୃତି ସାନୋନଙ୍କ ପରେ ଏବେ ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କୁ ଡେଟ୍‌ କରିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଫନିରେ ଛାରଖାର ବାଲୁଖଣ୍ଡ ଅଭୟାରଣ୍ୟ : ଅଭୟାରଣ୍ୟରେ ଥିବା ୪ହଜାରରୁ ଅଧିକ ହରିଣଙ୍କର ମିଳୁନି ପତ୍ତା, ଖୋଜୁଛି…

ପୁରୀ : ବାତ୍ୟା ଫନି ଉଜାଡି ଦେଇଛି ବାଲୁଖଣ୍ଡ ଅଭୟାରଣ୍ୟ । ପୁରା ଖିନବିନ ହୋଇଯାଇଛି ଏହି ବନାଂଚଳ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଭୟାରଣ୍ୟରେ ଥିବା ୪ହଜାରରୁ ଅଧିକ ଚିତ୍ର ହରିଣଙ୍କ ଖୋଜ ଖବର ନାହିଁ । କୁଆଡେ ଗଲେ ଏହି ହରିଣ । ପବନ ଉଡେଇନେଲା ନା ମାଟିରେ ମିଶିଗଲେ । ଏହି ପ୍ରଶ୍ନର…
ଅଧିକ ଖବର ଦେଖନ୍ତୁ...

ଅଲଓ୍ଵରରେ ପୁଣି ଦୁଷ୍କର୍ମ : ଗର୍ଭବତୀ ବୋହୂର ଚିକିତ୍ସା କରାଇବାକୁ ନେଇଥିବା ଶାଶୁ ହେଲେ ଦୁଷ୍କର୍ମର ଶିକାର

ଅଲଓ୍ଵର : ଏଇ କିଛି ଦିନ ମଧ୍ୟରେ ଅଲଓ୍ଵାରରୁ ଦୁଇଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ଜଣେ ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଛନ୍ତି । ଗର୍ଭବତୀ ବୋହୂକୁ ନେଇ ଶାଶୁ ଚିକିତ୍ସା କରାଇବାକୁ ଯାଇଥିବା ବେଳେ କାଗଜପତ୍ରରେ ହସ୍ତାକ୍ଷର କରିବାକୁ ଡ଼ାକି ନେଇ ତାଙ୍କ ସହ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ସହରାଞ୍ଚଳରେ ଆରମ୍ଭ ହେଲା ଭ୍ରାମ୍ୟମାଣ ବ୍ୟାଙ୍କ ସେବା, ଆର୍ଥିକ କାରବାର ପାଇଁ ସହରାଞ୍ଚଳର ବିଭିନ୍ନ ଛକରେ ବୁଲୁଛି…

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଗତ ୩ ତାରିଖରୁ ସହରାଞ୍ଚଳରେ ସମସ୍ତ ସେବା ଠପ୍ ହୋଇପଡ଼ିଛି । ଆଉ ଏଭଳି ସ୍ଥିତିରେ ଲୋକମାନଙ୍କୁ ସମସ୍ତ ମୌଳିକ ସୁବିଧା ହାତ ପାହାନ୍ତାରେ ପହଁଚାଇବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗତାକାଲି ଭ୍ରାମ୍ୟମାଣ ମୋବାଇଲ ସେବା ଆରମ୍ଭ ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା ଚୋପ୍ରାଙ୍କ ମେଟ୍‌ ଗାଲାର ଫଟୋରେ ମମତା ବାନାର୍ଜୀଙ୍କ ମୁହିଁ ଲଗାଇ ନକଲି ଫଟୋ ସେୟାର କଲେ ମହିଳା, ଗିରଫ କଲା…

କୋଲକାତା : କିଛି ଦିନ ତଳେ ମେଟ୍‌ ଗାଲା ୨୦୧୯ରେ ଥିବା ପ୍ରିୟଙ୍କାଙ୍କ ଲୁକ୍‌କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ଲୋକେ ଟ୍ରୋଲ କରିବା ସହ ବୀରାପ୍ପାନଙ୍କ ନିଶ ସହ ପ୍ରିୟଙ୍କାଙ୍କ କେଶ ସଜ୍ଜାକୁ ତୁଳନା କରିଥିଲେ । ତେବେ ଏବେ ସବୁ ଚର୍ଚ୍ଚା ମଧ୍ୟରେ ଆଉ ଏକ…
ଅଧିକ ଖବର ଦେଖନ୍ତୁ...