Daily Archives

May 12, 2019

ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ତାଙ୍କ ପାଖରେ ପହଞ୍ଚିଲେ ଦୀପିକା

ମୁମ୍ବାଇ : ନ୍ୟୁୟର୍କରେ ଆୟୋଜିତ ହୋଇଥିବା ମେଟ୍‌ ଗାଲା ୨୦୧୯ରେ ଧମାକାଦାର ଏଣ୍ଟ୍ରି ପରେ ନିଜ ବ୍ୟସ୍ତତା ଭିତରୁ ସମୟ ବାହାର କରି ଋଷି କପୁରଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ । କିଛି ମାସ ହେଲାଣି ଋଷି କପୁର ପତ୍ନୀ ନୀତୁ କପୁରଙ୍କ ସହ ନ୍ୟୁୟର୍କରେ ରହି ନିଜ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇ ସୁପର କିଙ୍ଗସକୁ ୧ ରନରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ଚାମ୍ପିୟନ୍‌

ହାଇଦ୍ରାବାଦ : ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ହାଇଦ୍ରାବାଦରେ ଖେଳାଯାଇଥିବା ରୋମାଞ୍ଚକର ଆଇପିଏଲ୍‌ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ମାତ୍ର ୧ ରନରେ ପରାଜିତ ହୋଇଥିଲା ଚେନ୍ନାଇ।…
ଅଧିକ ଖବର ଦେଖନ୍ତୁ...

ମା’ ହେବାକୁ ଚାହୁଁ ନାହାନ୍ତି ଅଭିନେତ୍ରୀ କବିତା କୌଶିକ୍‌, ଜାଣନ୍ତୁ କାରଣ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କବିତା କୌଶିକ୍‌ ୨ବର୍ଷ ତଳେ ନିଜର ପ୍ରେମିକ ରୋନିତ୍‌ ବିଶ୍ୱାସଙ୍କୁ ବିବାହ କରି ନେଇଥିଲେ । ତେବେ ବିବାହକୁ ୨ବର୍ଷ ହୋଇ ସାରିଥିବା ବେଳେ ସେ କେବେ ମା’ ହେବେ ଏବଂ କେବେ ନିଜ ପରିବାରକୁ ଆଗକୁ ବଢ଼ାଇବେ ସେ ପ୍ରଶ୍ନର ସାମ୍ନା କବିତା ଅନେକ ଥର କରି ସାରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ମାନବିକତାର ମୃତ୍ୟୁ ! ଲୋକଙ୍କ ପଥର ମାଡ଼ରେ ପାହାଡ଼ରୁ ନଦୀକୁ ଖସି ପଡ଼ି ଭାଲୁର ଜୀବନ ଗଲା, ଭିଡିଓରେ ଦେଖନ୍ତୁ ସେ ସମୟର…

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ କାରଗିଲର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କିଛି ଲୋକ ଏକ ଭାଲୁକୁ ଟେକା ପଥର ଫିଙ୍ଗୁଥିବା ଦେଖିବାକୁ ମିଳିଛି । ପାହାଡ଼ କଡ଼ରେ ଠିଆ ହୋଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ଭାଲୁଟି ପାଖ ନଦୀକୁ ଖସି ପଡ଼ୁଛି । ଏହା ପରେ ତା’ର ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ ପରେ ବଢ଼ିଲା ରାଜନୀତି : କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ କେବଳ ଲୋକ ଦେଖାଣିଆ ଘୋଷଣା…

ଭୁବନେଶ୍ୱର : ବାତ୍ୟା ‘ଫନି’ ପରେ ବଢ଼ିଲା ରାଜନୀତି । ‘ଫନି’ରେ ପ୍ରଭାବିତ ହୋଇଥିବା କ୍ଷତିଗ୍ରସ୍ତଙ୍କ ପାଇଁ ୧୬୦୦ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । କାରଣ ଏଥିରେ କୃଷକ, ପଶୁ, ମତ୍ସ୍ୟଚାଷୀ ଓ ଏସଏଚଜି ଗ୍ରୁପଙ୍କ ପାଇଁ ସ୍ୱତନ୍ତ୍ରଣ…
ଅଧିକ ଖବର ଦେଖନ୍ତୁ...

ତୈମୁର ଜନ୍ମ ହେବା ପରେ ଡ଼ାକ୍ତରଙ୍କୁ ପ୍ରଥମେ ଏହି ପ୍ରଶ୍ନ କରିଥିଲେ କରୀନା କପୁର ଖାନ୍‌

ମୁମ୍ବାଇ : ଜନ୍ମ ପରଠାରୁ ହିଁ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ କରୀନା କପୁର ଖାନ୍‌ ଏବଂ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌। ନିଜ ମାତା-ପିତାଙ୍କଠାରୁ ଲୋକପ୍ରିୟତାରେ ଆଗରେ ରହିଛନ୍ତି ତୈମୁର । କୌଣସି ଫିଲ୍ମ ନ କରି ମଧ୍ୟ ତାଙ୍କର ଗୋଟେ ଝଲକ ପାଇଁ ଲୋକେ ଅନାଇ…
ଅଧିକ ଖବର ଦେଖନ୍ତୁ...

ଟ୍ୱିଟରରେ ଫଟୋ ସେୟାର କରି ଟ୍ରୋଲ ହେଲେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରର୍ବଟ ଭଦ୍ରା : ଭାରତୀୟ ଜାତୀୟ ପତାକା ବଦଳରେ…

ନୂଆଦିଲ୍ଲୀ : ଟ୍ୱିଟରରେ ଫଟୋ ସେୟାର କରି ଟ୍ରୋଲ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରର୍ବଟ ଭଦ୍ରା । ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ହେଉଥିବା ବେଳେ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଭୋଟ ଦେଇଥିଲେ । ଭୋଟ ଦେବା ପରେ କାଳି ଲାଗିଥିବା…
ଅଧିକ ଖବର ଦେଖନ୍ତୁ...

ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବିମାନ, ଲ୍ୟାଣ୍ଡିଙ୍ଗ୍‌ ଗିୟର ଫେଲ୍‌ ହେବା ପରେ…

ନୂଆଦିଲ୍ଲୀ : ଜଣେ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା ଜଣା ପଡ଼ିଛି । ମିଆଁମାର ଏୟାରଲଇନ୍ସର ବିମାନ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଲୋକେ ପାଇଲଟ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ବିମାନଟି ଅବତରଣ…
ଅଧିକ ଖବର ଦେଖନ୍ତୁ...

କେବଳ ନିଜ କଥା ଭାବନ୍ତି, ଦେଶର ଲୋକମାନଙ୍କ ପାଇଁ ସ୍ୱର ଉଠାନ୍ତି ନାହିଁ: କଙ୍ଗନାଙ୍କ ଏଭଳି ବୟାନ ପରେ ପ୍ରତିକ୍ରିୟା…

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ  କଙ୍ଗନା ରାନାଓ୍ୱତ   ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କୁ ଟାର୍ଗେଟ କରି ତାଙ୍କୁ ସମାଲୋଚନା କରିଥିଲେ । ଫିଲ୍ମ ଛଡ଼ା ଏମାନେ ଦେଶ କଥା ଭାବୁ ନାହାନ୍ତି ବୋଲି କଙ୍ଗନା ଆରୋପ ଲଗାଇଥିଲେ । ସୋସିଆଲ ମିଡିଆ ଏବଂ ବିଭିନ୍ନ ସାକ୍ଷାତକାରରେ…
ଅଧିକ ଖବର ଦେଖନ୍ତୁ...

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଭୋଟ ଦେବା ପାଇଁ ବିଦେଶ ଗସ୍ତ ଅଧାରୁ ଭାରତ ଫେରି…

ନୂଆଦିଲ୍ଲୀ : ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ରବିବାରରେ ଭୋଟଗ୍ରହଣ ହେଉଥିବାରୁ ଲୋକମାନେ ମଧ୍ୟ ବହୁମାତ୍ରାରେ ଭୋଟ ଦେବାକୁ ମତଦାନକେନ୍ଦ୍ରକୁ ଆସୁଛନ୍ତି । ବଡ ବଡ ନେତା ଓ ସେଲିବ୍ରିଟିମାନେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...