Daily Archives

May 12, 2019

ପରୀକ୍ଷାରେ ଅସଫଳ ହେବା ପରେ ପ୍ରେମିକାକୁ ଦାୟୀ କରି କଲେଜ ଫି’ ଦେବାକୁ ଦାବି କଲେ ଡ଼ାକ୍ତରୀ ଛାତ୍ର

ଔରାଙ୍ଗାବାଦ୍‌ : ମହାରାଷ୍ଟ୍ରର ଔରାଙ୍ଗାବାଦ୍‌ରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଜଣେ ଡ଼ାକ୍ତରୀ ଛାତ୍ର ପରୀକ୍ଷାରେ ଅସଫଳ ହେବାରୁ ନିଜ ପ୍ରେମିକାକୁ କଲେଜ ଫି’ ଦେବାକୁ ବାଧ୍ୟ କରୁଥିଲା । ଅଭିଯୋଗ ପାଇବା ପରେ ପାଇଁ ପୁଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଥିବା ଜଣା ପଡ଼ିଛି । ସୂଚନା…
ଅଧିକ ଖବର ଦେଖନ୍ତୁ...

ଆଜି ବି ବେଲେଣା କାଠିରେ ମାଡ଼ ଖାଉଛି, ମୋ କଥା ଚିନ୍ତା କରି କରି ମୋ ମା’ ଶୀଘ୍ର ବୃଦ୍ଧା ହୋଇ ଯାଉଛନ୍ତି : ସଲମାନ ଖାନ୍‌

ମୁମ୍ବାଇ : ବିଶ୍ୱ ମାତୃତ୍ୱ ଦିବସ ଅବସରରେ ସମସ୍ତେ ନିଜ ନିଜର ମା’ମାନଙ୍କୁ ଶୁଭେଚ୍ଛା ସହ ଉପହାର ଦେଉଥିବା ଦେଖାଯାଇଛି । ସୋସିଆଲ ମିଡିଆରେ ସମସ୍ତେ ନିଜ ମା’ଙ୍କ ସହ ଫଟୋ ସେୟାର କରି ନିଜ ମନ କଥା କହିଛନ୍ତି । ଏ ମଧ୍ୟରେ ପଛରେ ରହି ନାହାନ୍ତି ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ମାତୃତ୍ୱ ଦିବସ…
ଅଧିକ ଖବର ଦେଖନ୍ତୁ...

ସମସ୍ତଙ୍କୁ ଭୋଟ୍‌ ଦାନ ଲାଗି ଅପିଲ କରୁଥିବା ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ କଲେ ନାହିଁ ମତଦାନ, ଏହା ଥିଲା କାରଣ

ନୂଆଦିଲ୍ଲୀ : ରବିବାର ଷଷ୍ଠ ପର୍ଯ୍ୟାୟ ମତଦାନ ଥିବା ବେଳେ ଅନେକ ବଡ଼ ବଡ଼ ନେତା ଏବଂ ଅଭିନେତା ପୋଲିଂ ବୁଥ୍‌କୁ ଯାଇ ମତଦାନ କରିଥିବା ଦେଖାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଭଉଣୀ ପ୍ରି୍ୟଙ୍କା ଗାନ୍ଧୀ ଭଦ୍ରା ଏବଂ ଭିଣୋଇ ରବର୍ଟ ଭଦ୍ରା ଦିଲ୍ଲୀରେ ମତଦାନ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଷଷ୍ଠ ପର୍ଯ୍ୟାୟ ମତଦାନରେ ନୂଆଦିଲ୍ଲୀରେ ଭୋଟ୍‌ ଦେଲେ ଏହି ସବୁ ବଲିଉଡ୍‌ କଳାକାର

ନୂଆଦିଲ୍ଲୀ : ଆଜି ସାରା ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ହୋଇଛି । ପୂର୍ବ ପର୍ଯ୍ୟାୟଗୁଡ଼ିକରେ ମୁମ୍ବାଇର ପୋଲିଂ ବୁଥ୍‌ରେ ବଲିଉଡ୍‌ ଷ୍ଟାରମାନଙ୍କର ଭିଡ଼ ଜମୁଥିବା ବେଳେ ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀରେ ବଲିଉଡ୍‌ କଳାକାରମାନଙ୍କର ଭିଡ଼ ଜମିଥିଲା । ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କଠାରୁ ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୨ ଫାଇନାଲ୍‌ ମ୍ୟାଚ୍‌: ଚେନ୍ନାଇକୁ ୧୫୦ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍‌ସ ରବିବାର ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୫୦ ରନ୍‌ ଟାର୍ଗେଟ ଦେଇଛି। ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୪୯ ରନ୍‌ କରିଛି। କିରଣ ପୋଲାର୍ଡ ଏକ ମାତ୍ର ଖେଳାଳି ଯିଏକି ସର୍ବାଧିକ ( ଅପରାଜିତ ୪୧ ରନ୍‌, ୨୫ ବଲ, ୩ ଚୌକା, ୩ ଛକା) ରନ୍‌…
ଅଧିକ ଖବର ଦେଖନ୍ତୁ...

ଛୁଟି କଟାଇବା ପାଇଁ ରାଜୀବ ଗାନ୍ଧୀ ଆଇଏନ୍‌ଏସ୍‌ ବିରାଟ ବ୍ୟବହାର କରିବା କଥା କ’ଣ ପାଇଁ କହିଥିଲେ ତାହା ସ୍ପଷ୍ଟ କଲେ…

ନୂଆଦିଲ୍ଲୀ : ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଇଏନ୍‌ଏସ୍‌ ବିରାଟରେ ଛୁଟି କଟାଉଥିଲେ ବୋଲି କହିଥିଲେ ମୋଦୀ । ତାଙ୍କର ଏଭଳି ବୟାନ ଆସିବା ପରେ କଂଗ୍ରେସ ତାଙ୍କୁ ପାଲଟା ଆକ୍ରମଣ କରି ବାୟୁସେନା ବିମାନକୁ ମୋଦୀ ଟ୍ୟାକ୍ସି କରି ସାରିଲେଣି ବୋଲି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: କାର୍ଯ୍ୟ କ୍ଷେତ୍ରରେ ପ୍ରସ୍ତୁତ କରିଥିବା ଯୋଜନା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ଓଡ଼ିଶା ଖଣି ନିଗମ ଦେଲା ୧୦୦ କୋଟି, ଡଃ ରମାକାନ୍ତ ପଣ୍ଡା ୧.୫ କୋଟି ଟଙ୍କା

ଭୁବନେଶ୍ୱର: ବାତ୍ୟା ‘ଫନି’ ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ରବିବାର ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏହି କ୍ରମରେ ଓଡ଼ିଶା ଖଣି ନିଗମ ପକ୍ଷରୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶିଳ୍ପ ବିଭାଗ ପ୍ରମୁଖ ସଚିିବ ତଥା ନିଗମର…
ଅଧିକ ଖବର ଦେଖନ୍ତୁ...

ବିଜେପି ପ୍ରାର୍ଥୀଙ୍କ ଅଭିଯୋଗ: ଟିଏମ୍‌ସି ଗୁଣ୍ଡା ମୋତେ ଅଟକାଇ ବାଡ଼େଇଛନ୍ତି

ମେଦିନିପୁର: ବିଜେପିର ଲୋକସଭା ପ୍ରାର୍ଥୀ ଭାରତୀ ଘୋଷ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ତ୍ରୁଣମୂଳ କଂଗ୍ରେସର ଗୁଣ୍ଡାମାନେ ପିଟିଛନ୍ତି। ସେ ଆଜି ନିଜର ମତଦାନ କରିବାକୁ ମତଦାନ କେନ୍ଦ୍ରକୁ ଆସୁଥିବା ବେଳେ ତାଙ୍କ ସହ ଏପରି ଘଟିଛି। ଗଣମାଧ୍ୟମ ପ୍ରତିନିଧୀଙ୍କୁ ଭାରତୀ କହିଛନ୍ତି କି ‘ସକାଳୁ…
ଅଧିକ ଖବର ଦେଖନ୍ତୁ...

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ: ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ, ୟୁପିରେ ସର୍ବନିମ୍ନ

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। ୭ଟି ରାଜ୍ୟରୁ ୫୯ଟି ଆସନ ପାଇଁ ନିର୍ବାଚନ ଲଢୁଥିବା ୯୭୯ ପ୍ରାର୍ଥୀଙ୍କ ପାଇଁ ମତ ସାବ୍ୟସ୍ତ କରିଛନ୍ତି ମତଦାତା। ଏହି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଜାତୀୟ ସ୍ତରରେ ସଂଧ୍ୟା ୭ଟା ସୁଦ୍ଧା ସମୁଦାୟ ୬୧.୧୪ ପ୍ରତିଶତ ମତଦାନ ହୋଇଛି।…
ଅଧିକ ଖବର ଦେଖନ୍ତୁ...