Daily Archives

May 13, 2019

ପ୍ରିୟଙ୍କାଙ୍କ ଟାର୍ଗେଟରେ ମୋଦୀ : ଇନ୍ଦୋରରେ ଏକ ଜନସଭାରେ ମେଘୁଆ ପାଗ ଏବଂ ରାଡାର ଉଦାହରଣ ଦେଇ ମୋଦିଙ୍କୁ ସମାଲୋଚନା…

ଇନ୍ଦୋର : ୧୯ ଯୁଦ୍ଧର ଶେଷ ଲଢେଇ ବାକି ରହିଥିବା ବେଳେ ସରଗରମ ରହିଛି ଜାତୀୟ ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏୟାରଷ୍ଟ୍ରାଇକକୁ ନେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ ରଖିଥିବା ବୟାନକୁ ନେଇ ମୋଦିଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ଆଜି ଇନ୍ଦୋରରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ଚାଲିଯିବା ପରେ ୧୦ହଜାର ଟଙ୍କାରେ ବିକି ଦେଲା ବାପା, ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ପୁଲିସରେ ଅଭିଯୋଗ କଲେ…

ହାପୁର(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ହାପୁରରେ ଜଣେ ମହିଳାଙ୍କ ସହ ଘଟିଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ନ୍ୟାୟ ପାଇଁ ଭିକ ମାଗି ମାଗି ହାରିଯିବା ପରେ  ମହିଳା ନିଜ ଦେହରେ ନିଆଁ ଲଗାଇ ଦେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ନିଜ କ୍ୟାରିୟର ଚଉପଟ ହେବାକୁ ନେଇ କ୍ୟାଟ୍ରିନାଙ୍କୁ ଦାୟୀ କରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ରେ ନିଜର ଏକ ଭିନ୍ନ ସ୍ଥାନ ତିଆରି କରିବା ଆଶାରେ ଅନେକ ଅଭିନେତ୍ରୀ ଆସିଥାନ୍ତି । କିନ୍ତୁ ସମସ୍ତଙ୍କର ସ୍ୱପ୍ନ ପୂରା ହୋଇ ପାରି ନଥାଏ । କିଛି କଳାକାରଙ୍କର ସ୍ୱପ୍ନ ପୂରା ହେବା ସହ ସେମାନେ ସଫଳତାର ଶୀର୍ଷରେ ପହଞ୍ଚିଥାନ୍ତି । କିନ୍ତୁ କିଛି କଳାକାରଙ୍କ ପାଇଁ ଏହା ସମ୍ଭବ…
ଅଧିକ ଖବର ଦେଖନ୍ତୁ...

ମାଗଣା କିରୋସିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩.୨୦ କୋଟି  ପ୍ରଦାନ କଲା ଅଏଲ ଇଣ୍ଡିଆ

ଭୁବନେଶ୍ୱର :  ଓଡିଶାରେ ସାମୁଦ୍ରିକ ଝଡ ଫନୀରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମାଗଣାରେ ୧ ହଜାର କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ୧ ହଜାର…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗ ବଦଳାଇବାକୁ ଚାହୁଁଥିଲେ ଯୁବକ, ଘରେ ରାଜି ନ ହେବାରୁ କଲେ ଆତ୍ମହତ୍ୟା

ଚେନ୍ନାଇ : ତାମିଲନାଡୁରେ ଜଣେ ୨୧ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ସର୍ଜରୀ କରି ନିଜର ଲିଙ୍ଗ ବଦଳାଇବା ପାଇଁ ଚାହୁଁଥିଲେ ଯୁବକ । କିନ୍ତୁ ତାଙ୍କ ବାପା ରାଜି ନ ହେବାରୁ ସେ ଅନ୍ୟ କିଛି ବାଟ ନ ପାଇଁ ଆତ୍ମହତ୍ୟା କରିଥିବା କହିଛି ପୁଲିସ । ପୁଲିସ ଦେଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ କୁମାରଙ୍କ ନାଗରିକତା ବିବାଦ ଉପରେ ନିଜର ପ୍ରତିକ୍ରିୟା ରଖି ରୋହିତ ସେଟ୍ଟୀ କହିଲେ ୨-୩ଦିନ ପରେ…

ମୁମ୍ବାଇ : ଚତୁର୍ଥ ପର୍ଯ୍ୟାୟ ମତଦାନରେ ଭୋଟ୍‌ ଦେଇ ନଥିବାରୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ନାଗରିକତା ଏବଂ ଦେଶଭକ୍ତିକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଥିଲେ । ଏ ନେଇ ଅକ୍ଷୟ କୁମାର ଟୁଇଟ୍‌ କରି ସଫେଇ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ…
ଅଧିକ ଖବର ଦେଖନ୍ତୁ...

ନଦୀରେ ବୁଡି ଗୋଟିଏ ପରିବାରର ୪ମୃତ

ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳ ଭିଲିଙ୍ଗି ଗ୍ରାମର ଗୋଟିଏ ପରିବାରର ଚାରିଜଣ ବାହୁଦା ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ ଦୁଇ ମହିଳାଙ୍କ ସମେତ ସେମାନଙ୍କର ଦୁଇ ଝିଅ ଗାଧୋଇବା ପାଇଁ ବାହୁଦା ନଦୀକୁ ଯାଇଥିଲେ। ଗାଧୋଉଥିବା…
ଅଧିକ ଖବର ଦେଖନ୍ତୁ...

ଓଟିପି ଏବଂ ଏଟିଏମ୍‌ କାର୍ଡ ବିନା ୮୮ଲୋକଙ୍କ ଆକାଉଣ୍ଟରୁ ଚୋରି ହୋଇଗଲା ୧୯ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀରେ ୮୮ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୯ଲକ୍ଷ ଟଙ୍କା ଉଭାନ ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁ ଉପାୟରେ ଚୋର ଆକାଉଣ୍ଟରୁ ଟଙ୍କା ଚୋରି କରିଛି ତାକୁ ନେଇ ଏବେ ଚିନ୍ତାରେ ପୁଲିସ । କୌଣସି ଓଟିପି ବା ଏଟିଏମ୍‌ କାର୍ଡ ବିନା ଚୋରି କରିବା ଘଟଣାକୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ପ୍ରେରଣା ପାଲଟିଲେ ମହିଳା ପୁଲିସକର୍ମୀ : ଟେବୁଲ ଉପରେ ନିଜ ୬ମାସର ଯମଜ ସନ୍ତାନକୁ ରଖି କାମ କରୁଥିବାର ଫଟୋ ଭାଇରାଲ

ନୂଆଦିଲ୍ଲୀ : ରବିବାର ସାରା ଦେଶରେ ଲୋକମାନେ ମାତୃତ୍ୱ ଦିବସକୁ ପାଳନ କରିଥିଲେ । ସମସ୍ତେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରି ମାତୃତ୍ୱ ଦିବସର ଶୁଭେଚ୍ଛା ଦେବା ସହ ନିଜ ପରିବାର ସହ ଏହି ଦିନଟିକୁ କଟାଇଥିବା ଦେଖାଯାଇଥିଲା । ତେବେ ଏହି ଦିନ ନୋଏଡାର ଜଣେ ମହିଳା ପୁଲିସକର୍ମୀଙ୍କ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମୋଦୀଙ୍କୁ କିଏ ରାଗିବାର ସାହାସ ରଖେ ? ଜନସଭାରେ ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ଲାଗି ମଧ୍ୟପ୍ରଦେଶର  ଇନ୍ଦୋରକୁ ପ୍ରଚାର କରିବା ପାଇଁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ଏକ ବଡ଼ ଜିନିଷକୁ ନେଇ ସେ ଖୁଲାସା କରିଥିଲେ । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ପ୍ରଶଂସା କରିବା ସହ କେବଳ ସେ ହିଁ ଦଳ ଭିତରେ…
ଅଧିକ ଖବର ଦେଖନ୍ତୁ...