Daily Archives

May 13, 2019

ହିନ୍ଦୁ ଆତଙ୍କବାଦୀ ବୟାନକୁ ନେଇ କମଲ ହାସନଙ୍କୁ କଡ଼ା ଜବାବ ଦେଲେ ଅଭିନେତା ବିବେକ ଓବରଏ

ଚେନ୍ନାଇ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ବୋଲି ରବିବାର ଦିନ ନିର୍ବଚାନ ପ୍ରଚାର ଅଭିଯାନ ସମୟରେ କହିଥିଲେ କମଲ ହାସନ । ମେ ୧୯ ତାରିଖ ଦିନ ହେବାକୁ ଥିବା ଉପନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀ ମୋହନରାଜଙ୍କ ପାଇଁ ଅବରାକୁରିଚି ଠାରେ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ପ୍ରଭାବିତ ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଏପ୍ରିଲ ମାସର ଜିଏସଟି ଫାଇଲିଂ ଶେଷ ତାରିଖ…

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଓଡ଼ିଶାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଟିକିଏ ଆଶ୍ୱସ୍ଥିଭରା ଖବର । ଜିଏସଟି କାଉନସିଲର ସୁପାରିଶ କ୍ରମେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅଧିନସ୍ଥ ସେଣ୍ଟ୍ରାଲ ବୋର୍ଡ ଅଫ ଇନ-ଡାଇରେକ୍ଟ ଟାକ୍ସେସ ଏଣ୍ଡ କଷ୍ଟମ୍ସ ପକ୍ଷରୁ ଏପ୍ରିଲ ମାସ ପାଇଁ ଜିଏସଟି…
ଅଧିକ ଖବର ଦେଖନ୍ତୁ...

ଭାଷଣବାଜି କରି ସିଦ୍ଧୁଙ୍କ ଗଳା ଖରାପ, ଏବେ କରି ପାରିବେ ନାହିଁ ପ୍ରଚାର

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ୬ଟି ପର୍ଯ୍ୟାୟ ଶେଷ ହୋଇ ସାରିଥିବା ବେଳେ ଆଗାମୀ ଶେଷ ପର୍ଯ୍ୟାୟ ପାଇଁ ନେତାମାନେ ପ୍ରଚାର ଜୋରଦାର କରିଛନ୍ତି । ତେବେ ସବୁ ଦଳର ନେତା ଏବଂ ସେମାନଙ୍କ ଷ୍ଟାର ପ୍ରଚାରକମାନେ ଏବେ ନିଜ ନିଜର ପ୍ରଚାରକୁ ଜୋରଦାର କରିଥିବା ବେଳେ କଂଗ୍ରେସର ଷ୍ଟାର ପ୍ରଚାର…
ଅଧିକ ଖବର ଦେଖନ୍ତୁ...

ସନ୍ନି ଦେଓଲଙ୍କ ବିପକ୍ଷରେ ଲଢ଼ୁଥିବା ପ୍ରାର୍ଥୀଙ୍କ ବିଷୟରେ ଜାଣି ଧର୍ମେନ୍ଦ୍ର କହିଲେ; ମୋତେ ପୂର୍ବରୁ ଜଣାଥିଲେ ମୁଁ…

ନୂଆଦିଲ୍ଲୀ : ବଲିଉଡ୍‌ରେ ନିଜ ଅଭିନୟ ଏବଂ ଡାଏଲଗ୍‌ ଦ୍ୱାରା ଲୋକପ୍ରିୟ ହୋଇଥିବା ଅଭିନେତା ସନ୍ନି ଦେଓଲ ଚଳିତ ବର୍ଷ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି । ପୂର୍ବରୁ କୌଣସି ଯୋଜନା ନ ଥାଇ ହଠାତ୍‌ ସେ ବିଜେପିର ହାତ ଧରିଥିଲେ । ଏହା ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିଜେପିରେ…
ଅଧିକ ଖବର ଦେଖନ୍ତୁ...

୧୯୮୮ରେ ଡିଜିଟାଲ କ୍ୟାମେରା ଏବଂ ଇମେଲ୍‌ ବ୍ୟବହାର କରୁଥିଲି ବୋଲି କହି ପୁଣି ସମାଲୋଚନାର ଶିକାର ହେଲେ ମୋଦୀ

ନୂଆଦିଲ୍ଲୀ : ଗତକାଲି ନିଉଜ୍‌ ନେଶନକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭୁଲ କଥା କହିଥିଲେ, ଯାହା ଲୋକଙ୍କୁ ସମାଲୋଚନାର ଖୋରାକ ଯୋଗାଇଥିଲା । ଯେଉଁ ସମୟରେ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ପ୍ରସ୍ତୁତି ଚାଲିଥିଲା, ସେ ସମୟରେ ଆକାଶରେ ବାଦଲ ଛାଇ ରହିଥିଲା । ବିଶେଷଜ୍ଞମାନେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦୀର୍ଘଦିନରୁ ଲାଗିରହଥିବା ସମସ୍ୟାର ସମାଧାନ ହେବ। ଆୟ ବୃଦ୍ଧି ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ। ବୃଷ: ଆଜି ଆପଣଙ୍କ ସାମନାକୁ ନୂଆ ଅବସର ଆସିବ। ମିତ୍ର…
ଅଧିକ ଖବର ଦେଖନ୍ତୁ...

‘ଫନି’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଶଂସା କଲେ କେନ୍ଦ୍ର ଶକ୍ତି ଏବଂ ଟେଲି ଯୋଗାଯୋଗ ସଚିବ

ଭୁବନେଶ୍ୱର: ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳରେ ତ୍ୱରାନ୍ଵିତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି କେନ୍ଦ୍ରୀୟ ଶକ୍ତି ଏବଂ ଟେଲି ଯୋଗାଯୋଗ ସଚିବ ଶ୍ରୀ ଅଜୟ କୁମାର ଭଲ୍ଳା। ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ପ୍ରଭାବିତ ୫ ଜିଲ୍ଲାରେ ଘରୋଇ ସ୍କୁଲକୁ ମାସକର ସ୍କୁଲ ଫି’ ଛାଡ କରିବାକୁ ଏସଆରସିଙ୍କ ଆହ୍ୱାନ

ଭୁବନେଶ୍ବର : ବାତ୍ୟା ଫୋନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ୫ଟି ଜିଲ୍ଲାରେ ସ୍କୁଲ ଫି ଛାଡ କରିବାକୁ ଉଭୟ ଇଂରାଜୀ ଓ ଓଡ଼ିଆ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି । ବାତ୍ୟା ପ୍ରଭାବିତ ୫ ଜିଲ୍ଲା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ…
ଅଧିକ ଖବର ଦେଖନ୍ତୁ...

ସାଓମି ବଜାରକୁ ଆଣିଲା ଭେଣ୍ଡିଙ୍ଗ ମେସିନ, କାର୍ଡ ସ୍ବାଇପ କରନ୍ତୁ ଆଉ ମୋବାଇଲ ନିଅନ୍ତୁ 

ନୂଆଦିଲ୍ଲୀ: ମୋବାଇଲ ନିର୍ମାତା କମ୍ପାନୀ ସାଓମି ମୋବାଇଲ ଭେଣ୍ଡିଙ୍ଗ ମେସିନର ବଜାର ପ୍ରବେଶ କରାଇଛି। ପୂର୍ବରୁ ନିଜର ସ୍ମାର୍ଟଫୋନ ଓ ସ୍ମାର୍ଟଟିଭି ଦ୍ୱାରା ଇଲେକ୍ଟ୍ରୋନିକ୍ସ ମାର୍କେଟରେ ଚହଳ ପକାଇଥିବା ଏହି କମ୍ପାନୀ ଏବେ ପ୍ରଥମ ଥର ପାଇଁ ମୋବାଇଲ ଭେଣ୍ଡିଙ୍ଗ ମେସିନ ଲଞ୍ଚ କରାଇଛି । ଏହି…
ଅଧିକ ଖବର ଦେଖନ୍ତୁ...

ସିଝୁଛି ସାରା ରାଜ୍ୟ, ଆଜି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ  

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ରାଜ୍ୟର ୧୦ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତେବେ  ରାଜ୍ୟର ହାରାହାରି ସର୍ବୋଚ୍ଚ ତାପମାତ୍ରାରେ ୧ରୁ୨ ଡିଗ୍ରୀ  ହ୍ରାସ ପାଇଛି । ରାଜ୍ୟର ଦୁଇଟି ସହର ତାଳଚେର  ଓ ଟିଟିଲାଗଡ଼ର  ତାପମାତ୍ରା ୪୪ ଡିଗ୍ରୀ…
ଅଧିକ ଖବର ଦେଖନ୍ତୁ...