Daily Archives

May 14, 2019

ଡାକ ବିଭାଗର ସ୍ପଷ୍ଟୀକରଣ: ସ୍ଥାନାନ୍ତର କରାଯାଉ ନାହିଁ କଟକ ରେଳ ସେବା କାର୍ଯ୍ୟାଳୟ

ଭୁବନେଶ୍ୱର: ରେଳ ଡାକ ସେବା କାର୍ଯ୍ୟାଳୟ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରୀକରଣ ନେଇ ଡାକ ବିଭାଗ ସ୍ପଷ୍ଟୀକରଣ ଦେଇଛି। କେତେକ ଖବରକାଗଜରେ ଏଭଳି ଖବର ପ୍ରକାଶ ପାଇବା ପରେ ଡାକ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଡାକ ବିଭାଗ ତରଫରୁ କୁହାଯାଇଛି ଯେ, କଟକ ରେଳ ଡାକ ସେବା କାର୍ଯ୍ୟାଳୟକୁ…
ଅଧିକ ଖବର ଦେଖନ୍ତୁ...

ଗତବର୍ଷର ‘୯୯୬’ ଫର୍ମୁଲା ପରେ ଚଳିତ ବର୍ଷ ‘୬୬୯’ ଫର୍ମୁଲା ଦେଇ ଚର୍ଚ୍ଚାରେ ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା;…

ବେଜିଂ: ଚୀନ୍‌ର ଖ୍ୟାତନାମା କମ୍ପାନି ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା’ ତାଙ୍କ କମ୍ପାନିର କର୍ମଚାରୀମାନଙ୍କୁ ଜୀବନରେ ଉନ୍ନତ ଜୀବନଶୈଳୀ ଓ କର୍ମକ୍ଷେତ୍ରରେ କର୍ମ ଦକ୍ଷତା ପାଇଁ ‘୬୬୯’ ଫର୍ମୁଲା ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ଜ୍ୟାକ୍‌ ମା’ ତାଙ୍କ କର୍ମଚାରୀମାନଙ୍କୁ ଦେଇଥିବା ‘୬୬୯’…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜିଓର ୯୨% ନେଟଓ୍ବର୍କ ସାଇଟ୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର : ମୋବାଇଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ବାତ୍ୟା ପ୍ରଭାବିତ ଓଡ଼ିଶାରେ ପ୍ରଭାବିତ ହୋଇଥିବା ମୋବାଇଲ୍ ନେଟୱର୍କର ପୁନରୁଦ୍ଧାର ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଏହାର ପାଖାପାଖି ୯୨% ନେଟଓ୍ବର୍କ ସାଇଟ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ…
ଅଧିକ ଖବର ଦେଖନ୍ତୁ...

ସବୁ ସମୟରେ ଥକା ଲାଗିବା ହୋଇପାରେ ରକ୍ତ କର୍କଟ ରୋଗର ଲକ୍ଷଣ, ଜାଣି ରଖନ୍ତୁ ଏହାର ଅନ୍ୟ ପ୍ରାଥମିକ ଲକ୍ଷଣ ସବୁ କ’ଣ ?

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଇବା ପିଇବାରେ ଠିକ୍‌ ଠିକଣା ନ ରହୁଥିବାରୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଯାଇଥାଏ । ଯଦି କୌଣସି କାମ ନ କରି ଆପଣଙ୍କୁ ଥକାପଣ ଅନୁଭବ ହେଉଛି, ତେବେ ଏହାର ତୁରନ୍ତ ଯାଞ୍ଚ କରାଇନେବା ଦରକାର । କାରଣ ଏହି ଭଳି ଲକ୍ଷଣ ରକ୍ତ କର୍କଟ ରୋଗର ମଧ୍ୟ ହୋଇପାରେ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ବିନା ଟିକେଟରେ ଧରା ପଡ଼ିବା ପରେ ଯାତ୍ରୀ କହିଲେ, ମୋ ଆକାଉଣ୍ଟକୁ ୭୨,୦୦୦ଟଙ୍କା ଆସିଗଲେ ଜରିମାନା ଦେଇଦେବି

ଭୋପାଳ : ରତଲାମ ରେଳ ମଣ୍ଡଲ ଟିକେଟ ବିନା ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଦ୍ୱାରା ୩ଦିନରେ ୫୭୭ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିବା ଜଣା ପଡ଼ିବା ସହ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆକାରରେ ଆଦାୟ କରାଯାଇଥିବା ଜଣାପଡ଼ିଛି । ତେବେ ଧରା…
ଅଧିକ ଖବର ଦେଖନ୍ତୁ...

‘ଭାରତ’ରେ ୨୦ପ୍ରକାରର ଦାଢ଼ୀ ଥିବା ଲୁକ୍‌ରେ ନଜର ଆସିବେ ଦବଙ୍ଗ ଷ୍ଟାର

ମୁମ୍ବାଇ : ଜୁନ୍‌ ମାସରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ଭାରତ’କୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲର ଏବଂ ପୋଷ୍ଟର ଆସିବା ପରେ ଲୋକେ ଏବେ ଫିଲ୍ମକୁ ନେଇ ଅଧିକ ଉତ୍ସାହିତ ହେବାରେ ଲାଗିଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ସଲାମନ ଖାନ୍‌…
ଅଧିକ ଖବର ଦେଖନ୍ତୁ...

ଚାକିରି ଛାଡ଼ିଲେ ୩ ମାସର ଦରମା ଦେଉଛି ଆମାଜନ, ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦେଉଛି ୭ଲକ୍ଷ ଟଙ୍କା 

ନୂଆଦିଲ୍ଲୀ : କୌଣସି ବି କମ୍ପାନୀ ନିଜର ବ୍ୟବସାୟ ବଢ଼ାଇବା ପାଇଁ ଅଧିକରୁ ଅଧିକ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥାଏ । କିନ୍ତୁ ଏପରି ଏକ କମ୍ପାନୀ  ରହିଛି, ଯିଏ ନିଜର କର୍ମଚାରୀମାନଙ୍କୁ ଚାକିରି ଛାଡ଼ିବା ପାଇଁ କହୁଥିବା ଜଣାପଡ଼ିଛି । କମ୍ପାନୀଟି ହେଉଛି ବିଶ୍ୱର ସବୁଠାରୁ ବଡ଼ ଇକମର୍ସ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ କେବେ ହେଲେ ରାଜନୀତିରେ ଯୋଗ ଦେବାକୁ ଚାହୁଁ ନାହାନ୍ତି ଅଜୟ ଦେବଗନ୍‌

ମୁମ୍ବାଇ : ଏବେ ନିଜର ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର ଦେ’କୁ ନେଇ ବ୍ୟସ୍ତ ଅଛନ୍ତି ଅଭିନେତା ଅଜୟ ଦେବଗନ୍‌ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ତବୁ ଏବଂ ରାକୁଲପ୍ରୀତ ସିଂହ । ତେବେ ଫିଲ୍ମଟି ମେ ୧୭ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମର ପୂରା ଷ୍ଟାରକାଷ୍ଟ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ ପରେ ପୁନରୁଦ୍ଧାର କାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଲା ପାଓ୍ଵାରଗ୍ରୀଡ଼

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଉପକୂଳ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ବର୍ବାଦ କରିବା ପରେ ପାଓ୍ଵାରଗ୍ରୀଡ଼ ପୁନରୁଦ୍ଧାର କାମରେ ଲାଗିଛି। ମେ’ ମାସ ୩ରେ ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା ଯୋଗୁଁ ବିଦ୍ୟୁତ ଯୋଗାଣରେ ବ୍ୟାପକ ପ୍ରଭାବିତ ହୋଇଥିଲା। ଫଳରେ ଲକ୍ଷାଧିକ ବିଦ୍ୟୁତ ଖୁଣ୍ଟ…
ଅଧିକ ଖବର ଦେଖନ୍ତୁ...

୧୪ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିବା ପରେ ଭୁଲ ବୁଝି ପାରି ଆତ୍ମହତ୍ୟା କଲା ବାପା

ନୂଆଦିଲ୍ଲୀ : ସୋମବାର ଜଣେ ଯୁବକ ନିଜକୁ ଦୋଷୀ ବୋଲି ଭାବି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ନିଜର ୧୪ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିବାର ସପ୍ତାହ ପରେ ନିଜର ଭୁଲ ବୁଝି ପାରି ଅଭିଯୁକ୍ତ ଏପରି ପଦକ୍ଷେପ ନେଇଥିଲା । ନିଶାଗ୍ରସ୍ତ ଥିବା ସମୟରେ ଅଭିଯୁକ୍ତ ଏଭଳି ଅପରାଧ କରିଥିବା ବେଳେ ପରେ ନିଜର…
ଅଧିକ ଖବର ଦେଖନ୍ତୁ...