Daily Archives

May 15, 2019

ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରାଯିବ: ନବୀନ

ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି। ଫନି ପରବର୍ତ୍ତୀ ରିଲିଫ, ପୁନରୁଦ୍ଧାର ଓ ପୁନନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ନବୀନ ଏହା କହିଛନ୍ତି। ପୁରୀ ସର୍କିଟ ହାଉସ୍‌ରେ ସମୀକ୍ଷା କରି ବ୍ୟାପକ କ୍ଷୟକ୍ଷତି…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହଙ୍କ ରୋଡ ଶୋ’ ଉପରେ ଆକ୍ରମଣ ପ୍ରତିବାଦରେ ରାଜ୍ୟ ବିଜେପିରେ କଳା କପଡା ବାନ୍ଧି ଧାରଣା

ଭୁବନେଶ୍ୱର: ସୁସ୍ଥ ଗଣତନ୍ତ୍ରରେ ପ୍ରଚାର କରିବାର ଅଧିକାର ସମସ୍ତ ରାଜନୈତିକ ଦଳ ଓ ନେତାମାନଙ୍କର ଅଛି ମଙ୍ଗଳବାର ପଶ୍ଚିମବଙ୍ଗର କଲିକତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରୋଡ୍‌ ଶୋ କରୁଥିବା ସମୟରେ ତାଙ୍କ ଉପରକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା…
ଅଧିକ ଖବର ଦେଖନ୍ତୁ...

ଆମ୍ବ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏ ସବୁ ଫାଇଦା

ଖରାଦିନେ  ଆମ୍ବ ଖାଇବା ସମସ୍ତଙ୍କ ପସନ୍ଦ । ଭୋଜନ ସହ ହେଉ ବା ଖାଲିରେ ହେଉ, ଲୋକେ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ପାଟିକୁ ସୁଆଦିଆ ଲାଗୁଥିବା ଆମ୍ବ ମଧୁର ହେବା ସହ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଭିଟାମିନ୍‌, ମିନେରାଲ୍ସ ଏବଂ ପ୍ରୋଟିନରେ ଭରପୂର ଥିବା ଆମ୍ବର ସେବନ ମଧୁମେହ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଜନ୍ମ ହୋଇଥିବା ଦୁଇ ଯୁବତୀଙ୍କୁ ୧୨ବର୍ଷ ପରେ ମିଳିଲା ଭାରତୀୟ ନାଗରିକତା, ପ୍ରଥମ ଥର ପାଇଁ କରିବେ ମତଦାନ

ବାରଣାସୀ : ୧୨ବର୍ଷର ସଂଘର୍ଷ ପରେ ଦୁଇ ଯୁବତୀଙ୍କୁ ଭାରତୀୟ ନାଗରିକତା ମିଳିବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କରାଚୀରେ ଜନ୍ମ ହେବା ପରେ ଦୁଇ ଯୁବତୀ ନୀଦା ଓ ମାହେରୁଙ୍କ ମା’ ଭାରତ ଫେରିଥିଲେ । କିନ୍ତୁ ତାଙ୍କୁ ଭାରତୀୟ ନାଗରିକତା ମିଳିବାରେ ବିଳମ୍ବ ହୋଇଥିଲା । ୧୨ବର୍ଷ ପରେ…
ଅଧିକ ଖବର ଦେଖନ୍ତୁ...

ତମାଖୁ ବିଜ୍ଞାପନ ନ କରିବା ପାଇଁ ଅଜୟ ଦେବଗନ୍‌ଙ୍କୁ କହିଲେ ପ୍ରଶଂସକ, ମିଳିଲା ଏଭଳି ଜବାବ

ମୁମ୍ବାଇ : ଏବେ ନିଜର ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର ଦେ’କୁ ନେଇ ବ୍ୟସ୍ତ ଅଛନ୍ତି ଅଭିନେତା ଅଜୟ ଦେବଗନ୍‌ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ତବୁ ଏବଂ ରାକୁଲପ୍ରୀତ ସିଂହ । ଫିଲ୍ମଟି ମେ ୧୭ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମର ପୂରା ଷ୍ଟାରକାଷ୍ଟ…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କ ଯୌନ ଶୋଷଣ ଅଭିଯୋଗକୁ ମିଛ ବୋଲି କହି ତାଙ୍କ ବିରୋଧରେ ଏତଲା ଦେଲେ ଆଦିତ୍ୟ ପାଞ୍ଚୋଲି, ପ୍ରମାଣ ଆକାରରେ ଦେଲେ…

ମୁମ୍ବାଇ : ସମୟ ସହ ଥମିବା ପରିବର୍ତ୍ତେ ଅଭିନେତା ଆଦିତ୍ୟ ପାଞ୍ଚୋଲି ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ମଧ୍ୟରେ ଥିବା ବିବାଦ ବଢ଼ିବାରେ ଲାଗିଛି । ପୂର୍ବରୁ ଦୁହିଁଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ କିଛି ବର୍ଷ ପରେ ସେହି ପୁରୁଣା ବିବାଦ ପୁଣି ମୁଣ୍ଡ ଟେକିଛି ।…
ଅଧିକ ଖବର ଦେଖନ୍ତୁ...

ଉଦାହରଣ ପାଲଟିଲେ ଅଟୋଚାଳକ : ଜନ୍ମ ଦେଇ ଛାଡ଼ିଗଲା ମା’, ଭରଣ ପୋଷଣର ଦାୟିତ୍ୱ ନେଲେ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିବା…

ବେଙ୍ଗାଲୁରୁ : ବେଳେ ବେଳେ କିଛି ଏମିତି ଘଟଣା ମଣିଷ ଜୀବନରେ ଘଟି ଯାଇଥାଏ, ଯାହା କଳ୍ପନା କରିବା ମଧ୍ୟ ଅସମ୍ଭବ ହୋଇଥାଏ । ଜୀବନରେ କୌଣସି ଜିନିଷ ମଣିଷର ଯୋଜନା ହିସାବରେ ହୋଇ ନଥାଏ, ଯାହା ଭାଗ୍ୟରେ ଥାଏ, ତାହା ହିଁ ଘଟିଥାଏ । ତେବେ ସେଭଳି ଏକ ଘଟଣା ବେଙ୍ଗାଲୁରୁର ଜଣେ ଅଟୋ ଚାଳକଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ୍‌ ପକ୍ଷରୁ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ୯୦% ନେଟ୍‌ଓ୍ଵର୍କର ପୁନରୁଦ୍ଧାର

ଭୁବନେଶ୍ୱର : ଭାରତୀ ଏୟାରଟେଲ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରି ଏହା ୯୦% ନେଟ୍‌ଓ୍ଵର୍କର ପୁନରୁଦ୍ଧାର କରିପାରିଛି। ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବଡ଼ ଭୁଲ କରିବାରୁ ରୋକିଥିଲେ ମାଧୁରୀ ଦୀକ୍ଷିତ

ମୁମ୍ବାଇ : ୯୦ଦଶକରେ .ଲୋକପ୍ରିୟତା ଲାଭ କରିଥିବା  ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଯାଦୁ ଏବେ ବି ଜାରି ରହିଛି । ତାଙ୍କର  ହସ, .ସୌନ୍ଦର୍ଯ୍ୟ ଏବଂ ନୃତ୍ୟଶୈଳୀ ପାଇଁ ଲୋକେ ତାଙ୍କର ଦିଓ୍ଵାନା ଥିବା ବେଳେ ଥରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କୁ ବଡ଼ ଭୁଲ…
ଅଧିକ ଖବର ଦେଖନ୍ତୁ...