Daily Archives

May 16, 2019

ବାତ୍ୟା ‘ଫନି’ରେ ୪୧ ଲକ୍ଷ କୁକୁଡା, ୨୫୭ ଗୋରୁ ମୃତ

ଭୁବନେଶ୍ୱର: ବାତ୍ୟା ‘ଫନି’ରେ ୪୧ ଲକ୍ଷ କୁକୁଡ଼ା ଓ ୨୫୭ ଗୋରୁ ମରିଛନ୍ତି। ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ସୂଚନା ଓ ଲୋକସଂପର୍କ ସଚିବ ସଞ୍ଜୟ ସିଂହ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁରୀରେ ୬ଟି ମୋବାଇଲ ଭ୍ୟାନରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ରାଜନୀତିରେ ହଠାତ୍ ନିରବି ଯାଇଛି ଦୁଇ ପ୍ରତିଦ୍ୱନ୍ଦୀ ଦଳ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ସମାଲୋଚନା, ଏବେ…

ଭୁବନେଶ୍ୱର : ବାତ୍ୟା ଫନି ଲ୍ୟାଣ୍ଡ ଫଲ୍ କରିବାର ପୂର୍ବ ରାତିରେ ସମୁଦ୍ରକୂଳ ଶାନ୍ତ ଥିଲା । ଅର୍ଥାତ ଏହା ଥିଲା ଝଡ଼ ପୂର୍ବରୁ ନିରବତା । ଠିକ୍ ସେହିପରି ନିରବତା ଏବେ ଦେଖିବାକୁ ମିଳିଛି ରାଜ୍ୟ ରାଜନୀତିରେ । କାଉଟିଂ ପୂର୍ବରୁ ବିରୋଧୀ ଓ ଶାସକ ଦଳର ନେତାମାନେ ନିରବ ରହିଛନ୍ତି । ବିଶେଷ କରି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ବୃଦ୍ଧି କରାଯିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଳୟଙ୍କରୀ ବାତ୍ୟା ଏବଂ ବିଗତ ବର୍ଷ ମାନଙ୍କରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ଅନୁଭୂତି ଭିତ୍ତିରେ ଆଗାମୀ ଦିନ ପାଇଁ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ବୃଦ୍ଧି କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗାଡି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ମହାରାଷ୍ଟ୍ର : ଅଳ୍ପକେ ବର୍ତ୍ତିଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ । ଏକ ନିଶ୍ଚିତ ଗାଡି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଭାଗବତ । ସଂଘ ପ୍ରମୁଖ ଭାଗବତ ଯାଉଥିବା କାରକେଡର ଏକ ଗାଡି ଦୁର୍ଘଟଣାର ଶିକାର ହେବା ସହ ନିୟନ୍ତ୍ରଣ ହରାଇ ରାସ୍ତାକୁ ତଳକୁ ଖସିପଡିଥିଲା । ଯାହାଫଳରେ ଭାଗବତଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଓଜନ କମାଇବା ପରିବର୍ତ୍ତେ ବଢ଼ାଇଥାଏ ଏହି ସବୁ ଖରାପ ଅଭ୍ୟାସ

ମୋଟାପଣର ଶିକାର ହୋଇଥିବା ଲୋକେ ନିଜର ଓଜନ କମାଇବା ପାଇଁ ସବୁବେଳେ ଡାଏଟିଙ୍ଗର ସାହାରା ନେଇଥାନ୍ତି । ଡାଏଟିଙ୍ଗ କରିବା ନିଶାରେ କିଛି ଲୋକ ଖାଇବା ପିଇବା ହିଁ ବନ୍ଦ କରି ଦେଇଥାନ୍ତି । ଯାହାଦ୍ୱାରା ସେମାନଙ୍କର ଓଜନ କମ ହେବା ପରିବର୍ତ୍ତେ ବଢ଼ି ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଡାଏଟିଙ୍ଗ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ପୁଲିସ ହାତରେ ଧରାପଡିଲା କୁଖ୍ୟାତ ବାଂଲାଦେଶୀ ଡକାୟତ : ଦିଲ୍ଲୀ ପରି ଗୋଆ, ବେଙ୍ଗାଲୁରୁ ଭାୟା ଓଡିଶା ଦେଇ ବେଶ୍…

ଦିଲ୍ଲୀ : ଦିଲ୍ଲୀ ପୁଲିସ ହାତରେ ଧରାପଡିଛନ୍ତି କୁଖ୍ୟାତ ବାଂଲାଦେଶୀ ଡକାୟତ । ୨ ବାଂଲାଦେଶୀ ଡକାୟତଙ୍କୁ ଧରିବା ପରେ ସାମ୍ନାକୁ ଆସୁଛି ସେମାନଙ୍କ ନେଟୱର୍କ ଓ ଲୁଟର ଗୁମର । ଦିଲ୍ଲୀ ପରି ଗୋଆ, ବେଙ୍ଗାଲୁରୁ ଭାୟା ଓଡିଶା ଦେଇ ବେଶ୍ ଚତୁରତାର ସହ ଚଳାଇଥିଲେ ଗୋଟିଏ ପରେ ଗୋଟିଏ ଡକାୟତି ।…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାରେ ‘ବଞ୍ଚିବା/ମରିବା’ ନେଇ ଫଲୋୟର୍ସଙ୍କ ମତାମତ ମାଗିଲେ, ୬୯% ମରିବା ବିକଳ୍ପ ବାଛିବା ପରେ ଆତ୍ମହତ୍ୟା କଲେ…

ନୂଆଦିଲ୍ଲୀ : ମାଲେସିଆରେ ଜଣେ ନାବାଳିକା ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଇନ୍‌ଷ୍ଟାଗ୍ରାମରେ ନିଜର ଜୀବନ/ମରଣକୁ ନେଇ ପୋଲ କରିବା ପରେ ଅଧିକାଂଶ ଫଲୋୟର୍ସ ନାବାଳିକାଙ୍କୁ ମରିଯିବାକୁ କହିଥିଲେ । ଯାହା ପରେ ଇନ୍‌ଷ୍ଟା ପୋଷ୍ଟର ଏକ ଘଣ୍ଟା ପରେ ନାବାଳିକା…
ଅଧିକ ଖବର ଦେଖନ୍ତୁ...

ସିଙ୍ଗାପୁର ଏୟାରଲାଇନ୍ସ ଉପରେ ଅସନ୍ତୋଷ ପ୍ରକାଶ କଲେ ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲ, ଜାଣନ୍ତୁ କାରଣ

ମୁମ୍ବାଇ : ବଲିଉଡ୍‌ କଣ୍ଠଶିଳ୍ପୀ ଶ୍ରେୟା ଘୋଷଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସିଙ୍ଗାପୁର ଏୟାରଲାଇନ୍ସ ଶ୍ରେୟାଙ୍କୁ ତାଙ୍କ ସଙ୍ଗୀତ ଉପକରଣ ନେବା ପାଇଁ ଅନୁମତି ନ ଦେବାରୁ ଶ୍ରେୟା ଅସନ୍ତୋଷ ପ୍ରକାଶ କରିଥିବା ଜଣା ପଡ଼ିଛି । ଏଭଳି ଘଟଣା ଘଟିବା ପରେ ଟୁଇଟ୍‌ କରି ମୋତେ ଲାଗୁଛି…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଚାଲୁଥିବା ସମୟରେ ପାଟି ଭିତରେ ହେଲା ବିସ୍ଫୋରଣ, ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଜେ.ଏନ୍‌.ମେଡିକାଲ କଲେଜ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସା ଚାଲୁଥିବା ସମୟରେ ବିଷ ବାହାର କରିବା ପାଇଁ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ହୋଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁରୁବାର ଜଣେ ଯୁବକଙ୍କୁ ଖଣ୍ଡାରେ ହଣାଯାଇଛି। ସୂଚନା ଅନୁସାରେ ଏକ ମଦ ଦୋକାନରେ ସାମାନ୍ୟ ଯୁକ୍ତିତର୍କ ପରେ ଏକ ନିର୍ଦ୍ଧିଷ୍ଟ ଦଳର ଲୋକେ ଟୁଟୁ ହାତୀ ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ସେଠାରୁ ଫେରାର…
ଅଧିକ ଖବର ଦେଖନ୍ତୁ...