Daily Archives

May 17, 2019

ସବୁଜିମାର ପୁନରୁଦ୍ଧାର ପାଇଁ ବ୍ୟାପକ ପ୍ରସ୍ତୁତି: ଲାଗିବ ୧୩୦.୫୦ ଲକ୍ଷ ବୃକ୍ଷ

ଭୁବନେଶ୍ୱର: ବିନାଶକାରୀ ବାତ୍ୟା ‘ଫନି’ର ପ୍ରହାରରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳ ସମେତ ପୁରୀ, ଭୁବନେଶ୍ୱର ଓ କଟକ ସହରରେ ବିଧ୍ୱଂସ ହୋଇଥିବା ସବୁଜିମା ସୃଷ୍ଟି ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥି ପାଇଁ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ…
ଅଧିକ ଖବର ଦେଖନ୍ତୁ...

ଡ଼େଙ୍ଗୁ ରୋଗକୁ ଦୂରରେ ରଖିବା ପାଇଁ ଆପଣାନ୍ତୁ ଏହି ୬ଟି ଘରୋଇ ଉପାୟ 

ଶୁକ୍ରବାର ସାରା ଦେଶରେ ଲୋକେ ବିଶ୍ୱ ଡ଼େଙ୍ଗୁ ଦିବସ ପାଳନ କରିଥିଲେ । ଏହି ଦିନ ଡ଼େଙ୍ଗୁ ରୋଗ ବିଷୟରେ ଲୋକମାନଙ୍କୁ ସଚେତନ କରାଯିବା ସହ ଏଥିରୁ ମୁକ୍ତି ପାଇବାର ଉପାୟ ବିଷୟରେ ଲୋକମାନଙ୍କୁ ଜଣା ଯାଇଥିଲା । ସାଧାରଣତଃଭାବେ ଲୋକେ ଡ଼େଙ୍ଗୁ ରୋଗ ହେଲେ ଡ଼ାକ୍ତରଖାନା ଯାଇ ଏହାର ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ସହ ଝଗଡ଼ା ହେଉଥିବା ଦେଖି ରୋକିବାକୁ ଆସିଲେ ମାତା-ପିତା, ୩ଜଣଙ୍କୁ କୁରାଢ଼ିରେ ହାଣି ହତ୍ୟା କଲା ପୁଅ

ରାୟସେନ : ମଧ୍ୟପ୍ରଦେଶର ରାୟସେନରେ ଜଣେ ଯୁବକ ନିଜ ସ୍ତ୍ରୀ ସମେତ ନିଜ ମାତା-ପିତାଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି । ସ୍ତ୍ରୀ ସହ ଝଗଡ଼ା ହେଉଥିବା ବେଳେ ମାତା-ପିତା ବୁଝାଇବାକୁ ଆଗକୁ ଆସିଥିଲେ, ଯାହା ତାଙ୍କ ପାଇଁ କାଳ ହୋଇଥିଲା । ଘରୋଇ କଳହ ପାଇଁ ଏକା ସାଙ୍ଗରେ ପରିବାରର ୩ଜଣଙ୍କ ଜୀବନ…
ଅଧିକ ଖବର ଦେଖନ୍ତୁ...

ରିୟଲ ହିରୋ ପାଲଟିଲେ ବରୁଣ ! ଇନ୍‌ଷ୍ଟା ପୋଷ୍ଟ ଦେଖି ଚିକିତ୍ସିତ ହେଉଥିବା ନୃତ୍ୟଶିଳ୍ପୀଙ୍କୁ ଦେଲେ ୫ଲକ୍ଷ ଟଙ୍କାର…

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଜଣେ ଯୁବକଙ୍କୁ ୫ଲକ୍ଷ ଟଙ୍କା ସହାୟତା ଦେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏଭଳି କାମ ଏବେ ତାଙ୍କୁ ରିୟଲ ହିରୋ ବନାଇଛି । ଏହି ଖବର ପ୍ରସାର ହେବା ପରେ ବରୁଣଙ୍କୁ ଲୋକେ ପ୍ରଶଂସା କରିବା ଆରମ୍ଭ କରି ଦେଇଛନ୍ତି । …
ଅଧିକ ଖବର ଦେଖନ୍ତୁ...

ଘରକୁ ଜିନିଷ ଦେବାକୁ ଡ଼ାକି ଗର୍ଭବତୀ ମହିଳାଙ୍କୁ ହତ୍ୟା, ପେଟରୁ କାଢ଼ିନେଲେ ଶିଶୁ !

ନୂଆଦିଲ୍ଲୀ : ଆମେରିକାର ଚିକାଗୋରେ ଜଣେ ମହିଳାଙ୍କ ସହ ଘଟିଥିବା ଅପରାଧ ଅମାନବିକତାର ଚରମ ସୀମା ପାର କରି ଯାଇଛି । ଘରକୁ ଜିନିଷ ଦେବାକୁ ଡ଼ାକି ଗର୍ଭବତୀ ମହିଳାଙ୍କୁ ହତ୍ୟା ଏବଂ ପରେ ତାଙ୍କ ପେଟରେ ବଢ଼ୁଥିବା ଶିଶୁକୁ କାଟି ବାହାର କରିଦେବା ଘଟଣା ଶୁଣି ଏବେ ସମସ୍ତଙ୍କ ଲୋକଟାଙ୍କୁରି ଉଠିଛି ।…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣ ମାମଲାରେ ନାନା ପାଟେକରଙ୍କୁ କ୍ଲିନ୍‌ ଚିଟ୍‌ ମିଳିବା ଖବରକୁ ଗୁଜବ ବୋଲି କହିଲେ ତନୁଶ୍ରୀ

ମୁମ୍ବାଇ : ତନୁଶ୍ରୀ ଦତ୍ତା  ନାନା ପାଟେକରଙ୍କ ଉପରେ ଲଗାଇଥିବା ଯୌନ ଶୋଷଣ ଅଭିଯୋଗ ମିଛ । କୌଣସି ପ୍ରମାଣ ନ ମିଳିବାରୁ ନାନା ପାଟେକରଙ୍କୁ କ୍ଲିନ୍‌ ଚିଟ୍‌ ମିଳିଛି ବୋଲି ଦୁଇ  ଦିନ ତଳେ ଖବର ମିଳିଥିଲା । କିନ୍ତୁ ଏବେ ଚର୍ଚ୍ଚା ହେଉଥିବା ଖବରକୁ ଗୁଜବ ବୋଲି କହିଛନ୍ତି ଅଭିନେତ୍ରୀ ତନୁଶ୍ରୀ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କଂଗ୍ରେସ ହାରିଲେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବି : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ

ଚଣ୍ଡିଗଡ଼ : ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ମେ’୧୯ରେ ହେବାକୁ ଥିବା ବେଳେ ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ସବୁ ଦଳ ନିଜର ନିର୍ବାଚନୀ ପ୍ରଚାର ଶେଷ କରିଛନ୍ତି । ତେବେ ପ୍ରଚାର ଶେଷ ହୋଇଥିଲେ ମଧ୍ୟ ନେତାମାନେ କରିଥିବା ବୟାନବାଜିକୁ ନେଇ ଚର୍ଚ୍ଚା ଶେଷ ହୋଇ ନାହିଁ । ପଞ୍ଜାବର…
ଅଧିକ ଖବର ଦେଖନ୍ତୁ...

୫ବର୍ଷ ପରେ ସାମ୍ବାଦିକ ସମ୍ମିଳନୀ କଲେ, ହେଲେ କୌଣସି ବି ପ୍ରଶ୍ନର ଉତ୍ତର ରଖିଲେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପ୍ରଚାରର ଶେଷ ଦିନ ଐତିହାସିକ ରହିଥିଲା । ଗତ ୫ବର୍ଷ ମଧ୍ୟରେ ଯାହା ହୋଇ ନଥିଲା, ତାହା ପ୍ରଚାରର ଶେଷ ଦିନରେ ହୋଇଥିଲା । ସବୁ ବିପକ୍ଷ ଦଳ ମୋଦୀଜୀ ଦେଶର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଗୋଟେ ବି ସାମ୍ବାଦିକ ସମ୍ମିଳନୀ ଡ଼କାଇ ନଥିବା ନେଇ ଅଭିଯୋଗ କରି…
ଅଧିକ ଖବର ଦେଖନ୍ତୁ...

ବିମୁଦ୍ରାକରଣ ପୂର୍ବରୁ ମୋଦୀଜୀ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ ଗୋଟେ ଘରେ ବନ୍ଦ କରି ଦେଇଥିଲେ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ମେ’ ୧୯ରେ ସପ୍ତମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଆଜି ସଂନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ତେବେ ପ୍ରଚାର ଶେଷ ହେବା ପୂର୍ବରୁ ବିଭିନ୍ନ ଦଳର ନେତା ନିଜର ବିରୋଧୀଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଇଥିବା ଦେଖାଯାଇଛି । ଏ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ…
ଅଧିକ ଖବର ଦେଖନ୍ତୁ...

ଓ୍ଵାଲର୍ଡ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲା କପିଲଙ୍କ ନାଁ, ସବୁଠାରୁ ଅଧିକ ନଜର ଆସିଥିବା ଷ୍ଟାଣ୍ଡଅପ୍‌…

ମୁମ୍ବାଇ : ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ନେଇ ବିଗତ ଅତୀତରେ ଅନେକ ବିବାଦ ଦେଖାଯାଇ ସାରିଥିବା ବେଳେ ଏବେ ତାଙ୍କୁ ଯେଉଁ ସମ୍ମାନ ମିଳିଛି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଷ୍ଟାଣ୍ଡଅପ୍‌ କମେଡ଼ିଆନ ଭାବେ ସବୁଠାରୁ ଅଧିକ ନଜର ଆସିଥିବାରୁ ତାଙ୍କ ନାଁ ଓ୍ଵାଲର୍ଡ ବୁକ୍‌ ଅଫ୍‌…
ଅଧିକ ଖବର ଦେଖନ୍ତୁ...