Daily Archives

May 17, 2019

ଏକ ବର୍ଷ ମଧ୍ୟରେ ପାକିସ୍ତାନୀ ଟଙ୍କା ଡଲାର ତୁଳନାରେ ୨୫୦ ତଳକୁ ଖସିବ !

ଇସ୍ଲାମାବାଦ : ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଏବେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ସ୍ଥିତି ଏପରି ରହିଲେ ଆସନ୍ତା ଏକ ବର୍ଷ ମଧ୍ୟରେ ପାକିସ୍ତାନୀ ଟଙ୍କାର ଦ୍ରୁତ ଅବମୂଲ୍ୟାଙ୍କନ ହୋଇଯିବ । ଏପରିକି ଏହା ଡଲାର ପିଛା ୨୫୦…
ଅଧିକ ଖବର ଦେଖନ୍ତୁ...

ବିଜେପି ସାଂସଦଙ୍କ ବିବାଦୀୟ ବୟାନ : ଗଡ଼ସେ ଜଣଙ୍କୁ ହତ୍ୟା କରିଥିଲେ କିନ୍ତୁ ରାଜୀବ ଗାନ୍ଧୀ ୧୭,୦୦୦ଲୋକଙ୍କୁ ହତ୍ୟା…

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ନେଇ ଏବେ ବିବାଦ ଜୋର ଧରିଛି । ବିଭିନ୍ନ ଦଳର ନେତାମାନେ ନାଥୁରାମଙ୍କୁ ନେଇ ଭିନ୍ନ ଭିନ୍ନ ବୟାନ ଦେଇଥିବା ବେଳେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି । ଗତକାଲି ନାଥୁରାମଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁରୁଣା କଥାକୁ ନେଇ ସ˚ଶୟରେ ରହିବେ। କୌଣସି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ ସଫଳ ହେବେ। ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଆପଣଙ୍କ ଚେହେରା ଅନ୍ୟମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ନୁଡୁଲ୍ସ ସାହାଯ୍ୟରେ ଯୋଡ଼ି ହୋଇଗଲା ଭଙ୍ଗା ଓ୍ଵାସ୍‌ବେସିନ୍‌: ଭିଡିଓ ଦେଖନ୍ତୁ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଯାବତ୍‌ ଲୋକମାନଙ୍କୁ ମ୍ୟାଗି ନୁଡୁଲ୍ସ ବନାଇ ଖାଉଥିବା ଦେଖି ଆସିଥିବେ ଓ ନିଜେ ବି ବନାଇ ଖାଇଥିବେ। କିନ୍ତୁ ଆପଣ କେବେ ନୁଡୁଲ୍ସ ସାହାଯ୍ୟରେ ଭଙ୍ଗା ଓ୍ଵାସ୍‌ବେସିନ୍‌କୁ ଠିକ୍‌…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ-ଭାରତରେ ଆଇଏସ ଉପସ୍ଥିତି ଚିନ୍ତାଜନକ ସ୍ତରରେ ପହଞ୍ଚିଲାଣି : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : ଦକ୍ଷିଣ-ଭାରତରେ ବିଶ୍ୱର ସବୁଠୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସର ଅନୁପ୍ରବେଶ ବଢିଚାଲିଛି । ଏ ନେଇ ଗୁଇନ୍ଦା ସଂସ୍ଥାମାନେ ସରକାରଙ୍କୁ ସତର୍କ କରାଇଦେଇଛନ୍ତି । ବିଶେଷକରି ତାମିଲନାଡୁ, କେରଳ ଓ ତେଲେଙ୍ଗାନାରେ ଆଇଏସ ଆତଙ୍କବାଦୀମାନଙ୍କ ନେଟଓ୍ଵାର୍କ ରହିଛି ବୋଲି ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍ସଆପରେ ଆସିବ ୧୫୫ଟି ନୂଆ ଇମୋଜୀ 

ନୂଆଦିଲ୍ଲୀ:  ମେସେଜିଂ ଆପ୍ ହ୍ଵାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆଣିଛି । କମ୍ପାନୀ ନୂଆ ଇମୋଜୀ ଆଣିବାକୁ ଘୋଷଣା କରିଛି । ଏଣିକି ନିଜ ଭାବକୁ ପ୍ରକାଶ କରିବାକୁ ୟୁଜର୍ସଙ୍କୁ କିଛି ଅଧିକ ନୂଆ ଇମୋଜୀ ମିଳିବ । ହ୍ଵାଟ୍ସଆପ ବିଟା ପ୍ରୋଗ୍ରାମ ମାଧ୍ୟମରେ ୨.୧୯.୧୩୯ ଭର୍ସନକୁ ସବମିଟ…
ଅଧିକ ଖବର ଦେଖନ୍ତୁ...

୬ ଜିଲ୍ଲାରେ ୯୫ ପ୍ରତିଶତ ରିଲିଫ୍‌ ଟଙ୍କା ବଣ୍ଟା ଯାଇଛି: ସଂଜୟ ସିଂହ

ଭୁବନେଶ୍ୱର: ବାତ୍ୟା ‘ଫନି’ ପରେ ୬ଟି ଜିଲ୍ଲାରେ ୯୫ ପ୍ରତିଶତ ରିଲିଫ ଟଙ୍କା ବିତରଣ କରାଯାଇଛି ବୋଲି ଶୁକ୍ରବାର ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହ କହିଛନ୍ତି। ସେହିଭଳି ପ୍ରଭାବିତ ଅଂଚଳର ୯୪ ପ୍ରତିଶତ ଲୋକଙ୍କୁ ଚାଉଳ ବଣ୍ଟାଯାଇଛି। ଅତିରିକ୍ତ ପେନ୍‌ସନ୍‌ ୭୦ ପ୍ରତିଶତ ଲୋକଙ୍କୁ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ନବୀନ ପଟ୍ଟନାୟକ ଜଣେ ଯୋଗ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣେ ଯୋଗ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଦଳୀୟ ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର। ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ବେଳେ ଶ୍ରୀ ପାତ୍ର ଏହି ମତାମତ ରଖିଛନ୍ତି । ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

‘ଫାଶୀ ସମୟରେ ନାଥୁରାମ୍‌ ଗଡସେ ଭୟଭୀତ ଥିଲେ ଓ ତାଙ୍କ କଣ୍ଠ ବାସ୍ଫରୁଦ୍ଧ ହୋଇଯାଉଥିଲା’

ନୂଆଦିଲ୍ଲୀ:  ୨୦୧୯ ଲୋକସଭା  ନିର୍ବାଚନ ସମୟରେ ନାଥୁରାମ ଗଡସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଜାତିର ପିତା ମହାତ୍ମଗାନ୍ଧିଙ୍କ ହତ୍ୟା ଅଭିଯୋଗରେ ଫାଶୀ ହେବାର ପାଖାପାଖି ୭୦ବର୍ଷ ପରେ ଗଡସେଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ମଇ ୧୨ ତାରିଖରେ ତାମିଲନାଡୁର ଏକ ଜନସଭାରେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ରାଜପଥରେ କାର୍‌ ଓଲଟିବାରୁ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଝାରସୁଗୁଡ଼ା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୁକ୍ରବାର ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀଙ୍କୁ ଗୁରୁତର ଭାବେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସମ୍ବଲପୁରରୁ ସୁନ୍ଦରଗଡକୁ ନିଜ ମାରୁତି କାରରେ ଯାଉଥିବା ବେଳେ ‘ବିଜୁ ପଟ୍ଟନାୟକ ଏକ୍ସପ୍ରେସ ୱେ’ର ସାରସମାଲ…
ଅଧିକ ଖବର ଦେଖନ୍ତୁ...