Daily Archives

May 18, 2019

ଉପକୂଳ ଅଂଚଳରେ ସବୁଜବଳୟ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା

ଭୁବନେଶ୍ୱର: ବାତ୍ୟା ଫନି ଯୋଗୁଁ ଉପକୂଳ ଅଂଚଳର ବନସଂପଦର ବ୍ୟାପକ କ୍ଷତି ଏବଂ ସବୁଜିମା ନଷ୍ଟ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଚିବାଳୟରେ ଉପକୂଳ ସବୁଜିମାର ପୁନରୁଦ୍ଧାର ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଉପକୂଳ ସୁରକ୍ଷା ବଳୟର…
ଅଧିକ ଖବର ଦେଖନ୍ତୁ...

ପୁଣି ଅଡ଼ୁଆରେ ସନ୍ନି ଦେଓଲ : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ନିର୍ବାଚନ କମିସନ ପଠାଇଲେ ନୋଟିସ

ନୂଆଦିଲ୍ଲୀ : ଆସନ୍ତାକାଲି ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ପୂର୍ବରୁ ଅଭିନେତା ତଥା ଗୁରୁଦାସପୁରରୁ ଲୋକସଭା ପ୍ରାର୍ଥୀ ଥିବା ସନ୍ନି ଦେଓଲଙ୍କ ଅଡ଼ୁଆ ବଢ଼ିଛି । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ସଂନ୍ଧ୍ୟାରେ ପ୍ରଚାର ଶେଷ ହୋଇ ଯିବା ପରେ ରାତିରେ ଜନସଭା…
ଅଧିକ ଖବର ଦେଖନ୍ତୁ...

ଠିକ ଭାବରେ ନ ଶୋଇବା ଦ୍ୱାରା ଉପୁଜିଥାଏ ଏ ସବୁ ଶାରୀରିକ ସମସ୍ୟା, ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ପରିବର୍ତ୍ତତ ଜୀବନଶୈଳୀ, କାମର ଚାପ, ଅଧିକ ସମୟ ଧରି ମୋବାଇଲ ଓ ଲାପ୍‌ଟପ୍‌ ବ୍ୟବହାର କରିବା ଦ୍ୱାରା ଠିକ୍‌ ଭାବରେ ରାତିରେ ନିଦ ଆସି ନଥାଏ । ଯାହାଦ୍ୱାରା ସାରା ଦିନ ଆପଣ ଥକିବା ଭଳି ଅନୁଭବ କରନ୍ତି । କାମ କରିବାକୁ ଇଚ୍ଛା ନ ହେବା ସହ ଅନେକ ସମୟରେ ନିଦ ମଧ୍ୟ ଆସିଥାଏ । ତେବେ କିଛି ଲୋକ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆରେ ମତଦାନ ନ କଲେ ଦେବାକୁ ପଡ଼େ ଜରିମାନା

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଅନେକ ଦେଶରେ ମତଦାନ ପ୍ରକ୍ରିୟା ଜାରି ରହିଛି । ଭାରତରେ ୬ଟି ପର୍ଯ୍ୟାୟ ଶେଷ ହୋଇ ସାରିଥିବା ବେଳେ ମେ’୧୯ରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତେବେ ଶନିବାର ଅଷ୍ଟ୍ରେଲିଆରେ ସାଧାରଣ ନିର୍ବାଚନ ପାଇଁ ମତଦାନ ହୋଇଥିବା ଜଣାପଡ଼ିଛି । ୧୯୨୪ ମସିହାରେ…
ଅଧିକ ଖବର ଦେଖନ୍ତୁ...

ହୀରାର ହାର ଏବଂ ଦାମୀ ପୋଷାକ ପିନ୍ଧି ମଧ୍ୟ ଖାଲି ପାଦରେ କାନ୍ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିଲେ ଅଭିନେତ୍ରୀ, ପରେ…

ନୂଆଦିଲ୍ଲୀ : ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୁଲିଆ ରବର୍ଟସ୍‌ ୨୦୧୬ରେ ଯେଉଁ ଅବତାରରେ କାନ୍ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହୀରାର ହାର ସହ କଳା ରଙ୍ଗର ଦାମୀ ଗାଉନ ପିନ୍ଧି ଜୁଲିଆ ରେଡ୍‌ କାର୍ପେଟରେ ପହଞ୍ଚିଥିବା ବେଳେ ପାଦରେ କିଛି ପିନ୍ଧି…
ଅଧିକ ଖବର ଦେଖନ୍ତୁ...

ଘୂର୍ଣ୍ଣିବାତ୍ୟା ‘ଫନୀ’ ପ୍ରଭାବିତ ରାଜ୍ୟ ସଂଗ୍ରହାଳୟ କ୍ଷୟକ୍ଷତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ,…

ଭୁବନେଶ୍ୱର : ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ ଘୂର୍ଣ୍ଣିବାତ୍ୟା ‘ଫନୀ' ପ୍ରଭାବିତ ରାଜ୍ୟ ସଂଗ୍ରହାଳୟ ଯାଇ ବିଭିନ୍ନ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ଗୃହ, ଗ୍ୟାଲେରୀ ଓ ଅଞ୍ଚଳ ପରିଦର୍ଶନ କରିଥିଲେ। ସେ…
ଅଧିକ ଖବର ଦେଖନ୍ତୁ...

ଅଲଓ୍ଵର ଗଣଦୁଷ୍କର୍ମ : ଦୋଷୀମାନଙ୍କୁ ଦଣ୍ଡ ନ ମିଳିଲେ ଆତ୍ମହତ୍ୟା କରିବି ବୋଲି ଧମକ ଦେଲେ ପୀଡ଼ିତା

ଅଲଓ୍ଵର : ଅଲଓ୍ଵରରେ ହୋଇଥିବା ଗଣଦୁଷ୍କର୍ମକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇ ପାରି ନାହିଁ ପୁଲିସ । ଘଟଣାଟି ଏପ୍ରିଲ ୨୬ରେ ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଗିରଫ ହୋଇ ପାରୁ ନ ଥିବାରୁ ପୀଡ଼ିତା ନିରାଶ…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ଜମି ପାଇଁ ନବ ବିବାହିତ ଭାଇକୁ ଠେଙ୍ଗାରେ ପିଟିପିଟି ହତ୍ୟା

ଭଂଜନଗର: ଜମିକୁ କେନ୍ଦ୍ର କରି ଗଂଜାମ ଜିଲ୍ଲାର ଭଂଜନଗର ଅଂଚଳରେ ଶନିବାର ଏକ ହତ୍ୟା କାଣ୍ଡ ଘଟିଛି। ସୂଚନା ଅନୁସାରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗାଁରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି। ଦାଦା ପୁଅ ଭାଇ ଜମି ପାଇଁ ବଡ଼ ବାପା ପୁଅ ନବ ବିବାହିତ ଭାଇକୁ ଠେଙ୍ଗାରେ ପିଟିପିଟି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ପୋଲ ଖୋଲିଦେଲେ ହଲିଉଡ୍‌ ନାୟିକା ! ଏଭଳି କମେଣ୍ଟ କରି ଗର୍ଭବତୀ ଥିବା ଖବରକୁ ସ୍ପଷ୍ଟ କଲେ

ନୂଆଦିଲ୍ଲୀ : କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯାହାକୁ ଦେଖିବା ପରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । କିନ୍ତୁ ପରେ ପ୍ରିୟଙ୍କା ଏବଂ ତାଙ୍କ ମା’ ଏହି ଚର୍ଚ୍ଚାକୁ ଗୁଜବ ବୋଲି କହି ଗର୍ଭବତୀ ଥିବା ଖବରକୁ ମିଛ…
ଅଧିକ ଖବର ଦେଖନ୍ତୁ...

ପବ୍‌ଜୀ ନିଶା : ଗେମିଙ୍ଗ ପାର୍ଟନରଙ୍କୁ ବିବାହ କରିବା ପାଇଁ ସ୍ୱାମୀକୁ ଛାଡ଼ପତ୍ର ମାଗିଲେ ମହିଳା 

ଅହମ୍ମଦାବଦ୍‌ : ଗୁଜୁରାଟର ଅହମ୍ମଦାବାଦ୍‌ରେ ଜଣେ ମହିଳା ପବ୍‌ଜୀ ଗେମ୍‌ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ଏହି ଗେମ୍‌କୁ ନେଇ ଅନେକ ବିବାଦ ଦେଖା ଯାଇଥିବା ବେଳେ କିଛି ରାଜ୍ୟରେ ଏହି ଗେମ୍‌ ଉପରେ ପ୍ରତିବନ୍ଧକ ମଧ୍ୟ ଲଗା…
ଅଧିକ ଖବର ଦେଖନ୍ତୁ...