କୋରାପୁଟ: ରାସ୍ତାକଡର ପାହାଡକୁ ଧକ୍କା ଦେଲା ହାଇୱା ଟିପର, ଡ୍ରାଇଭର ସମେତ ୨ ଆହତ
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳିରୁ ବକ୍ସାଇଟ ବୋଝେଇ କରି କାକିରିଗୁମାକୁ ଯାଉଥିବା ଏକ ୧୦ ଚକିଆ ହାଇୱା ଟିପର ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ପାହାଡରେ ଧକ୍କା ଦେବାରୁ ଡ୍ରାଇଭର ସମେତ ହାଇୱାରେ ବସିଥିବା ଅନ୍ୟ ଦୁଇଜଣ ଯାତ୍ରୀ ଆହତ ହୋଇଛନ୍ତିିା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...