Daily Archives

May 20, 2019

ସିଗାରେଟଠାରୁ ଶରୀର ପାଇଁ ଅଧିକ ହାନିକାରକ ହୋଇଥାଏ ଅଗରବତୀର ଧୂଆଁ, ଜାଣି ରଖନ୍ତୁ ଏହାର ଖରାପ ପ୍ରଭାବ ବିଷୟରେ

ଭାରତରେ ସାଧାରଣତଃ ଲୋକମାନେ ଠାକୁର ପୂଜା କରିବା ପାଇଁ ଅଗରବତୀର ବ୍ୟବହାର କରିଥାନ୍ତି । ସକାଳେ ଏବଂ ସଂନ୍ଧ୍ୟା ସମୟରେ ଲୋକେ ଅଗରବତୀ ଜଳାଇ ଠାକୁର ପୂଜା କରିଥାନ୍ତି । ଏହାର ଧୂଆଁ ପୂରା ଘରକୁ ମହକାଉଥିଲେ ମଧ୍ୟ ଶରୀରର ଅନେକ କ୍ଷତି ଘଟାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ...... ୧.…
ଅଧିକ ଖବର ଦେଖନ୍ତୁ...

ବୁଥ୍ ବାହୁଡ଼ା ମତକୁ ନେଇ ଜୋର ଧରିଛି ଚର୍ଚ୍ଚା : କେବଳ ଓଡ଼ିଶା ନୁହେଁ କେନ୍ଦ୍ରରେ ମଧ୍ୟ ବିଜେପି ପୁଣିଥରେ କ୍ଷମତାକୁ…

ଭୁବନେଶ୍ୱର : ନିର୍ବାଚନ ସରିଲା ପରେ ୧୯ ଯୁଦ୍ଧର ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତକୁ ନେଇ ରାଜ୍ୟରୁ କେନ୍ଦ୍ର ସବୁଠି ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଓଡ଼ିଶାରେ କିଏ କେତେ ଆସନ ହାତେଇବ ଆଉ କିଏ କ୍ଷମତାକୁ ଆସିବ ସେନେଇ ସମ୍ଭାବ୍ୟ ଫଳାଫଳ ଆସିବା ପରେ ଦଳୀୟ ଶିବିରରେ ଛନକା ପଶିଛି । ତେବେ…
ଅଧିକ ଖବର ଦେଖନ୍ତୁ...

ଜୀବନ-ମରଣ ସହ ଲଢ଼ୁଥିଲା ୨ବର୍ଷର ଝିଅ, ବ୍ୟାଟ୍‌ ଧରି ମଇଦାନକୁ ଓହ୍ଲାଇଲେ ପାକିସ୍ତାନୀ କ୍ରିକେଟର ଆସିଫ୍‌ ଅଲ୍ଲୀ

ନୂଆଦିଲ୍ଲୀ : ପାକିସ୍ତାନୀ ବ୍ୟାଟ୍ସବ୍ୟାନ୍‌ ଆସିଫ୍‌ ଅଲ୍ଲୀଙ୍କ ୨ବର୍ଷୀୟ ଝିଅ ନୁର ଫାତିମା ସୋମବାର  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ଥିବା ବେଳେ ନୁରଙ୍କ ଚିକିତ୍ସା ଆମେରିକାରେ କରାଯାଉଥିଲା । କିନ୍ତୁ ଶେଷରେ ସେ ନିଜ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ବୁଥ ବାହୁଡ଼ା ମତକୁ ନେଇ ଖୁସିରେ ଆତ୍ମହରା ବିଜେପି : ଚନ୍ଦ୍ରବାବୁ ନାଇଡ଼ୁଙ୍କୁ କଟାକ୍ଷ କରିବା ସହ ନିର୍ବାଚନ ଫଳାଫଳ ପରେ…

ନୂଆଦିଲ୍ଲୀ : ବୁଥ ବାହୁଡ଼ା ମତ ଆସିବା ପରେ ପରେ ବିଜେପି ଦଳ ଖୁସିରେ ଆତ୍ମହରା ହୋଇଉଠିଛନ୍ତି । ଏକଜିଟ୍ ପୋଲ ଏକଜାଟ୍ ପୋଲ ନହେଲେ ମଧ୍ୟ ବିଜେପି ନେତାଙ୍କ ଖୁସି ଦେଖେ କିଏ ? ଭାଜପା ନେତାଙ୍କ ଗୋଡ଼ ଆଉ ତଳେ ଲାଗୁନି । ପାର୍ଟି ମହାସଚିବ ରାମ ମାଧବ କହିଛନ୍ତି, ୨୦୧୪ ଠାରୁ ମଧ୍ୟ ଅଧିକ ଆସନ ହାସଲ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବାପା ବୋଲି ଡ଼ାକନ୍ତି ନାହିଁ ତାଙ୍କ ପୁଅ-ଝିଅ?

ମୁମ୍ବାଇ : ସୁପରଡାନ୍ସର ଚାପ୍ଟର-୩କୁ ଅତିଥି ଭାବରେ ଆସି ପହଞ୍ଚିଥିଲେ ଅଭିନେତା ମିଥୁନ ଚକ୍ରାବର୍ତ୍ତୀ । ଗୀତ ଆଇ ଆମ ଏ ଡିସ୍କୋ ଡ୍ୟାନ୍‌ସରରୁ ମିଥୁନ ଚକ୍ରବର୍ତ୍ତୀ ଚର୍ଚ୍ଚିତ ହୋଇଥିବା ବେଳେ ମିଥୁନଙ୍କୁ ସ୍ୱାଗତ କରିବା ପାଇଁ ସୋ’ର ଥିମ୍‌ ଡିସ୍କୋ ଡ୍ୟାନ୍‌ସର ରଖାଯାଇଥିଲା । ତେବେ ସୋ’ରେ…
ଅଧିକ ଖବର ଦେଖନ୍ତୁ...

ଯୁବପୀଢ଼ିଙ୍କ ପାଇଁ ଉଦାହରଣ ପାଲଟିଲେ ଜୋମାଟୋର ଦିବ୍ୟାଙ୍ଗ ଡେଲିଭରୀ ବଏ, ଟ୍ରାଇସାଇକେଲ ଚଳାଇ କରୁଛନ୍ତି ଫୁଡ୍‌ ଡେଲିଭର

ନୂଆଦିଲ୍ଲୀ : କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜୋମାଟୋର ଡେଲିଭରୀ ବଏ ରାମୁ । ଗୋଡ଼ ଅଚଳ ଥିଲେ ମଧ୍ୟ ରାମୁ ନିଜ ହାତର ସାହାଯ୍ୟରେ ଟ୍ରାଇ ସାଇକେଲ ଚଳାଇ ଫୁଡ୍‌ ଡେଲିଭର କରୁଥିବା ଦେଖା ଯାଇଛି । ଏହାର ଭିଡିଓ ହନି ଗୋଏଲ ନାମକ ଜଣେ ଟୁଇଟର…
ଅଧିକ ଖବର ଦେଖନ୍ତୁ...

୬୮ବର୍ଷୀୟ ସହ-କଳାକାରଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କହି ନିଜ ପ୍ରଶଂସକଙ୍କୁ ଚମକାଇଦେଲେ ୨୬ବର୍ଷୀୟ ହଲିଉଡ୍‌…

ନୂଆଦିଲ୍ଲୀ : ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସେଲିନା ଗୋମେଜ ଏବେ ଇନ୍‌ଷ୍ଟାରେ ଏକ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କିଛି ଲୋକ ଏହି ପୋଷ୍ଟ ଦେଖି ଖୁସି ଥିବା ସହ କିଛି ଆଶ୍ଚର୍ଯ୍ୟ ହୋଇଛନ୍ତି । ଇନ୍‌ଷ୍ଟାରେ ସେଲିନା କାନ୍ ଫିଲ୍ମ ଫେଷ୍ଟିଭାଲର କିଛି ଫଟୋ ସେୟାର କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ଦୁଇଟି ପୃଥକ ଦୁର୍ଘଟଣାରେ ୩ ଗୁରୁତର, ବାପ ଝିଅ ଆହତ

ଭଞ୍ଜନଗର : ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଶାଳା ଛକଠାରେ ବାପ ଝିଅ ବାଇକରେ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ପଛପଟୁ ଗୋଟିଏ ବାଇକ ଧକ୍କା ଦେଇଛି। ଏଥିରେ ବାପ ଝିଅ ଆହତ ହୋଇଥିବା ବେଳେ ଧକ୍କା ଦେଇଥିବା ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିପରି ତାରସିଂ ଥାନା ଅନ୍ତର୍ଗତ କଲ୍ୟାଣପୁର…
ଅଧିକ ଖବର ଦେଖନ୍ତୁ...

କ୍ୟାବିନେଟ୍‌ରୁ ସିଦ୍ଧୁଙ୍କ ଇସ୍ତଫା ଦାବି କରି ସାଧୁ ସିଂହ କହିଲେ ; ଏବେ କେଉଁ ଦଳକୁ ଯିବେ ସିଦ୍ଧୁ?

ନୂଆଦିଲ୍ଲୀ : କିଛି ଦିନ ତଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ଏକ ଚାଞ୍ଚଲ୍ୟକର ବୟାନ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । କଂଗ୍ରେସର ଷ୍ଟାର ପ୍ରଚାରକ ନବ୍‌ଜୋତ ସିଂହ ସିଦ୍ଧୁ ମୋତେ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ ଅମ୍ରିନ୍ଦର ସିଂହ । ଏବେ ଅମ୍ରିନ୍ଦର…
ଅଧିକ ଖବର ଦେଖନ୍ତୁ...

ଏକଜିଟ୍‌ ପୋଲକୁ ନେଇ ଚର୍ଚ୍ଚାରେ ବିବେକ ଓବରଏଙ୍କ ଟୁଇଟ୍‌, ଐଶ୍ୱର୍ଯ୍ୟଙ୍କ ବିଭିନ୍ନ ଫଟୋ ରଖି ଏକଜିଟ୍‌ ପୋଲର ଅର୍ଥ…

ମୁମ୍ବାଇ : ରବିବାର ୨୦୧୯ ଲୋକସଭା ନିର୍ବାଚନର ଅନ୍ତମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲା । ମତଦାନ ଶେଷ ହେଉ ହେଉ ସବୁ ନିଉଜ୍‌ ଚ୍ୟାନେଲ ତରଫରୁ ଏକଜିଟ୍‌ ପୋଲ କରାଯାଇ ୨୦୧୯ରେ କିଏ ସରକାର ଗଢ଼ିବ ସେ ବିଷୟରେ ସୂଚନା ଦିଆ ଯାଇଥିଲା । କିନ୍ତୁ ଏବେ ଏକଜିଟ୍‌ ପୋଲର ଫଳାଫଳକୁ କିଛି ନେତା ଗ୍ରହଣ କରୁ…
ଅଧିକ ଖବର ଦେଖନ୍ତୁ...