ପୁଣି ଧମାଲ କରିବ ‘ହେରାଫେରି ୩’
ନୂଆଦିଲ୍ଲୀ: ଅଭିନେତା ସୁନୀଲ ସେଟ୍ଟୀ ‘ହେରା ଫେରି ୩’ ସିନେମାକୁ ନେଇ ଖୁବ୍ ଉତ୍ସାହ ଥିବା କଥା କହିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଏହି ସିନେମାର କାମ ଆରମ୍ଭ ହେବ। ସୁନୀଲ ସେଟ୍ଟୀଙ୍କ କହିବାନୁସାରେ, ଏହି ସିନେମାକୁ ନେଇ ବହୁ ବିଚାର ବିମର୍ଷ କରାଯାଉଛି। ପ୍ରିୟଦର୍ଶନ ସହିତ ‘ହେରା ଫେରି ୩’…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...