Daily Archives

May 21, 2019

ପୋଲାଣ୍ଡରେ ପ୍ରଥମ: ଜଣେ ମାଆ ଗର୍ଭରୁ ଏକାଥରକେ ଜନ୍ମ ନେଲେ ୬ ଶିଶୁ, ପୂର୍ବରୁ ଏକ ପୁତ୍ର ଥିଲା

କ୍ରାକୋ: ପୋଲାଣ୍ଡର ଜଣେ ମହିଳା ଏକା ଥରକେ ସଫଳତାର ସହ ୬ ଜଣ ପିଲାଙ୍କୁ ଜନ୍ମ ଦେଇଛନ୍ତି। ସୋମବାର କ୍ରାକୋ ୟୁନିଭରସିଟି ହସ୍ପିଟାଲ୍‌ରେ ଜନ୍ମ ଲାଭ କରିଥିବା ଏହି ୬ ଶିଶୁଙ୍କ ଓଜନ ପ୍ରାୟତଃ ୧ କିଲୋଗ୍ରାମ ରହିଛି ବୋଲି ହସ୍ପିଟାଲ୍‌ ସୂତ୍ରରୁ ଜାଣିବାକୁ ମିଳିଛି। ମହିଳାଙ୍କ ଗର୍ଭରୁ ୪ଟି…
ଅଧିକ ଖବର ଦେଖନ୍ତୁ...

ପୁରୀ: ସ୍ଥିତି ଅନୁଧ୍ୟାନ ଲାଗି ଡ୍ରୋନ୍‌ ଦ୍ୱାରା ‘ନୀଳଚକ୍ର’ର ହେବ ଫଟୋଗ୍ରାଫି

ପୁରୀ: ସାମୁଦ୍ରିକ ବାତ୍ୟା ‘ଫନି’ ପରେ ଶ୍ରୀମନ୍ଦିରର ନୀଳଚକ୍ର କେମିତି ଅଛି, ତାହା ଜାଣିବା ପାଇଁ ସ୍ଥିତି ଅନୁଧ୍ୟାନ କରାଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଙ୍ଗଳବାର ସନ୍ଧ୍ୟାରେ ନିଷ୍ପତ୍ତି ହୋଇଛି। ମାତ୍ର ଶ୍ରୀମନ୍ଦିର ଉପରକୁ ଚଢ଼ି ସିଧାସଳଖ ‘ନୀଳଚକ୍ର’ର ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ନାଥୁରାମ ଗଡସେଙ୍କ ଜନ୍ମଦିନ ମନାଉଥିବା ୬ ଅଭିଯୁକ୍ତ ଗିରଫ

ସୁରତ: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଜନ୍ମଦିନ ମନାଇବା କାରଣରୁ ପୁଲିସ୍‌ ସୋମବାର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୁରତର ପୁଲିସ୍‌ କମିସନର ସତିଶ ଶର୍ମା କହିଛନ୍ତି କି ‘ଜିଲ୍ଳାର ଲିମ୍ବାୟତ ଅଞ୍ଚଳସ୍ଥିତ ସୂର୍ଯ୍ୟମୁଖି ହନୁମାନ ମନ୍ଦିର ପରିସରରେ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଭାବପ୍ରବଣ ଟ୍ଵିଟ୍‌ ଲେଖିଲେ ରାହୁଲ, ସେ ମୋତେ ସମସ୍ତଙ୍କୁ କ୍ଷମା ଦେବାକୁ ଶିଖାଇଛନ୍ତି

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ତାଙ୍କର ୨୮ତମ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ତାଙ୍କ ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲଙ୍କ ସହ ୟୁପିଏ ଅଧ୍ୟକ୍ଷା ତଥା ମାଆ ସୋନିଆ ଗାନ୍ଧୀ ଓ କଂଗ୍ରେସର ଅନ୍ୟତମ ବରିଷ୍ଠ ସଦସ୍ୟା ତଥା ଭଉଣୀ…
ଅଧିକ ଖବର ଦେଖନ୍ତୁ...

ଭୋଟ ଗଣତିର ଦୁଇ ଦିନ ପୂର୍ବରୁ ଏକାଠି ହେଲେ ଏନଡିଏର ସଦସ୍ୟ ଦଳ

ନୂଆଦିଲ୍ଲୀ : ଇଭିଏମ ପ୍ରସଙ୍ଗକୁ ନେଇ ଗୋଟିଏ ପଟେ ଆଜି ୨୨ଟି ବିରୋଧୀ ଦଳ ଏକାଠି ହୋଇଥିବାବେଳେ ଶାସକ ଏନଡିଏର ପ୍ରମୁଖ ସଦସ୍ୟ ଦଳମାନେ ଆଜି ନୂଆଦିଲ୍ଲୀର ଅଶୋକା ହୋଟେଲରେ ଏକାଠି ହୋଇଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପକ୍ଷରୁ ଦିଆଯାଇଥିବା ନୈଶ୍ୟ ଭୋଜିରେ ଏନଡିଏ ଦଳମାନେ ଏକାଠି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଧୢାନ ଆଧୢାତ୍ମିକ ଦିଗକୁ ଅଧିକ ରହିବ। ରାଜନୀତିରେ ଲାଭ ପାଇବେ। ରାଷ୍ଟିୟ ସ୍ତରର ନେତାଙ୍କ ସହିତ ସ˚ପର୍କ ହେବ। ଚାକିରିରେ ଯଥେଷ୍ଟ ସଫଳତା ମିଳିବାର ସ˚କେତ ମିଳେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ରାମଚଣ୍ତୀ। ବୃଷ: ଆପଣଙ୍କ ଆଖପାଖରେ ସୁଖ ଓ ଆନନ୍ଦଦାୟକ ମାହୋଲ ରହିବ।…
ଅଧିକ ଖବର ଦେଖନ୍ତୁ...

ପ୍ରଚଣ୍ଡ ଖରା ତାତିରୁ ନିଜ ଗାଡ଼ିକୁ ଥଣ୍ଡା ରଖିବା ପାଇଁ ମାଲିକ କାରରେ ଲିପିଲେ ଗାଈ ଗୋବର !

ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୫ଡିଗ୍ରି ଉପରେ ରହିଛି। ଏମିତିରେ ଲୋକମାନେ ପ୍ରଚଣ୍ଡ ଖରା ତାତିରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇବାରେ ଲାଗିଛନ୍ତି। ଏପରି କ୍ଷେତ୍ରରେ ଯଦି ଗାଡ଼ିଗୁଡ଼ିକୁ ଖରା ତାତିରୁ ରକ୍ଷା ନ କରାଯାଏ ତେବେ ମେଣ୍ଟେନେସ୍‌ ସମୟରେ…
ଅଧିକ ଖବର ଦେଖନ୍ତୁ...

ପୁରୀ: ବାତ୍ୟା କ୍ଷୟକ୍ଷତି ନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ବାତ୍ୟା ‘ଫନି’ ପରେ କ୍ଷୟକ୍ଷତି ଆକଳନ ନେଇ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହୋଇଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିରର ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଛି। ଏଥି ସହିତ ବୈଠକରେ ସ୍ନାନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାରେ ଚୀନର ପ୍ରଭାବକୁ ହ୍ରାସ କରିବାକୁ ହାତ ମିଳାଇଲେ ଭାରତ ଓ ଜାପାନ

କଲୋମ୍ବୋ : ଶ୍ରୀଲଙ୍କାରେ ଚୀନର ଉପସ୍ଥିତିକୁ ନେଇ ଉଭୟ ଭାରତ ଓ ଜାପାନ ଚିନ୍ତିତ ଅଛନ୍ତି । କାରଣ ଏ ଅଞ୍ଚଳରେ ଚୀନର ଉପସ୍ଥିତି ଅବାଧ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ପ୍ରଭାବିତ କରିବ । ଶ୍ରୀଲଙ୍କାରେ ଚୀନର ପ୍ରଭାବକୁ ହ୍ରାସ କରିବା ପାଇଁ ଭାରତ ଓ ଜାପାନ ମିଳିତଭାବେ କଲମ୍ବୋ ବନ୍ଦରରେ ଏକ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ମୁଖା ପିନ୍ଧି ମିଠା ତିଆରି କଲେ ଉତ୍ସାହୀ କାରିଗର

ନୂଆଦିଲ୍ଲୀ: ଏକଜିଟ୍‌ ପୋଲ ଆସିବା ପରେ ଉତ୍ସାହିତ ହୋଇ ମୁମ୍ବାଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଲେଣି । ଉତ୍ତର-ମୁମ୍ବାଇର ବିଜେପି ପ୍ରାର୍ଥୀ ଗୋପାଳ ସେଟ୍ଟିଙ୍କ କାର୍ଯ୍ୟକର୍ତ୍ତା ଫଳାଫଳ ଆସିବା ପୂର୍ବରୁ ହିଁ ୪ ହଜାର କିଲୋ ମିଠାର ଅର୍ଡର…
ଅଧିକ ଖବର ଦେଖନ୍ତୁ...