Daily Archives

May 22, 2019

ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍‌ ୩ରୁ ଆରମ୍ଭ ହେବ ‘ସୋଆ ସମର୍‌ ଟେକ୍ନୋକ୍ୟାମ୍ପ’

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ଜୁନ୍‌ ୩ରୁ ଦ୍ୱିତୀୟ ସୋଆ ସମର୍‌ ଟେକ୍ନୋକ୍ୟାମ୍ପ ଆରମ୍ଭ ହେବ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭସିଟି) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଡୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ଠାରେ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚରେ ଓଡ଼ିଶାରେ ଜିଓ ଯୋଡିଲା ୩.୯୭ ଲକ୍ଷ ନୂଆ ଗ୍ରାହକ

ଭୁବନେଶ୍ୱର :  ରିଲାଏନ୍ସ ଜିଓ  ଅନ୍ୟ  ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ପଛରେ ପକାଇ ମାର୍ଚ୍ଚ ମାସରେ ପୁଣି ଥରେ ସର୍ବାଧିକ ନୂତନ ଗ୍ରାହକ ଯୋଡ଼ିଥିବା  ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ(ଟ୍ରାଇ) ପକ୍ଷରୁ ୨୦୧୯ ମାର୍ଚ୍ଚ ମାସ ପାଇଁ ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେମୋଥେରାପି ନେବା ପରର ପାର୍ଶ୍ୱ ପ୍ରଭାବ ବିଷୟରେ

କର୍କଟ ଏକ ଏଭଳି ରୋଗ ଯାହା ଧିରେ ଧିରେ ଏବେ ଭାରତର ଲୋକମାନଙ୍କୁ କବଳିତ କରିବାରେ ଲାଗିଛି । ପ୍ରତିବର୍ଷ ଏକାଧିକ ଲୋକ ଏହି ରୋଗର ଶିକାର ହୋଇ ମୃତ୍ୟୁବରଣ କରିବା ସହ କିଛି ଲୋକ ପ୍ରତିକାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଖାସ୍‌ କରି କର୍କଟ ରୋଗ ହେଲେ ଡ଼ାକ୍ତର କେମୋଥେରାପି ନେବା…
ଅଧିକ ଖବର ଦେଖନ୍ତୁ...

ମାତା-ପିତା ନଥିବାରୁ ସ୍କୁଲର ପିଅନକୁ ବିବାହ କରାଇବା ପାଇଁ ସାହାଯ୍ୟର ହାତ ବଢ଼ାଇଲେ କର୍ମଚାରୀ ଏବଂ ଶିକ୍ଷକ

ପୁଣେ : ପୁଣେର ଏକ ସ୍କୁଲର କର୍ମଚାରୀ ଏବଂ ଶିକ୍ଷକମାନେ ଯେଉଁ କାମ କରିଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ପୁଣେର ଖଡ୍‌କୀରେ ଥିବା ଏସ୍‌ଭିଏସ୍‌ ହାଇସ୍କୁଲରେ ଜଣେ ପିଅନର ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇ ଏବେ ଚର୍ଚ୍ଚାରେ ରହିଛନ୍ତି ସ୍କୁଲର କର୍ମଚାରୀ । ଦୁଇ…
ଅଧିକ ଖବର ଦେଖନ୍ତୁ...

ମୁଁ ସନ୍ତାନ ଚାହେଁ କିନ୍ତୁ ସନ୍ତାନ ସହ ତା’ର ମା’ ଚାହେଁନା : ସଲମାନ ଖାନ୍‌

ମୁମ୍ବାଇ : ଅନେକ ସମୟରେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇ ଆସିଛି । ତାଙ୍କ ପ୍ରଶଂସକମାନେ ମଧ୍ୟ ଅପେକ୍ଷା କରି କରି ଏବେ ବିବାହ କରିବା ପାଇଁ କହିବା ମଧ୍ୟ ଛାଡ଼ି ସାରିଲେଣି । କିନ୍ତୁ ସଲମାନ ନିଜର ଆଶ୍ଚର୍ଯ୍ୟଜନକ ବୟାନ ଦେବା ଛାଡ଼ି ନାହାନ୍ତି । ଅନେକ ସମୟରେ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟସଆପ୍‌ରୁ ଷ୍ଟାଟସକୁ ସିଧାସଳଖ ଭାବେ ଫେସ୍‌ବୁକ୍‌ରେ କରି ହେବ ସେୟାର, ଯୋଡ଼ି ହେଲା ନୂଆ ଫିଚର୍ସ

ନୂଆଦିଲ୍ଲୀ : ହ୍ଵାଟସଆପ୍‌, ମେସେଞ୍ଜର ଏବଂ ଇନ୍‌ଷ୍ଟାକୁ ମିଶାଇ ଏକ କ୍ରସ ପ୍ଲାଟ୍‌ଫର୍ମ ମେସେଜ ବିକଳ୍ପ ଆଣାଯିବ ବୋଲି କହିଥିଲେ ଫେସ୍‌ବୁକ୍‌ର ସିଇଓ ମାର୍ଗ ଜୁକରବର୍ଗ । ତେବେ ହ୍ଵାଟ୍‌ସଆପ୍‌ରେ ଏକ ନୂଆ ଫିଚର ଯୋଡ଼ି ହେବା ପରେ କମ୍ପାନୀ ନିଜ କାମ ଆରମ୍ଭ କରି ଦେଇଥିବା ଜଣା ପଡ଼ିଛି । ଏବେ…
ଅଧିକ ଖବର ଦେଖନ୍ତୁ...

ଯଦି ସ୍କ୍ରିନ୍‌ ଉପରେ ପ୍ରଧାନମନ୍ତ୍ରୀ ହୋଇ ପାରୁଛି, ତେବେ ସାଂସଦ କିଏ ହେବାକୁ ଚାହିଁବ : ବିବେକ ଓବରଏ

ମୁମ୍ବାଇ : କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌କୁ ନେଇ ଅନେକ ବାଦବିବାଦ ଦେଖା ଯାଇଥିଲା । ଏ ମଧ୍ୟରେ ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମିକାରେ ନଜର ଆସିଥିବା ଅଭିନେତା ବିବେକ ଓବରଏ ମୋଦୀଙ୍କର କେତେ ବଡ଼ ସମର୍ଥକ ତାହା ଜଣାପଡ଼ିଥିଲା। ତେବେ ମୋଦୀଜୀଙ୍କ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୮ବର୍ଷ ବୟସରେ ହିଁ ୧୦୬ଟି ଭାଷା ସ୍ପଷ୍ଟ ଭାବେ କହିପାରୁଛି ଏହି ବାଳକ,  ଆଶ୍ଚର୍ଯ୍ୟ ହେଲେ ଲୋକେ

ନୂଆଦିଲ୍ଲୀ : ଆଜିକାଲି କୌଣସି ଜିନିଷ ବିଷୟରେ ଜାଣିବା ପାଇଁ ବା କିଛି ଶିଖିବା ପାଇଁ ଲୋକେ ଗୁଗଲର ବ୍ୟବହାର କରିଥାନ୍ତି । କିନ୍ତୁ ତାମିଲନାଡୁରେ ରହୁଥିବା ୮ବର୍ଷୀୟ ବାଳକ ଗୁଗଲ ସାହାଯ୍ୟରେ ଯାହା ସମ୍ଭବ କରି ଦେଖାଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୁଗଲରୁ ୧୦୬ ପ୍ରକାରର ଭାଷା…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଜୋମାଟୋର ଡେଲିଭରି ବଏ : ଅର୍ଡର କ୍ୟାନ୍‌ସଲ ହେବା ପରେ ଖାଦ୍ୟକୁ ନେଇ ଏହି କାମ କରନ୍ତି ଯୁବକ

ନୂଆଦିଲ୍ଲୀ : ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋ ଏଇ ମାସରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି । କିଛି ଦିନ ତଳେ ଦିବ୍ୟାଙ୍ଗଙ୍କୁ ଫୁଡ୍‌ ଡେଲିଭରୀ କାମରେ ନିୟୋଜିତ କରିଥିବାରୁ ପ୍ରଶଂସାର ପାତ୍ର ହୋଇଥିଲା ଜୋମାଟୋ । ଏବେ ଆଉ ଜଣେ ଡେଲିଭରୀ ବଏ ଯେଉଁ କାମ କରିଛନ୍ତି, ତାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ନିଶାଗ୍ରସ୍ତ ହୋଇ ଅଯୋଧ୍ୟାରେ ୭ଟି ଗାଈ ସହ ଦୁଷ୍କର୍ମ କଲା ଯୁବକ

ଅଯୋଧ୍ୟା : ଅଯୋଧ୍ୟାରେ ଜଣେ ଯୁବକ ୭ଟି ଗାଈ ସହ ଦୁଷ୍କର୍ମ କରିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଅଭିଯୁକ୍ତର ନାଁ ରାଜକୁମାର ବୋଲି ଜଣା ପଡ଼ିଥିବା ବେଳେ ଅଭିଯୁକ୍ତଜଣଙ୍କ ନିଶାଗ୍ରସ୍ତ ଅବସ୍ଥାରେ ଏଭଳି କାଣ୍ଡ କରିଥିବା ସାମ୍ନାକୁ ଆସିଛି । ଗାଈମାନଙ୍କୁ…
ଅଧିକ ଖବର ଦେଖନ୍ତୁ...