Daily Archives

May 23, 2019

୫ମ ଥର ବିଜୟୀ ହେଲେ ବଦ୍ରୀ ପାତ୍ର, ୩୨ ହଜାର ଭୋଟ୍‌ରେ ହାରିଲେ ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଘଷିପୁରା ବାଜି ମାରିନେଲେ ବିଜେଡି ପ୍ରାର୍ଥୀ ବଦ୍ରିପାତ୍ର। କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ ହଜାର ୬୬୬ ଖଣ୍ଡ ଭୋଟ୍‌ରେ ମାତ ଦେଇ ୫ ଥର ବିଧାୟକ ଭାବେ ନିର୍ବାଚିତ ହେଲେ ବଦ୍ରି ପାତ୍ର। ତେବେ ଯେଉଁଭଳି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ଭାବେ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ମେଣ୍ଟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇବା ପରେ ସାରା ବିଶ୍ୱରୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି । ସୁପର ପାଓ୍ଵାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ଵିଟ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଜିଲ୍ଲାରେ ବିଜେଡିକୁ କ୍ଲିନ୍‌ ସ୍ୱିପ୍‌

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ବରଗଡ଼ ଜିଲ୍ଲାରେ ତାଙ୍କ ଦଳ ବିଜୁ ଜନତା ଦଳ କ୍ଲିନ୍‌ ସ୍ୱିପ୍‌ କରିଛି। ଏହି ଜିଲ୍ଲା ଅନ୍ତର୍ଗତ ପାଞ୍ଚୋଟିଯାକ ବିଧାନସଭା ଆସନ ବିଜୁ ଜନତା ଦଳ ପୁଣି ଜିତିଛି। ଏହି ପାଞ୍ଚୋଟିଯାକ ଆସନ ହେଲା- ବିଜେପୁର, ପଦ୍ମପୁର,…
ଅଧିକ ଖବର ଦେଖନ୍ତୁ...

ଆସ୍କା ଲୋକସଭାରେ ଲକ୍ଷାଧିକ ଭୋଟରେ ଜିତିଲେ ପ୍ରମିଳା ବିଷୋୟୀ, ୭ରୁ ୬ ବିଧାନସଭାରେ ଜିତିଲା ବିଜେଡି, କଂଗ୍ରେସକୁ ଗୋଟିଏ…

ଭୁବନେଶ୍ୱର: ଆସ୍କା ଲୋକସଭା ଆସନରୁ ବିଜେଡି ଟିକେଟରେ ପ୍ରମିଳା ବିଷୋୟୀ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ସୁନିତା ପ୍ରିୟଦର୍ଶିନୀଙ୍କୁ ପରାସ୍ତ କରିଛି। ସେହିପରି ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କା, କବିସୂର୍ଯ୍ୟନଗର, ସୋରଡା, ହିଂଜିଳି, ଖଲ୍ଲିକୋଟ ଓ ପୋଲସରା…
ଅଧିକ ଖବର ଦେଖନ୍ତୁ...

ବିପୁଳ ଭୋଟ୍‌ରେ ଖଣ୍ଡପଡ଼ାରୁ ବିଜୟୀ ହେଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିପୁଳ ଭୋଟ୍‌ ବ୍ୟବଧାନରେ ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପାଖାପାଖି ୮୧,୪୩୦ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଓଡ଼ିଆ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ ଏଭରେଷ୍ଟରେ ପ୍ରାଣ ହରାଇଲେ

କାଠମାଣ୍ଡୁ: ଏଭରେଷ୍ଟର ବାଲକୋନୀ କ୍ଷେତ୍ରରେ ଆଜି ପ୍ରାଣ ହରାଇଛନ୍ତି ଓଡ଼ିଆ  ପର୍ବତାରୋହୀ କଳ୍ପନା ଦାଶ | ଆଜି ଦ୍ବିପହର ସମୟରେ ତାଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି | ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ମୀରା ଆଚାର୍ଯ୍ୟ କହିଛନ୍ତି ଯେ ଏଭରେଷ୍ଟର ଶିଖରକୁ ଛୁଇଁ ଓହ୍ଲାଇବା ପରେ ଶେଷ…
ଅଧିକ ଖବର ଦେଖନ୍ତୁ...

ଜିତିଲେ ବରଗଡ ଜିଲ୍ଲାର ଦୁଇ ମନ୍ତ୍ରୀ ସ୍ନେହାଙ୍ଗିନୀ ଓ ସୁଶାନ୍ତ

ଭୁବନେଶ୍ୱର : ବର୍ତ୍ତମାନର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଥିବା ବରଗଡ଼ ଜିଲ୍ଲାର ଦୁଇ ମନ୍ତ୍ରୀବିଜୟୀ ହୋଇଛନ୍ତି । ସେମାନେ ହେଲେ ସ୍ନେହାଙ୍ଗିନୀ ଛୁରିଆ ଓ ସୁଶାନ୍ତ ସିଂ । ସ୍ନେହାଙ୍ଗିନୀ ଏଥର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବିଧାନସଭା ମଣ୍ଡଳୀରୁ ବିଜୟୀ ହୋଇଥିବାବେଳେ ସୁଶାନ୍ତ ଭଟଲିରୁ ବିଜୟୀ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ଫୁଟିଲା ପଦ୍ମ, ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୧୧୮୯ ଭୋଟରେ ମାତ୍‌ଦେଲେ ମୋହନ ମାଝି

ଭୁବନେଶ୍ୱର: କେନ୍ଦୁଝର ସଦର ବିଧାନସଭା ର୍ନିବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ ଫୁଟିଛି। ବିଜେଡି ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝି ବିଜୟୀ ହୋଇଛନ୍ତି। ସେ ୧୧୮୯ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି। ଗତ ଦୁଇଟି ଟର୍ମ ଧରି କେନ୍ଦୁଝର ଆସନକୁ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡିରେ ପୁଣି ସୂର୍ଯ୍ୟକିରଣ ଚମକିଲା, ହାରିଲେ ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ

ଭୁବନେଶ୍ୱର: ଦିଗପହଣ୍ଡିରେ ଦିଗବାରେଣୀ ହେଲେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର। ୪୦ ହଜାର ୪୭୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପିର ପିଙ୍କି ପ୍ରଧାନଙ୍କୁ ଦେଲେ ମାତ୍‌ ଦେଇ ବିଜୟ ତିଳକ ପିନ୍ଧିଲେ ବିଜେଡି ହେଭିୱେଟ୍‌ ସୂର୍ଯ୍ୟ ନାରାୟଣ ପାତ୍ର। ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ବିଜେଡିର ଜବରଦସ୍ତ ବିଜୟ, ତୃତୀୟ ଥର ପାଇଁ ହ୍ୟାଟ୍ରିକ୍‌ ମାରିଲେ ହେଭିୱେଟ୍‌ ବବି ଦାସ

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ନିଜ କବଜାକୁ ନେଉଛି ବିଜୁ ଜନତା ଦଳ। ଏହି ପରିପ୍ରେକ୍ଷୀରେ ଯାଜପୁର ଆସନକୁ ପୁଣି ଥରେ ବିଜେଡି ଅକ୍ତିଆର କରିଛନ୍ତି। ଆଉ ପୁଣି ତୃତୀୟ ଥର ପାଇଁ ଯାଜପୁରବାସୀଙ୍କ ଭରସା ଜିତି ମଙ୍ଗ ଧରିଛନ୍ତି ପ୍ରଣବ ପ୍ରକାଶ ଦାସ। ଯାଜପୁର…
ଅଧିକ ଖବର ଦେଖନ୍ତୁ...