Daily Archives

May 24, 2019

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଭକ୍ତ ଦାସ କହିଲେ- ରାଜନୀତିରେ ନୂଆପୀଢ଼ିକୁ ସୁଯୋଗ ମିଳିବା ଦରକାର

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ବରିଷ୍ଠ ନେତା ଭକ୍ତ ଚରଣ ଦାସ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ: କଡା ମୁକାବିଲାରେ ବିଜେଡିର ବାଜିମାତ୍‌,୨୨୯ଖଣ୍ଡ ଭୋରେ କଂଗ୍ରେସ ପରାସ୍ତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଫଳାଫଳ ଗୁରୁବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଥିବା ବେଳେ ସମର୍ଥକଙ୍କ ମନରେ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଉତ୍କଣ୍ଠା ଭିତରେ ରହିଯାଇଥିଲାା ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାତାଙ୍କ ଭୋଟ ୩୨ ରାଉଣ୍ଡରେ ଗଣତି…
ଅଧିକ ଖବର ଦେଖନ୍ତୁ...

ଟାଟା ସ୍କାଏ ସେଟ୍ଅପ୍ ବକ୍ସର ମୁଲ୍ୟ ୪୦୦ ଟଙ୍କା କମିଲା

ନୂଆଦିଲ୍ଲୀ : ଡିଟିଏସ ସେବା ପ୍ରଦାନକାରୀ ଟାଟା  ସ୍କାଏ ଉଭୟ ଷ୍ଟାଣ୍ଡାର୍ଡ ଡେଫିନେସନ(ଏସଡି) ଏବଂ ହାଇ ଡେଫିନେସନ(ଏଚଡି) ସେଟ୍ଅପ୍ ବକ୍ସ ମୁଲ୍ୟ ଉପରେ ୪୦୦ ଟଙ୍କା ହ୍ରାସ କରିଛନ୍ତି । ଏହି ପରିବର୍ତ୍ତିତ ମୁଲ୍ୟ ଦ୍ୱାରା ଟାଟା ସ୍କାଏ ଏସଡି ଓ ଏଚଡି  ସେଟ୍ଅପ୍ ବକ୍ସ ବର୍ତ୍ତମାନ୧୬୦୦ ଏବଂ ୧୮୦୦…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଶାରୀରିକ ସମସ୍ୟା ଥିବା ଲୋକ ପଣସ ଖାଇବା ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ

ପଣସ ପାଟିକୁ ସୁଆଦିଆ ଲାଗିବା ସହ ଏହାର ଅନେକ ଫାଇଦା ମଧ୍ୟ ରହିଛି । ଲୋକେ ଏହାକୁ ପାଚିବା ପରେ ଖାଇବା ସହ କଞ୍ଚାରେ ତରକାରୀ କରି ଖାଇଥାନ୍ତି । ତେବେ ଏହା ଶରୀର ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ କିଛି କିଛି ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ । ପଣସ କେଉଁ ଲୋକମାନଙ୍କ ପାଇଁ ବିଷ ସଦୃଶ ଆଜି…
ଅଧିକ ଖବର ଦେଖନ୍ତୁ...

ପରିବେଶର ସୁରକ୍ଷା ପାଇଁ ଦୁଇ ଚେନ୍ନାଇ ଯୁବକଙ୍କ ଅଭିନବ ପ୍ରୟାସ, ଆରମ୍ଭ କଲେ ଜିରୋ-ୱେଷ୍ଟ ଗ୍ରସୋରୀ ଷ୍ଟୋର

ଚେନ୍ନାଇ : ଚର୍ଚ୍ଚାରେ ତାମିଲନାଡୁର ଦୁଇ ସାଙ୍ଗ, ଯାହାଙ୍କ ଅଭିନବ ପ୍ରୟାସ ଏବେ ଲୋକଙ୍କୁ ପ୍ରଶଂସା କରିବା ପାଇଁ ବାଧ୍ୟ କରିଛି । ପରିବେଶ ବିଷୟରେ ଭାବି ସେ ଯେଉଁ ପଦକ୍ଷେପ ୨୦୧୮ରେ ନେଇଥିଲେ, ତାହା ଏବେ ଦୁହିଁଙ୍କୁ ପ୍ରଶଂସାର ପାତ୍ର ବନାଇଛି । ଆଜି ଏଠି ଯାହାଙ୍କ ବିଷୟରେ କୁହାଯାଉଛି, ସେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ଅଦନାନ ସାମୀ, କିଶୋର କୁମାରଙ୍କ ବାୟୋପିକରେ ଆସିବେ ନଜର

ମୁମ୍ବାଇ : ବଲିଉଡ୍‌ରେ ଅନେକ ଆଗ ଧାଡ଼ିର କଣ୍ଠଶିଳ୍ପୀ ରହିଛନ୍ତି । କିନ୍ତୁ ସେ ମଧ୍ୟରୁ ଅଦନାନ ସାମୀଙ୍କ ସ୍ୱର ଟିକେ ନିଆରା । ଶ୍ରୋତାଙ୍କୁ କଭି ତୋ ନଜର, ଭିଗି ଭିଗି ରାତୋଁ ମେଁ, ଲିପ୍ଟ କରାଦେ ଭଳି ଗୀତ ଦେଇ ଅଦନାନ ଲୋକପ୍ରିୟ ହୋଇଥିଲେ । କେବଳ ହିନ୍ଦୀ ଭାଷାରେ ନୁହେଁ, ବରଂ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଜାତିକୁ ନେଇ ୩ ସହପାଠୀଙ୍କ କମେଣ୍ଟ ସହି ନ ପାରି ଆତ୍ମହତ୍ୟା କଲେ ମହିଳା ଡ଼ାକ୍ତରୀ ଛାତ୍ରୀ

ମୁମ୍ବାଇ : ମୁମ୍ବାଇରେ ଜଣେ ଡ଼ାକ୍ତରୀ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଜାତିକୁ ନେଇ ମୃତ ମହିଳାଙ୍କ ୩ଜଣ ସହପାଠୀ କମେଣ୍ଟ ମାରିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ମୃତ ମହିଳାଙ୍କ ନାଁ ପାୟଲ ତାଡ୍‌ବୀ ବୋଲି ଜଣା ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ଦୀପିକାଙ୍କୁ ପଛରେ ପକାଇଲେ ଆଲିଆ, ବନିଲେ ମୋଷ୍ଟ ଡିଜାରେବଲ ଓମେନ ୨୦୧୮

ମୁମ୍ବାଇ : ଏଇ କିଛି ଦିନ ମଧ୍ୟରେ ଆଲିଆଙ୍କ ଲୋକପ୍ରିୟତା ବଢ଼ିବାକୁ ଲାଗିଥିବା ଦେଖା ଯାଇଛି । ଫିଲ୍ମ ପରେ ଫିଲ୍ମ ମିଳିବା ସହ ତେଲୁଗୁ ସିନେ- ଇଣ୍ଡଷ୍ଟ୍ରୀର ବଡ଼ ବଜେଟ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟରରୁ ନିଜର ବଲିଉଡ୍‌ କ୍ୟାରିୟର…
ଅଧିକ ଖବର ଦେଖନ୍ତୁ...

ଟିକ୍‌-ଟକ୍‌ ସେଲିବ୍ରିଟି ମୋହିତ ମୋରଙ୍କ ନାବାଳକ ହତ୍ୟାକାରୀକୁ ଗିରଫ କଲା ପୁଲିସ, କାରଣ ଖୋଜିବା ପାଇଁ ପୁଲିସ ଆରମ୍ଭ…

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଆପ୍‌ ଟିକ୍‌ଟକ୍‌ରେ ସକ୍ରିୟ ଥିବା ୨୭ ବର୍ଷିୟ ଜିମ୍‌ ଟ୍ରେନର୍‌ଙ୍କୁ ମଙ୍ଗଳବାର ସନ୍ଧ୍ୟା ବେଳେ ଦିଲ୍ଲୀ ଉପନଗରୀର ନଜାଫଗଡ଼ର ଗୋଟାଏ ଦୋକାନରେ ତିନି ଜଣ ବ୍ୟକ୍ତି ଗୁଳି ମାରି ହତ୍ୟା କରିଥିଲେ। ତାଙ୍କର ଟିକ୍‌ଟକ୍‌ରେ ୫.୧୭ ଲକ୍ଷ ଫଲୋଅର୍ସ ଥିବା ବେଳେ  ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମର ସ୍କ୍ରିନିଙ୍ଗ ସମୟରେ ବିବେକ ଓବରଏ ଖୋଲିଲେ ଦୋକାନ, ବାଣ୍ଟିଲେ ଚା’

ମୁମ୍ବାଇ : ଶୁକ୍ରବାର ଅଟକି ରହିଥିବା ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ରିଲିଜ୍‌ ହୋଇଛି । ଫିଲ୍ମ ରିଲିଜ୍‌ ପରେ ଏହାକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳୁଥିବା ଦେଖା ଯାଇଛି । ତେବେ ରିଲିଜ୍‌ ପୂର୍ବ ଦିନ ଗୁରୁବାର ମୁମ୍ବାଇର ପିଭିଆର୍‌ ସିନେମାରେ ଏହାର ସ୍କ୍ରିନିଙ୍ଗ ରଖା ଯାଇଥିଲା,…
ଅଧିକ ଖବର ଦେଖନ୍ତୁ...