Daily Archives

May 24, 2019

ଆମେଥିରୁ ହାରିବା ପରେ ସୋସିଆଲ ମିଡିଆରେ ଲୋକେ କହିଲେ; ‘ଇନ୍‌କୋ ଆତା ହି ନେହିଁ ହେ, ଇନ୍‌ସେ ହୋତା ହି ନେହିଁ ହେ’

ନୂଆଦିଲ୍ଲୀ : ଗତକାଲି ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ବାଜିମାତ କରିଥିଲେ । ବିପୁଳ ଭୋଟରେ ବିଜୟୀ ହେବା ପରେ ରାହୁଲଙ୍କୁ ଆମେଥିରୁ ବଡ଼ ଝଟକା ମିଳିଥିଲା । କିନ୍ତୁ ଓ୍ଵାୟନାଡରେ ତାଙ୍କୁ ସଫଳତା ମିଳିଥିଲା । ତେବେ ଏତେ ସବୁ ପ୍ରଚାର ପ୍ରସାର ପରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଟୁଇଟ୍‌ରରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଲେ ମୋଦୀଙ୍କ ସମର୍ଥକ, ଏବେ କ’ଣ କରିବା ଦରକାର…

ମୁମ୍ବାଇ : ଗତକାଲି ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଜିତିବା ଖବର ଆସିବା ପରେ ଚାରିଆଡ଼ୁ ତାଙ୍କ ସମର୍ଥକମାନେ ଶୁଭେଚ୍ଛାର ସୁଅ ଛୁଟାଇଥିଲେ । ନେତାଙ୍କଠାରୁ ଆରମ୍ଭ କରି କଳାକାରମାନଙ୍କ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

୨୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ!, ୨୬ରେ ବିଜେଡି ବିଧାୟକ ଦଳର ବୈଠକ

ଭୁବନେଶ୍ୱର: ଆଗାମୀ ୨୯ ତାରିଖରେ ନବୀନ ପଟ୍ଟନାୟକ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନବୀନ ମେ’ ମାସ ୨୯ ତାରିଖରେ ପୁଣି ଥରେ ରାଜ୍ୟର ଶାସନ ଭାର ଗ୍ରହଣ କରିବେ। ଏଥି ପାଇଁ ରାଜଭବନ ପରିସରରେ ପୂର୍ବାହ୍ନରେ ଶପଥଗ୍ରହଣ ଉତ୍ସବ…
ଅଧିକ ଖବର ଦେଖନ୍ତୁ...

ନାକର ଅସ୍ତ୍ରୋପଚାର କରାଇବାକୁ ଯାଇଥିଲେ ୭ବର୍ଷୀୟ ବାଳକ, ଭୁଲରେ ହାର୍ଣ୍ଣିଆ ସର୍ଜରୀ କରାଇଦେଲେ ଡ଼ାକ୍ତର

କୋଚି : କିଛି ଦିନ ତଳେ କେରଳରେ ଜଣେ ବୃଦ୍ଧ ନିଜ ଆଣ୍ଠୁର ଅସ୍ତ୍ରୋପଚାର କରାଇବାକୁ ଯାଇଥିବା ବେଳେ ତାଙ୍କ କାନର ଅସ୍ତ୍ରୋପଚାର କରି ଦିଆ ଯାଇଥିଲା । ପରେ ଡ଼ାକ୍ତରଙ୍କ ଅବହେଳାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତେବେ ସେହି ଘଟଣାକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ପୁଣି କେରଳର ମଲାପୁରମ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଲାଭପ୍ରଦ। ଜୀବନରେ କିଛି ପରିବର୍ତ୍ତନହେବ। ବ୍ୟାବସାୟିକ ଯାତ୍ରାରେ ବାହାରକୁ ଯାଇପାରନ୍ତି। ଚାକିରିରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶ˚ସା ଶୁଣିବାକୁ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା। ବୃଷ: ପୂଜାପାଠରେ ଅଧିକ ସମୟ ବିତିବ। ଧର୍ମସ˚ସ୍ଥାକୁ ଦାନ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ଦିଅରଙ୍କୁ ପଛରେ ପକାଇ ଆଗେଇ ଗଲେ ଭାଉଜ

ବଲାଙ୍ଗୀର: ଭାଉଜଙ୍କ ନିର୍ବାଚନ ରଣନୀତି ଆଗରେ ଦିଅରଙ୍କ ଲୋକପ୍ରିୟତା ଫେଲ୍‌ ମାରିଛି। ପାଟଣାଗଡ ରାଣୀ ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ବଲାଙ୍ଗୀର ସିଂହାସନ ଦଖଲ କରିଥିବା ବେଳେ ବଲାଙ୍ଗୀର ଯୁବରାଜଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି । କଡା ମୁକାବିଲା ମଧ୍ୟରେ ୧୯୫୧୬ଖଣ୍ଡ ଭୋଟରେ ଦିଅର…
ଅଧିକ ଖବର ଦେଖନ୍ତୁ...

ସୁରତ ଅଗ୍ନିକାଣ୍ଡ, ମୃତ୍ୟୁ ସଂଖ୍ୟା ୧୯ ଛୁଇଁଲା, କ୍ଷତିପୂରଣ ଘୋଷଣା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ସୁରତ : ଗୁଜୁରାଟର ସୁରତରେ ଆଜି ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପ୍ରତି ମୃତକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଧାନସଭା ପାଇଁ ‘ଆପ୍‌’ ପ୍ରସ୍ତୁତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌) ସପ୍ତଦଶ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ସ୍ୱୀକାର କରିବା ପରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିପଡ଼ିଛି। ନିର୍ବାଚନରେ କେଉଁ କାରଣରୁ ହାରିବାକୁ ପଡ଼ିଲା, ସେ ନେଇ ଦଳ ଚଳିତ ମାସ ୨୬ ତାରିଖରେ ସମୀକ୍ଷା କରୁଛି।…
ଅଧିକ ଖବର ଦେଖନ୍ତୁ...

ଅରୁଣ ଜେଟଲିଙ୍କୁ ମିଳିନପାରେ ଅର୍ଥମନ୍ତ୍ରାଳୟ

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନୂଆ ସରକାର କେନ୍ଦ୍ରରେ ସପଥ ଗ୍ରହଣ କରିବ । ନୂଆ ମନ୍ତ୍ରୀମଣ୍ଡଳରେ କିଏ କେଉଁ ପୋର୍ଟଫୋଲିଓ ପାଇବ ତାହାକୁ ନେଇ ଏବେଠାରୁ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି । ତେବେ କେତେକ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଆସନ୍ତାକାଲି ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପ୍‌ ୨୦୧୯ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ଟ୍ରଫି ପାଇଁ ଦାବି ସାବ୍ୟସ୍ତ କରୁଥିବା ଟିମ୍‌ ଇଣ୍ଡିଆ ଶନିବାର ଏଠାରେ ବିଶ୍ୱକପ୍‌ ପାଇଁ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆ ସମେତ…
ଅଧିକ ଖବର ଦେଖନ୍ତୁ...