Daily Archives

May 25, 2019

ଝିଅକୁ ଦୁଷ୍କର୍ମର ଧମକ ମିଳିଥିବା ନେଇ ଅନୁରାଗ କରିଥିବା ଟୁଇଟ୍‌ ଉପରେ ଏଭଳି ପ୍ରତିକ୍ରିୟା ରଖିଲେ ପାୟଲ: କୌଣସି ବାପା…

ମୁମ୍ବାଇ : ମେ’ ୨୩ତାରିଖରେ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳର ଆସିବା ପରେ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଜିତିବା ଖବର ଆସିବା ପରେ ଅନୁରାଗ କଶ୍ୟପ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦୀଙ୍କ ଜଣେ ସମର୍ଥକ ତାଙ୍କ ଝିଅକୁ ଦୁଷ୍କର୍ମର ଧମକ…
ଅଧିକ ଖବର ଦେଖନ୍ତୁ...

ଇଡିଆଇଆଇ ପକ୍ଷରୁ  ଓଡ଼ିଶାରେ ୧୨ ହଜାରରୁ ଅଧିକ ଗ୍ରାମୀଣ ସଂସ୍ଥା ସୃଷ୍ଟି କରାଯିବ

ଭୁବନେଶ୍ୱର: ଏଣ୍ଟରପ୍ରେନୁ୍ୟଅରସିପ୍ ଡେଭେଲପମେଣ୍ଟ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ପକ୍ଷରୁ ଏହାର ଷ୍ଟାର୍ଟଅପ୍ ଭିଲେଜ୍ ଏଣ୍ଟରପ୍ରେନୁ୍ୟଅରସିପ୍ ପ୍ରୋଗ୍ରାମ (ଏସଭିଇପି) ଅଧୀନରେ ଓଡ଼ିଶାରେ ଚାରି ବର୍ଷରେ ୧୨ ହଜାରରୁ ଅଧିକ ଗ୍ରାମୀଣ ସଂସ୍ଥା ସୃଷ୍ଟି କରାଯିବ । ଷ୍ଟାର୍ଟଅପ୍ ଭିଲେଜ୍…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ଅସୁରକ୍ଷିତ ଅନୁଭବ କରନ୍ତି ଟାଇଗର ଶ୍ରଫ୍‌, ଏହା ହେଉଛନ୍ତି କାରଣ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ ବଲିଉଡ୍‌ରେ ଆକ୍ସନ ହିରୋ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଦେଇଥିବା ବେଳେ ତାଙ୍କ ଫିଟ୍‌ ଶରୀରକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥାଏ । ତେବେ ବଲିଉଡ୍‌ରେ ୫ବର୍ଷ ବିତାଇ ସାରିଥିବା ବେଳେ କେଉଁ ଜିନିଷକୁ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଆକ୍ରମଣ କଲେ ଦୁର୍ବୃତ୍ତ, ମରି ଯାଇଥିବା ଭାବି ଛାଡ଼ି ଚାଲିଗଲେ,…

ଗୁରୁଗ୍ରାମ : ଗୁରୁବାର ଜଣେ ଗର୍ଭବତୀ ମହିଳାଙ୍କ ସହ ଯାହା ଘଟିଥିଲା, ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତା ଖାଇବା ନେଇ ସ୍କୁଟି ଯୋଗେ ରାସ୍ତାରେ ଯାଉଥିବା ବେଳେ ଅଭିଯୁକ୍ତମାନେ କାର୍‌ରେ ଆସି ପୀଡ଼ିତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ତଳେ ପଡ଼ିଯିବା ପରେ…
ଅଧିକ ଖବର ଦେଖନ୍ତୁ...

ବିବାହର ୮ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଧାରାବାହିକ ଅଭିନେତ୍ରୀ ମାହି, ସ୍ୱତନ୍ତ୍ର ଫଟୋ ପୋଷ୍ଟ କରି ଦେଲେ ସୂଚନା

ମୁମ୍ବାଇ : ଧାରାବାହିକର ଚର୍ଚ୍ଚିତ ଯୋଡ଼ି ଜୟ ଭାନୁଶାଲୀ ଏବଂ ତାଙ୍କ ପତ୍ନୀ ମାହି ବିଜ୍‌ ବିବାହର ୮ବର୍ଷ ପରେ ନିଜ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି । ମାହି ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଥିବା ଜଣାପଡ଼ିଛି । ଇନ୍‌ଷ୍ଟାରେ ଏକ ସ୍ୱତନ୍ତ୍ର ଫଟୋ ପୋଷ୍ଟ କରି ମାହି ଏହାର ସୂଚନା…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଜିତିବା ଖୁସିରେ ଛୁରିରେ ଛାତି କାଟି ମୋଦୀ ଲେଖିଲେ ଯୁବକ

ମୋତିହାରି : ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଗୁରୁବାର ଆସିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳି ଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପୁଳ ଭୋଟରେ ବିଜୟ ଲାଭ କରିବା ଦ୍ୱାରା ତାଙ୍କ ପ୍ରଶଂସକମାନେ ଏହି ଦିନଟିକୁ ଖୁସିର ସହ ପାଳନ କରୁଥିବା ଦେଖା ଯାଇଥିଲା । ତେବେ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

କରଣ ଓବରଏଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଅଭିନେତ୍ରୀଙ୍କ ଉପରେ ମାରଣାନ୍ତକ ଆକ୍ରମଣ,ଏତଲା ଫେରାଇ ଆଣିବାକୁ…

ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଜଣେ ଅଭିନେତ୍ରୀ ଦୁଷ୍କର୍ମର ଆରୋପ ଆଣିଥିଲେ । ଏହା ପରେ କରଣଙ୍କୁ ପୁଲିସ ଗିରଫ କରି ୧୪ଦିନ ରିମାଣ୍ଡରେ ନେଇଥିଲା । ଏବେ ଏହି ମାମଲାକୁ କେନ୍ଦ୍ର କରି ଆଉ ଏକ ଖବର ସାମ୍ନାକୁ ଆସିଛି । ଅଭିଯୋଗ କରିଥିବା ପୀଡ଼ିତାଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ବିପୁଳ ଭୋଟରେ ବିଜୟ ହାସଲ କରିବା ପରେ ସ୍ୱର ବଦଳାଇଲେ ଶତ୍ରୁଘ୍ନ ସିହ୍ନା ! ମୋଦୀ-ଶାହାଙ୍କୁ କଲେ ଏଭଳି ଟୁଇଟ୍‌

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ମୋଦୀ-ଶାହାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ।  ପ୍ରଚାର ସମୟରେ ଯାହା କହିଥିଲେ ତାହା କରି ଦେଖାଇଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ୫ ବର୍ଷ ମଧ୍ୟରେ ସମର୍ଥକଙ୍କ ସଂଖ୍ୟା ବଢ଼ିଥିବାରୁ ମୋଦୀ ବିଜୟୀ ହେବା ପରେ…
ଅଧିକ ଖବର ଦେଖନ୍ତୁ...

୮ବର୍ଷର ବିବାହକୁ ଭାଙ୍ଗିବାକୁ ଯାଉଛନ୍ତି ବଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ି

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା ଅଭିନେତା ଇମ୍ରାନ ଖାନ୍‌ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିବାହର ୮ବର୍ଷ ପରେ ସେ ନିଜ ବିବାହକୁ ଭାଙ୍ଗିବାକୁ ଯାଉଥିବା ଜଣାପଡ଼ିଛି । ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିମାନଙ୍କ ମଧ୍ୟରୁ ଇମ୍ରାନ ଏବଂ ତାଙ୍କ ପତ୍ନୀ ଅବନ୍ତିକାଙ୍କ ଯୋଡ଼ି…
ଅଧିକ ଖବର ଦେଖନ୍ତୁ...

ସୁରଟ ଅଗ୍ନିକାଣ୍ଡ : ଦ୍ୱାଦଶ ଶ୍ରେଣୀର ଫଳାଫଳ ଜାଣି ପାରିଲେ ନାହିଁ ଏହି ୩ ଛାତ୍ରୀ, ଗୋଟେ ଦିନ ପୁର୍ବରୁ ଚାଲିଗଲା ଜୀବନ

ସୁରଟ: ଗତକାଲି ସଂନ୍ଧ୍ୟାରେ ସୁରଟର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡରେ ଘଟିଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ଏବେ ପର୍ଯ୍ୟନ୍ତ ୨୧ଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି । । ଭୟଙ୍କର ନିଆଁରେ ଜଳି ପୋଡି ପାଉଁଶ ହୋଇଯାଇଛି ସଂପୂର୍ଣ୍ଣ କୋଚିଂ ସେଣ୍ଟର। ଏବେ ବି ଅନେକ ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...