Daily Archives

May 26, 2019

ପ୍ରେମଜନିତ କାରଣରୁ ଯୁବକକୁ ହତ୍ୟା ଘଟଣା: ୨୦ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଓଡିଆପେଣ୍ଠ ଗ୍ରାମପଞ୍ଚାୟତ ବିରିଗୁଡା ଗାଁର ଜକିଆ ମାଣ୍ଡିଙ୍ଗାର ମୃତ୍ୟୁ ରହସ୍ୟ ଧୀରେ ଧୀରେ ପଦାକୁ ଆସୁଛି। ଗତ ୨୩ ତାରିଖ ପୂର୍ବାହ୍ଣରେ ଜକିଆଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପରଡିଗୁଡା ଗାଁ ନିକଟସ୍ଥ ରେଲୱେ ଟ୍ରାକ୍‌ରୁ ମିଳିଥିଲାା…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଚର୍ଚ୍ଚା : ଏହି ଡିଜାଇନରଙ୍କୁ ଡେଟ୍‌ କରୁଛନ୍ତି କରଣ ଜୋହର!

ମୁମ୍ବାଇ : ବଲିଉଡ୍‌ର ଷ୍ଟାଇଲିସ୍‌ ନିର୍ଦ୍ଦେଶକ-ଆର୍‌ଜେ-ପ୍ରଯୋଜକ କରଣ ଜୋହରଙ୍କୁ ନେଇ ଏବେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପୂର୍ବରୁ ସେ କେବଳ ନିଜ ଫିଲ୍ମ ଏବଂ ଚାଟ୍‌ ସୋ’ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏତେ ଦିନ…
ଅଧିକ ଖବର ଦେଖନ୍ତୁ...

କରଣ ଓବରଏଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲାଗିବା ଘଟଣା : ଜାମିନ ରୋକିବା ପାଇଁ ଅଭିନେତ୍ରୀ ନିଜ ଉପରେ ମାରଣାନ୍ତକ ଆକ୍ରମଣ…

ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଅଭିନେତ୍ରୀ ଦୁଷ୍କର୍ମର ଆରୋପ ଆଣିଥିଲେ । ଯାହା ପରେ କରଣଙ୍କୁ ପୁଲିସ ଗିରଫ କରି ୧୪ଦିନ ରିମାଣ୍ଡରେ ନେଇଥିଲା । ଶନିବାର ଏହି ମାମଲାକୁ କେନ୍ଦ୍ର କରି ଆଉ ଏକ ଖବର ସାମ୍ନାକୁ ଆସିଥିଲା । ଅଭିଯୋଗ କରିଥିବା ପୀଡ଼ିତାଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ସାଥୀରେ ବିଶ୍ୱ ଭ୍ରମଣ କରିବାକୁ ଚାହୁଁଥିଲେ, କର୍କଟ ରୋଗରେ ସ୍ୱାମୀ ମୃତ୍ୟୁବରଣ କରିବାରୁ ଏଭଳି ଭାବରେ ସ୍ୱାମୀଙ୍କ ଶେଷ…

ନୂଆଦିଲ୍ଲୀ : ବିବାହ ପରେ ସବୁ ଦମ୍ପତି ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ସବୁ ଦମ୍ପତିଙ୍କ ଭଳି ଜଣେ ଅଷ୍ଟ୍ରେଲିଆନ ଦମ୍ପତି ମଧ୍ୟ ବିବାହ ପରେ ଅନେକ ସ୍ୱପ୍ନ ଦେଖିଥିଲେ । ସାଥୀରେ ବିଶ୍ୱ ଭ୍ରମଣ କରି ବିଭିନ୍ନ ଦେଶ ବିଷୟରେ ଜାଣିବାକୁ ଇଚ୍ଛା ରଖିଥିଲେ ମାଇକେଲ ବୌର୍‌କେ ଏବଂ…
ଅଧିକ ଖବର ଦେଖନ୍ତୁ...

ଷ୍ଟାରଡମ୍‌କୁ ନେଇ ସଲମାନଙ୍କ ପ୍ରତିକ୍ରିୟା : କେବଳ ଶାହାରୁଖ୍‌, ଆମୀର, ଅକ୍ଷୟ ଏବଂ ମୁଁ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ…

ମୁମ୍ବାଇ : ସବୁବେଳେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ଏ ନେଇ ସେ କେତେ ବେଳେ ବିବାଦ ତ କେତେ ବେଳେ ଟ୍ରୋଲିଂର ଶିକାର ହୋଇଥାନ୍ତି । ଏବେ ସେ ପୁଣି ଷ୍ଟାରଡମ୍‌କୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚିତ ହୋଇଛନ୍ତି । ଫିଲ୍ମ ଭାରତର ପ୍ରମୋସନ ସମୟରେ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ସହ ଝଗଡ଼ା ହେବାରୁ ରାଗରେ ପୁଅ-ଝିଅକୁ ବିୟର ବୋତଲରେ ପିଟି ପିଟି ହତ୍ୟା କଲେ ମହିଳା

ହାଇଦ୍ରାବାଦ୍‌ : ସ୍ୱାମୀ ସହ କଳହ ହେବା ପରେ ହାଇଦ୍ରାବାଦର ଜଣେ ମହିଳା ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସମସ୍ତଙ୍କୁ ଚମକାଇ ଦେଇଛି । ସ୍ୱାମୀ ଉପରେ ଥିବା ରାଗକୁ ସୁଝାଇବାକୁ ଯାଇ ନିଜ ଦୁଇ ସନ୍ତାନକୁ ଖାଲି ଥିବା ବିୟର ବୋତଲରେ ପିଟି ପିଟି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଜିତିବାର ବିଶ୍ୱାସ ଥାଇ ମଧ୍ୟ ଏହି କାରଣ ପାଇଁ ଫଳାଫଳ ପୂର୍ବରୁ ଡ଼ରି ଯାଇଥିଲେ ହେମା ମାଳିନୀ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ ୫୪୨ଆସନରୁ ୩୦୩ ଆସନ ଅକ୍ତିଆର କରିଛି ବିଜେପି । ତେବେ ବିପୁଳ ଭୋଟରେ ବିଜେପି ପ୍ରାର୍ଥୀମାନେ ସାରା ଦେଶରେ ବିଜୟ ହାସଲ କରିଥିବା ବେଳେ ସାଂସଦ ହେମା ମାଳିନୀ ନିଜ ମନର ଡ଼ର ବିଷୟରେ ଜଣାଇଛନ୍ତି । ଜିତିବାର ବିଶ୍ୱାସ ଥାଇ ମଧ୍ୟ ଫଳାଫଳ ଆସିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଅଭିନୟ ଏବଂ ରାଜନୀତି କରିବା ପୂର୍ବରୁ ସମ୍ବାଦଦାତା ଥିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ ଆମେଥିରୁ ବିପୁଳ ଭୋଟ ପାଇ ବିଜୟ ହାସଲ କରିଛନ୍ତି ସ୍ମୃତି ଇରାନୀ । କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ଆମେଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇ ସ୍ମୃତି ଇରାନୀ ବିଜୟ ହାସଲ କରିବା ପରେ ଏହାକୁ ଲୋକେ ଐତିହାସିକ ବିଜୟ ବୋଲି କହିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ସଲମାନଙ୍କ ଆଗରେ ବିବାହ ପ୍ରସ୍ତାବ ରଖିଲେ କ୍ୟାଟ୍ରିନା, ଭିଡିଓରେ ଦେଖନ୍ତୁ ସଲମାନଙ୍କ ପ୍ରତିକ୍ରିୟା

ମୁମ୍ବାଇ : ଆଗକୁ ଫିଲ୍ମ ‘ଭାରତ’ ରିଲିଜ୍‌ ହେବାକୁ ଥିବା ବେଳେ ଏଇ କିଛି ଦିନ ହେବ ଫିଲ୍ମର ଷ୍ଟାର ଏହାର ପ୍ରମୋସନରେ ଲାଗି ପଡ଼ିଛନ୍ତି । ମୁଖ୍ୟ ଭୂମିକାରେ ନଜର ଆସୁଥିବା ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ ବିଭିନ୍ନ ପ୍ରମୋସନାଲ ଇଭେଣ୍ଟରେ ଯୋଗ ଦେଇ ଫିଲ୍ମର…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ରାହୁଲ ଗାନ୍ଧୀ ଇସ୍ତଫା ଦିଅନ୍ତୁ ବୋଲି ଚାହୁଁଥିଲେ ଭଉଣୀ ପ୍ରିୟଙ୍କା 

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଥିରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ । ଓ୍ଵାୟନାଡରୁ ସେ ବିଜୟ ହାସଲ କରିଥିଲେ ମଧ୍ୟ ସାରା ଦେଶରେ କଂଗ୍ରେସର ପରିଦର୍ଶନ ସେତେ ପ୍ରଶଂସା ଯୋଗ୍ୟ ନଥିଲା । ଦେଶରେ ନିଜ ଦଳର ଅବସ୍ତା ଦେଖି ଦଳ…
ଅଧିକ ଖବର ଦେଖନ୍ତୁ...