Daily Archives

May 26, 2019

ଗାନ୍ଧୀନଗରରେ ନିଜ ମା’ ହୀରାବେନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ନେଲେ ଆଶୀର୍ବାଦ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ପରିଚାଳିତ ଏନଡିଏକୁ ମିଳିଥିବା ବିପୁଳ ବିଜୟ ପରେ ନିଜର ଗୃହ ରାଜ୍ୟ ପାଇଁ ରବିବାର ପ୍ରଥମ ଯାତ୍ରା କରିଛନ୍ତି। ଅହମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ସମର୍ଥକଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ତାଙ୍କ କୋକେଇକୁ କାନ୍ଧ ଦେଲେ ସ୍ମୃତି ଇରାନୀ, କଂଗ୍ରେସ ଉପରେ ହତ୍ୟାରୋପ…

ଆମେଥି : ଆମେଥିରେ ଥିବା ନବ ନିର୍ବାଚିତ ବିଜେପି ସାଂସଦ ସ୍ମୃତି ଇରାନୀଙ୍କ ସମର୍ଥକ ସୁରେନ୍ଦ୍ର ସିଂହଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଥିଲା । ନିର୍ବାଚନ ସମୟରେ ସୁରେନ୍ଦ୍ର ସ୍ମୃତିଙ୍କୁ ପ୍ରଚାର ସମୟରେ ଅନେକ ସାହାଯ୍ୟ କରିଥିବା ବେଳେ ତାଙ୍କ ଜିତିବାର ଶ୍ର୍ରେୟ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଗଣ୍ଡରେ ଏମିତି ଚାଲିଛି ବିଦ୍ୟୁତ କାମ

କଟକ: ଅକାତ କାତ ପାଣି | ମହାନଦୀର ଏହି ଗଣ୍ଡରେ କିନ୍ତୁ ଚାଲିଛି ନିରନ୍ତର କାମ | ବଡ଼ିଭୋରରୁ ସୂର୍ଯ୍ୟାସ୍ତ, ଆପଣଙ୍କ ଘରକୁ ଆଲୋକ ଦେବାକୁ ପରିଶ୍ରମ କରୁଛନ୍ତି ଶହ ଶହ ବିଦ୍ୟୁତ କର୍ମଚାରୀ ଓ ଶ୍ରମିକ | ପ୍ରଚଣ୍ଡ ଖରାରେ ଦେହରୁ ଗମଗମ ଝାଳକୁ ମହାନଦୀ ପିଇଯାଉଛି | ଫନି ଦ୍ୱାରା ଭାଙ୍ଗିପଡିଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କୌଣସି କାମରେ ଭାଇ ଭଉଣୀଙ୍କ ସାହାଯ୍ୟ ମିଳିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ମହିଳାମାନଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ। ବୃଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଫଳାଫଳ ବାହାରିବା ପରେ ଆଦର୍ଶ ଆଚରଣ ବିଧି ହଟାଇଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ ପରେ ଭାରତୀୟ ନିର୍ବାଚନ କମିସନ ଆଦର୍ଶ ଆଚରଣ ବିଧିକୁ ହଟାଇ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକିମ୍‌ରେ ଜାରି କରଯାଇଥିବା ଆଦର୍ଶ ଅଚରଣ ବିଧିକୁ ହଟାଇ ଦେଇଛନ୍ତି ନିର୍ବାଚନ କମିସନ। ନିର୍ବାଚନ କମିସନ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଜେଠାଲାଲ କେମିତି ପାଲଟିଲେ ଧନଲାଲ? ଦିନେ ଟଙ୍କାଟିଏ ନଥିଲା,ଏବେ କୋଟିପତି 

ମୁମ୍ବାଇ: ପପୁଲାର ଟିଭି ସିରିୟଲ ତାରକ ମେହେଟା କି ଉଲଟା ଚଷମାରେ ଜେଠାଲାଲ ଓରଫ ଦିଲ୍ଲୀପ ଯୋଶୀ ରବିବାର ଦିନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି | ଆଜି ଆମେ ଆପଣଙ୍କୁ ଏମିତି କିଛି ରୋଚକ କଥା ଜଣାଇବୁ ଯାହାକି ଆପଣ ଜାଣିନଥିବେ | ଏ କଥା ସତ ଯେ ଏହି ଧାରାବାହିକ ପୂର୍ବରୁ ଜେଠାଲାଲଙ୍କ ପାଖରେ…
ଅଧିକ ଖବର ଦେଖନ୍ତୁ...

ଚେତିଲା ଅଗ୍ନିଶମ ବିଭାଗ: ଭୁବନେଶ୍ୱରର ସବୁ କୋଚିଂ ସେଣ୍ଟରରେ କାଲି ହେବ ଚଢ଼ାଉ!

ଭୁବନେଶ୍ୱର: ଗୁଜୁରାଟର ସୁରଟରେ ଶୁକ୍ରବାର ଅପରାହ୍ଣରେ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ଘଟିବା ପରେ ଭୁବନେଶ୍ୱରରେ ଅଗ୍ନିଶମ ବିଭାଗ ସତର୍କ ହୋଇଛି। ରାଜଧାନୀରେ ପରିଚାଳିତ ହେଉଥିବା ସବୁ କୋଚିଂ ସେଣ୍ଟରରେ କିଭଳି ଭାବରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି ସେଗୁଡ଼ିକର…
ଅଧିକ ଖବର ଦେଖନ୍ତୁ...

ବିଜୟ ଲାଭ ପାଇଁ ଆବଶ୍ୟକ ନୁହଁ ଚାକଚକ୍ୟ ପ୍ରଚାର; ଏକମାତ୍ର ଆବଶ୍ୟକ ନେତାଙ୍କ ଭାବମୂର୍ତ୍ତି, ପ୍ରମାଣ କରି ଦେଖାଇଲେ…

ଭୁବନେଶ୍ୱର: ଓଡ଼ିଶାରେ ରାଜନେତା ନୁହଁ; ବରଂ ଜଣେ ଜନନେତା ଭାବରେ ନିଜର ପ୍ରତିଷ୍ଠା ଓ ସମ୍ମାନ ଅର୍ଜନ କରିଥିବା ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ପୁଣି ଥରେ ତାଙ୍କ ନିଜସ୍ୱ ‘ଅନ୍ଦାଜ’ ଓ ନିଜସ୍ୱ ‘ଷ୍ଟାଇଲ୍‌’ରେ ସଦ୍ୟ ସମାପ୍ତ ନିର୍ବାଚନରେ  ନିର୍ବାଚନ ପ୍ରଚାର କରି କେବଳ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ତୃତୀୟ ସନ୍ତାନ ହେଲେ ଭୋଟ ଦେବା ଅଧିକାରକୁ ଛଡ଼ାଇ ନେବା ଉଚିତ: ବାବା ରାମଦେବ

ନୂଆଦିଲ୍ଲୀ: ଭାରତ ପୃଥିବୀର ଦ୍ୱିତୀୟ ଜନବହୁଳ ଦେଶ । ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କଡ଼ା ନିୟମ ହେବା ଉଚିତ । କେନ୍ଦ୍ର ସରକାର ଏପରି ନିୟମ ଆଣିବା ଦରକାର ଯଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ଯୋଗଗୁରୁ ବାବା ରାମଦେବ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ୨ ପୁଲିସ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ, ଏଏସ୍‌ଆଇ ନିଲମ୍ବିତ

ସମ୍ବଲପୁର: ଥାନାରେ ଦୁଇ ଜଣ ପୁଲିସ ଅଧିକାରୀ ଗଣ୍ଡଗୋଳ କରିବା ମାମଲାରେ ରବିବାର ଜଣେ ଏଏସ୍‌ଆଇଙ୍କୁ ଡିଆଇଜି ନିଲମ୍ବିତ କରିଛନ୍ତି। ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାର କିସିଣ୍ଡା ଥାନାରେ ଆଜି ଏହି ଘଟଣା ଦେଖିବାକୁ ମିଳିଛି। ଛୁଟି ମାଗିବାକୁ ନେଇ ଥାନାର ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ଓ…
ଅଧିକ ଖବର ଦେଖନ୍ତୁ...