Daily Archives

May 27, 2019

ଅନ୍ୟ କମ୍ପାନିର କ୍ଷୀର ଠାରୁ ଲିଟର ପିଛା ୪ ଟଙ୍କା ଶସ୍ତାରେ ବଜାରକୁ ଆସିଲା ପତଞ୍ଜଳୀ ଟୋନ୍‌ଡ କ୍ଷୀର

ନୂଆଦିଲ୍ଲୀ : ଦେଶବାସୀଙ୍କୁ ବାବା ରାମଦେବଙ୍କ ବଡ ଉପହାର। ଗତ ସପ୍ତାହରେ ଅମୁଲ ଓ ମଦର ଡାଏରୀ କମ୍ପାନି ପକ୍ଷରୁ ବଜାରରେ ମିଳୁଥିବା କ୍ଷୀରର ଦର ୨ ଟଙ୍କା ବୃଦ୍ଧି କରିଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ଏହି ଦୁଇ କମ୍ପାନିକୁ ମାତ୍ ଦେବାକୁ ଯାଇ ବାବା…
ଅଧିକ ଖବର ଦେଖନ୍ତୁ...

ଇଲେକ୍ସନ ୱାଚର ଏଡିଆର ରିପୋର୍ଟ : ବର୍ତମାନ ବିଧାନସଭାରେ ୬୫ ପ୍ରତିଶତ ବିଧାୟକ ହେଉଛନ୍ତି କୋଟିପତି; ହେଲେ ଟଙ୍କାର…

ଭୁବନେଶ୍ୱର : ଚଳିତ ନିର୍ବାଚନରେ ବିଧାୟକମାନେ ନିର୍ବାଚିତ ହେବା ପରେ ଏବେ ଆସିଛି ସେମାନଙ୍କ ଏଡିଆର ରିପୋର୍ଟ । ଇଲେକ୍ସନ ୱାଚର ଏଡିଆର ରିପୋର୍ଟ ଅନୁସାରେ ବର୍ତମାନ ବିଧାନସଭାରେ ୬୫ ପ୍ରତିଶତ ବିଧାୟକ ହେଉଛନ୍ତି କୋଟପତି ବିଧାୟକ । ମୋଟ ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି…
ଅଧିକ ଖବର ଦେଖନ୍ତୁ...

ଏହି ୫ଟି ଶାରୀରିକ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୂଜ…

ତରଭୂଜରେ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥିବାରୁ ତାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ଭାବେ ରହିଥାଏ । କିନ୍ତୁ ଏଥିରେ ଫାଇବର ଏବଂ ପାଣିର ମାତ୍ରା ଅଧିକ ଥିବାରୁ କିଛି ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ ।…
ଅଧିକ ଖବର ଦେଖନ୍ତୁ...

ଟ୍ୱିନ୍-ସିଟିର ଜାତୀୟ ରାଜପଥରେ ଦୁର୍ଘଟଣାକୁ ଏଡାଇବା ପାଇଁ ବ୍ଲାକସ୍ପଟ୍ ଚିହ୍ନଟ କରି ତୁରନ୍ତ ସ୍ପିଡ୍ ବ୍ରେକର…

ଭୁବନେଶ୍ୱର : ଗତ କିଛି ଦିନ ହେଲା କଟକ-ଭୁବନେଶ୍ୱର ଟ୍ୱିନ-ସିଟି ଜାତୀୟ ରାଜପଥରେ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା। ଆଉ ଚାଲିଯାଉଛି ଅନେକ ଅମୂଲ୍ୟ ଜୀବନ । ତେଣୁ ଏଭଳି ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସତର୍କମୂଳବ ପଦକ୍ଷେପ ନିଆଯାଇଛି। ଏନେଇ…
ଅଧିକ ଖବର ଦେଖନ୍ତୁ...

ବିବାହ ଉତ୍ସବରେ ଅନ୍ୟ ମହିଳାଙ୍କ ସହ ନାଚୁଥିଲେ, ସ୍ତ୍ରୀ ରୋକିବାରୁ କୁରାଢ଼ୀରେ ହାଣି ହତ୍ୟା କଲା ସ୍ୱାମୀ

ଉଦୟପୁର : ରାଜସ୍ଥାନର ଉଦୟପୁରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଏଠାରେ ଜଣେ ୬୦ବର୍ଷୀୟ ବୃଦ୍ଧ ନିଜ ପତ୍ନୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏକ ବିବାହ ଉତ୍ସବରେ  ତ୍ସ୍ୱାମୀ ଅନ୍ୟ  ଜଣେ ମହିଳାଙ୍କ ସହ ନାଚୁଥିବା କଥାକୁ…
ଅଧିକ ଖବର ଦେଖନ୍ତୁ...

ଦେଶର ଏହି ବଡ଼ ବଡ଼ ବିଷୟ ଉପରେ ଆଜିଠାରୁ କାମ କରିବା ପାଇଁ ମୋଦୀ-ସ୍ମୃତିଙ୍କୁ ଅନୁରୋଧ କଲେ ଋଷି କପୁର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଋଷି କପୁର ଏବେ ନ୍ୟୁୟର୍କରେ ରହି ନିଜର ଚିକିତ୍ସା କରାଉଥିବା ବେଳେ ଭାରତ ବିଷୟରେ ମଧ୍ୟ ଟିକିନିକି ଖବର ରଖିଥିବା ଜଣା ପଡ଼ିଛି । ନିର୍ବାଚନର ଫଳାଫଳ ଆସିବା ପରେ ଋଷି କପୁର ପ୍ରଧାନମନ୍ତ୍ରୀ ମୋଦୀ, ସ୍ମୃତି ଇରାନୀ ଏବଂ ଅରୁଣ ଜେଟ୍‌ଲୀଙ୍କୁ ଶୁଭେଚ୍ଛା ଜଣାଇବା ସହ…
ଅଧିକ ଖବର ଦେଖନ୍ତୁ...

ପୁରୀ ବିଧାନସଭା ପରାଜୟର କାରଣ ସଂପର୍କରେ ମୁହଁ ଖୋଲିଲେ ମହେଶ୍ୱର ମହାନ୍ତି; କହିଲେ, ଅସନ୍ତୁଷ୍ଟ ଦଳୀୟ କର୍ମୀଙ୍କ…

ଭୁବନେଶ୍ୱର : ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଚାଲିଛି ମନ୍ଥନ । କେଉଁ କାରଣରୁ ହାରିଲେ ଦଳୀୟ ନେତା, ବିଜେଡି ସୁପ୍ରିମୋଙ୍କ ନେତୃତ୍ୱରେ ଚାଲିଛି କାରଣ ଖୋଜା । ଆଉ ଏହି କ୍ରମରେ ପୁରୀ ବିଧାନସଭା ପରାଜୟର କାରଣ ସଂପର୍କରେ ଯେଉଁ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ତାହା…
ଅଧିକ ଖବର ଦେଖନ୍ତୁ...

ମାନବିକତାର ଅନ୍ତ: ରାତିରେ ଘରକୁ ଫେରିବା ବେଳେ ଭୁକୁଥିବାରୁ ୧୮ଜଣ କୁକୁରକୁ ବିଷ ଦେଇ ହତ୍ୟା କଲେ ମାଛଧରାଳୀ

ଚେନ୍ନାଇ : ତାମିଲନାଡୁରେ ଜଣେ ମାଛଧରାଳୀ ଏକା ସାଙ୍ଗରେ ୧୮ଜଣ କୁକୁରକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଏ ନେଇ ପୁଲିସରେ ଅଭିଯୋଗ ଆଣିଛନ୍ତି । ରାତିରେ ଘରକୁ ଫେରିବା ସମୟରେ କୁକୁରମାନେ ଭୁକୁଥିବାରୁ…
ଅଧିକ ଖବର ଦେଖନ୍ତୁ...

୩ଦିନରେ ୨ଜଣ ମୁସ୍‌ଲିମ୍‌ଙ୍କୁ ହତ୍ୟା କରାଯିବା ପରେ ମୋଦୀଙ୍କୁ ପ୍ରଶ୍ନ କଲେ ଗୌହର ଖାନ୍‌, କହିଲେ; କ’ଣ ଆଗକୁ ୫ବର୍ଷ…

ମୁମ୍ବାଇ : ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ଏବେ ନୂଆ ସରକାର ଶପଥ ନ ନେବା ପୂର୍ବରୁ ବୟାନବାଜି ଆରମ୍ଭ ହୋଇ ଗଲାଣି । କିଛି ଦିନ ମଧ୍ୟରେ ମୁସ୍‌ଲିମ୍‌ମାନଙ୍କୁ ହତ୍ୟା କରାଯାଉଥିବା ଦେଖି ଅଭିନେତ୍ରୀ ଗୌହର ଖାନ୍‌ଙ୍କ ବୟାନ ସାମ୍ନାକୁ ଆସିଛି । ସିଧାସଳଖ ଭବେ ମୋଦୀ ସରକାରଙ୍କୁ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ପ୍ରେମିକାର ଫଟୋ ନ ହଟାଇ ଫୋନକୁ ବିକ୍ରି କରିଦେଲା ପ୍ରେମିକ, ତା’ ପରେ…

ମେରଠ : ଉତ୍ତରପ୍ରଦେଶର ମେରଠରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଯୁବକ ନିଜ ଫୋନ ବିକ୍ରି କରିବା ପୂର୍ବରୁ ନିଜ ପ୍ରେମିକା ସହ ଥିବା ବ୍ୟକ୍ତିଗତ ଫଟୋ ହଟାଇ ନଥିଲେ । ଯାହାଦ୍ୱାରା ଏହାକୁ କିଣିଥିବା ଯୁବକଜଣଙ୍କ ଫଟୋ ଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ । ତେବେ ଏହି…
ଅଧିକ ଖବର ଦେଖନ୍ତୁ...