Daily Archives

May 27, 2019

ଅସୁରକ୍ଷିତ ରାଜଧାନୀର ରାଜରାସ୍ତା : ବ୍ୟସ୍ତବହୁଳ ଆଚାର୍ଯ୍ୟ ବିହାର ଓଭର ବ୍ରିଜରୁ ୩୦ ଫୁଟ ତଳକୁ ଖସି ବାପ,ପୁଅ ମୃତ

ଭୁବନେଶ୍ୱର : ବାପା ପୁଅ ଆସୁଥିଲେ ଏସସିବି ମେଡିକାଲ । ହେଲେ ମଝିରାସ୍ତାରେ ଆସିଗଲା ମୃତ୍ୟୁ । ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭର ବ୍ରିଜ ଉପରକୁ ପ୍ରାୟ ୩୦ଫୁଟ ତଳକୁ ଖସିଲେ । ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ । କେବଳ ଏହି ଘଟଣା ନୁହେଁ ଗତ ସପ୍ତାହେ ମଧ୍ୟରେ ରାଜଧାନୀରେ ଦୁର୍ଘଟଣାରେ ୫ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ସିକ୍କିମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତମାଙ୍ଗ, ପ୍ରଥମ ଦିନରେ ନେଲେ ଏହି ଗୁରୁତ୍ୱପୂର୍ଣ୍ଣ…

ଗ୍ୟାଙ୍ଗଟକ : ପ୍ରେମ ସିଂ ତମାଙ୍ଗ (ପିଏସ ଗୋଲେ) ସିକ୍କିମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରିବା ପରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ମଧ୍ୟରେ ରହିଛି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସପ୍ତାହକୁ ୨ ଦିନ ଅର୍ଥାତ ଶନିବାର ଓ ରବିବାର…
ଅଧିକ ଖବର ଦେଖନ୍ତୁ...

କରଣ ଜୋହରଙ୍କ ସହ ପ୍ରେମ ସଂପର୍କକୁ ନେଇ ପ୍ରତିକ୍ରିୟା ରଖିଲେ ଡିଜାଇନର : ମୁଁ ତାଙ୍କୁ ଭଲପାଏ, କିନ୍ତୁ…

ମୁମ୍ବାଇ : ବଲିଉଡ୍‌ର ଷ୍ଟାଇଲିସ୍‌ ନିର୍ଦ୍ଦେଶକ-ଆର୍‌ଜେ-ପ୍ରଯୋଜକ କରଣ ଜୋହରଙ୍କୁ ନେଇ ଗତକାଲି ଏକ ଖବର ସାମ୍ନାକୁ ଆସିଥିଲା । ଏତେ ଦିନ ପରେ କରଣ ଜୋହର ଜଣେ ଡିଜାଇନରଙ୍କୁ ଡେଟ୍‌ କରୁଥିବା ନେଇ ଖବର ମିଳିଥିଲା । ସୋସିଆଲ ମିଡିଆରେ ଡିଜାଇନର ପ୍ରବଳ ଗୁରଙ୍ଗ କରଣଙ୍କୁ ଖାସ୍‌ ଶୁଭେଚ୍ଛା ଦେବା…
ଅଧିକ ଖବର ଦେଖନ୍ତୁ...

ବିବାହର ୧୫ଦିନ ପରେ ସାତ୍‌ଫେରା କରାଇଥିବା ବ୍ରାହ୍ମଣଙ୍କ ସହ ଫେରାର ହୋଇଗଲା ବୋହୂ

ଭୋପାଳ : ମଧ୍ୟପ୍ରଦେଶରେ ଜଣେ ମହିଳା ବିବାହର ୧୫ଦିନ ପରେ ସାତ୍‌ଫେରା କରାଇଥିବା ବ୍ରାହ୍ମଣଙ୍କ ସହ ଫେରାର ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଘରର ବୋହୂ ଏଭଳି ହଠାତ୍‌ ଫେରାର ହେବାର କାରଣ ଜାଣି ଶାଶୁଘର ଲୋକେ ହତବାକ ହୋଇ ଯାଇଛନ୍ତି । ସୂଚନା ମୁତାବକ, ମେ’…
ଅଧିକ ଖବର ଦେଖନ୍ତୁ...

ରାଜୀବ ଗଉବା ହେବେ ଦେଶର ନୂଆ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ : ୧୯୮୨ ବ୍ୟାଚ ବିହାର କ୍ୟାଡର ଆଇଏଏସ ଅଫିସର ରାଜୀବ ଗଉବା ଦେଶର ପରବର୍ତ୍ତି କ୍ୟାବିନେଟ ସଚିବ ହେବା ସମ୍ଭାବନା ରହିଛି । ବର୍ତ୍ତମାନର କ୍ୟାବିନେଟ ସଚିବ ପି.କେ. ସିହ୍ନାଙ୍କ କାର୍ଯ୍ୟକାଳ ଜୁନ ୧୨ରେ ସମାପ୍ତ ହେଉଛି । ବରିଷ୍ଠତାକ୍ରମରେ ତାଙ୍କ ପଛକୁ ରହିଛନ୍ତି ରାଜୀବ ଗଉବା ।…
ଅଧିକ ଖବର ଦେଖନ୍ତୁ...

ଏହି କ୍ରିକେଟରଙ୍କ ପରଲୋକ ହୋଇ ଯାଇଥିବା ନେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅଭିନେତା ଅର୍ଶଦ ଓ୍ଵାରସୀ, କିନ୍ତୁ ପରେ…

ମୁମ୍ବାଇ : ସୋସିଆଲ ମିଡିଆରେ ଶ୍ରୀଲଙ୍କାର ପୂର୍ବ କ୍ୟାପ୍‌ଟେନ ଏବଂ ଓ୍ଵାନ୍‌ଡେ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସନତ୍ ଜୟସୂର୍ଯ୍ୟାଙ୍କ ମୃତ୍ୟୁର ନକଲି ଖବର ଭାଇରାଲ ହେଉଛି । ତେବେ ଖବରଟି ନକଲି ବୋଲି ଜାଣି ନ ପାରି ବଡ଼ ଭୁଲ କରି ଦେଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଶଦ ଓ୍ଵାରସୀ । ସେ…
ଅଧିକ ଖବର ଦେଖନ୍ତୁ...

ପରାଜୟ୍ ପରେ ସବୁ କାର୍ଯ୍ୟକ୍ରମକୁ ରଦ୍ଦ କରି ଇସ୍ତଫା ପାଇଁ ଅଡ଼ି ବସିଛନ୍ତି ରାହୁଲ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି।  କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ଆମେଥିରୁ ନିର୍ବାଚନ ହାରିବା ପରେ ଏବେ ରାହୁଲ ଗାନ୍ଧୀ କାହା ସହ ଦେଖା କରୁ ନଥିବା ସୂଚନା ମିଳିଛି । ଏହା ସହ ସେ ନିଜର ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅନୁଗତଙ୍କ ଉପରେ ନଜର ରଖନ୍ତୁ। ତୁରନ୍ତ ନିର୍ଣ୍ଣୟ ନେବାର ଶକ୍ତି କିଛି ମାତ୍ରାରେ ଅଭାବ ରହିବ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ। ବୃଷ: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ।…
ଅଧିକ ଖବର ଦେଖନ୍ତୁ...

ଏଣିକି ଐତିହାସିକ ସ୍ଥଳୀ ତାଜ୍‌ ମହଲ ପରିସରରେ ସ୍ତନ୍ୟପାନ ଗୃହ ଖୋଲାଯିବ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ଭାରତର ଏକ ବହୁ ଲୋକପ୍ରିୟ ଐତିହାସିକ ସ୍ଥାନ। ସାରା ବିଶ୍ୱର ପର୍ଯ୍ୟଟକମାନେ ତାଜ୍‌ ମହଲ ବୁଲିବାକୁ ଆସିଥାନ୍ତି। ତେବେ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳୀର ଗ୍ରହଣିୟତା ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି। ଏଣିକି ତାଜ୍‌ ମହଲ…
ଅଧିକ ଖବର ଦେଖନ୍ତୁ...

ଦେଶର ସର୍ବକନିଷ୍ଠ ସାଂସଦ ଓଡ଼ିଶାର ଚନ୍ଦ୍ରାଣୀ, ନିଜ ଅଞ୍ଚଳରୁ ବେରୋଜଗାରୀ ହଟାଇବା ତାଙ୍କର ପ୍ରଥମ ଲକ୍ଷ୍ୟ

ଭୁବନେଶ୍ୱର: ବିଜୁ ଜନତା ଦଳର ନବ ନିର୍ବାଚିତ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏବେ ଇତିହାସ ରଚିଛନ୍ତି। ସେ ହେଉଛନ୍ତି ଦେଶର ସର୍ବକନିଷ୍ଠ ସାଂସଦ। ୨୫ ବର୍ଷୀୟା ଏହି ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ ଚନ୍ଦ୍ରାଣୀ ୧୭ତମ ଲୋକସଭାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରକୁ ପ୍ରତିନିଧିତ୍ୱ…
ଅଧିକ ଖବର ଦେଖନ୍ତୁ...