Monthly Archives

May 2019

ନିଜ ଅଜାଣତରେ ସବୁଠାରୁ ବଡ଼ ଶତ୍ରୁ ସଲମାନଙ୍କ ଫିଲ୍ମ ‘ଭାରତ’ର ପ୍ରମୋସନ କରିଦେଲେ ଅଭିନେତା ବିବେକ ଓବରଏ

ମୁମ୍ବାଇ : ଅଭିନେତା ବିବେକ ଓବରଏ ଏବଂ ସଲମାନ ଖାନ୍‌ଙ୍କ ମଧ୍ୟରେ ସଂପର୍କ କିଭଳି ତାହା ସମସ୍ତଙ୍କୁ ଜଣା । ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଦୁହିଁଙ୍କ ମଧ୍ୟରେ ଯେଉଁ ଝଡ଼ ଉଠିଥିଲା, ତାହା ଏ ପର୍ଯ୍ୟନ୍ତ ଶାନ୍ତ ହୋଇ ନାହିଁ । ବିବେକ ନିଜ ଭୁଲ ପାଇଁ ଅନେକ ସମୟରେ କ୍ଷମା ମାଗି ସାରିଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ମେ’ ୩୦ରେ ନରେନ୍ଦ୍ର ମୋଦୀଙ୍କୁ ନେଇ ଏ ସବୁ ଜିନିଷ ସର୍ଚ୍ଚ କରିଥିଲେ ଲୋକେ, ସାମ୍ନାକୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ : ଗୁରୁବାର ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଥିବା ସମାରୋହରେ ମୋଦୀଙ୍କ ସମେତ ୫୮ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଖାସ୍‌ କଥା ହେଲା ଗତକାଲି ମୋଦୀଜୀଙ୍କୁ ନେଇ ଯେଉଁ ସବୁ ଜିନିଷ ବିଷୟରେ ଲୋକେ ସର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ବିପୁଳ ଭୋଟରେ ଜିତିବା ପରେ ମଧ୍ୟ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ପାରିଲେ ନାହିଁ ଏହି କଳାକାର

ମୁମ୍ବାଇ : ୨୦୧୯ ଲୋକସଭା ନିର୍ବାଚନ ଜିତି ଗୁରୁବାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବନିଲେ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଥିବା ବେଳେ ଏହି ସମାରୋହରେ ପ୍ରାୟ ୬,୦୦୦ରୁ ଊର୍ଦ୍ଧ ଲୋକେ ସାମିଲ ହୋଇଥିଲେ । ଏହି ସମାରୋହରେ ମୋଦୀଜୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ…
ଅଧିକ ଖବର ଦେଖନ୍ତୁ...

ନୂଆ ବିଦେଶ ମନ୍ତ୍ରୀଙ୍କ ପରିବର୍ତ୍ତେ ତାଙ୍କ ପୁଅକୁ ପାସପୋର୍ଟ ସମସ୍ୟା ପାଇଁ ସାହାଯ୍ୟ ମାଗିଲେ ବ୍ୟବହାରକାରୀ, ମିଳିଲା…

ନୂଆଦିଲ୍ଲୀ : ଗତକାଲି ଶପଥ ଗ୍ରହଣ ସମାରୋହ ପରେ ଆଜି ବିଭିନ୍ନ ନେତାମାନଙ୍କୁ ଭିନ୍ନ ଭିନ୍ନ ମନ୍ତ୍ରିମଣ୍ଡଳ ଦିଆ ଯାଇ ସାରିଛି । ପୂର୍ବରୁ ବୈଦେଶିକ ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଦାୟିତ୍ୱ ତୁଲାଉଥିବା ବେଳେ ଆଜିଠାରୁ ଏସ୍‌.ଜୟଶଙ୍କର ଏହି ଦାୟିତ୍ୱ ତୁଲାଇବେ । ସୁଷମା ସ୍ୱରାଜ କେବଳ ଟୁଇଟ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଚାକିରିରେ ନୂଆ ପ୍ରସ୍ତାବ ମିଳିପାରେ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ସୁନ୍ଦର ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା। ବୃଷ: ଆପଣଙ୍କର ମନୋଭାବ କୌତୁକିଆ ରହିବ। ନୂଆ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଶୋଚନୀୟ ପରାଜୟ ପରେ ଦକ୍ଷିଣ ଆଫ୍ରିକା ନିଜର ବୋଲିଂକୁ କହିଲା-ଭଲ ହୋଇଛି

ଲଣ୍ଡନ: ଆଇସିସି ବିଶ୍ୱକପ୍‌ ୨୦୧୯ର ପ୍ରଥମ ମ୍ୟାଚ୍‌ ଯାହା ଆଶା କରାଯାଉଥିଲା, ସେମିତି ଶେଷ ହୋଇଛି। ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଶକ୍ତିଶାଳୀ ଟିମ୍‌ ଇଂଲଣ୍ଡ ୧୦୪ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ମ୍ୟାଚରେ ଆଶା କରାଯାଉଥିଲା ଯେ, ଇଂଲଣ୍ଡର ବ୍ୟାଟସ୍‌ମ୍ୟାନ୍‌ ନିଜର ନାଁ…
ଅଧିକ ଖବର ଦେଖନ୍ତୁ...

ଜୁନ ୧୭ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ, ଜୁଲାଇ ୫ରେ ବଜେଟ୍‌

ନୂଆଦିଲ୍ଲୀ : ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହିପରି ସଂସଦର ବଜେଟ ଅଧିବେଶନ ୧୭ ଜୁନରୁ ୨୬ ଜୁଲାଇ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନରେ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି : ପିଏମ କିଷାନ ସ୍କିମରେ ଅନ୍ତର୍ଭୁକ୍ତ ହେବେ ସବୁ କୃଷକ, କୃଷକଙ୍କ ପାଇଁ…

ନୂଆଦିଲ୍ଲୀ : ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରୁ ହିଁ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ କୃଷି ଉପରେ…
ଅଧିକ ଖବର ଦେଖନ୍ତୁ...

କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦେବେ କହି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବାକୁ କହିବାରୁ ମୋଦିଙ୍କ ୨.୦…

ମୀର୍ଜାପୁର/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟ୍‌ ଗଠନକୁ କେନ୍ଦ୍ରକରି ଆରମ୍ଭ ହୋଇଥିବା ଅସନ୍ତୋଷ ଓ ବିବାଦ ଥମିବା ପରିବର୍ତ୍ତେ କ୍ରମେ ବଢ଼ିବାରେ ଲାଗିଛି। ମୋଦିଙ୍କ ୨.୦ କ୍ୟାବିନେଟ୍‌କୁ ନେଇ ଗତକାଲି ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏର ଅନ୍ୟତମ ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ମହିଳା ମନ୍ତ୍ରୀ : ୨୦୧୪ରେ ଥିଲେ ୯, ଏଥର ୬ଜଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଗୁରୁବାର ଦିନ ଶପଥ ନେଇଛି । ଅମେଥିରୁ ସାଂସଦ ହୋଇଥିବା ସ୍ମୃତି ଇରାନୀଙ୍କ ସମେତ ୬ ମହିଳା ଆଜି ବିଭାଗ ପାଇ ଦାୟିତ୍ବ ନେଇଛନ୍ତି । ନୂଆ ସରକାରରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ଗତ ସରକାରର ତୁଳନାରେ କମ୍ ଅଛି ।…
ଅଧିକ ଖବର ଦେଖନ୍ତୁ...