Daily Archives

June 1, 2019

ନାଥୁରାମର ପ୍ରଶଂସା କରି ଗାନ୍ଧୀ ବିରୋଧୀ ପୋଷ୍ଟ କରିବାରୁ ଆଇଏଏସ୍‌ଙ୍କ ନିଲମ୍ବନ ଦାବି କଲେ ଏନ୍‌ସିପି ନେତା ଜତେନ୍ଦ୍ର…

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ଜନ୍ମଦିନରେ ସମବେଦନାମୂଳକ ସୋସିଆଲ୍‌ ମିଡିଆ ପୋଷ୍ଟ କରି ଅଡୁଆରେ ଆଇଏଏସ୍‌ ଅଫିସର୍‌ ନିଦ୍ଧି ଚୌଧୁରୀ। ନେସନାଲ୍‌ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଜତେନ୍ଦ୍ର ଆହ୍ଵାଦ ନିଦ୍ଧିଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ କ୍ୟାବିନେଟ୍‌ରେ ଉଭୟ ଯବାନ-କିଷାନଙ୍କୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ: ବିଜେପି

ଭୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ଦେଶର ନରେନ୍ଦ୍ର ମୋଦୀ ସରକାର ହେବା ପରେ ତାଙ୍କର ପ୍ରଥମ କ୍ୟାବିନେଟ୍‌ ବୈଠକରେ ୨୦୨୦ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦେଶର ସବୁ ଚାଷୀଙ୍କ ପାଇଁ ପିଏମ୍‌ କିଷାନ ଯୋଜନାକୁ ଲାଗୁ କରିବା ସହ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ…
ଅଧିକ ଖବର ଦେଖନ୍ତୁ...

କୁକୁର ନେଲା ଜୀବନ : ବୁଲା କୁକୁରଙ୍କ ଆକ୍ରମଣରେ ପ୍ରାଣ ହରାଇଲେ ୬୩ ବର୍ଷିୟା ବୃଦ୍ଧା

କଳାହାଣ୍ଡି : କୁକୁର ନେଇଗଲା ଜୀବନ । ବିଚ୍ ରାସ୍ତାରେ ବୁଲା କୁକୁର ଝୁଣି ଝୁଣି ରକ୍ତାକ୍ତ କରିବା ପରେ ପ୍ରାଣ ହରାଇଲେ ବୃଦ୍ଧା । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକରୁ ସାମ୍ନାକୁ ଆସିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା । । ଗୋଲାମୁଣ୍ଡା ବ୍ଳକ ବାଞ୍ଜିବାହାଲ ଗ୍ରାମରେ ଜଣେ ୬୩ ବର୍ଷିୟ…
ଅଧିକ ଖବର ଦେଖନ୍ତୁ...

ବିଜେପୁରକୁ ପୁଣି ଠକିଲେ ନବୀନ: ବିଜେପି

ଭୁବନେଶ୍ୱର: ବିଜେପୁର‌ରେ ହେବାକୁ ଥିବା ଉପ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ପଂଚମ ପାଳିରେ ପ୍ରଥମ ପ୍ରତାରଣା ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ଶ୍ରୀ ମିଶ୍ର କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଭିଭୋ ପକ୍ଷରୁ ନୂଆ ଭି-୧୫  ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ :  ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍  ନୂଆ  ଭି-୧୫ ସ୍ମାର୍ଟଫୋନର ବଜାର ପ୍ରବେଶ କରାଇଛି । ଏଥିରେ ଏହାଇ ଟ୍ରିପୁଲ୍ ପଛ କ୍ୟାମେରା ରହିଛି । ଏହା ସହିତ ୫୦୦୦ଏମଏଏଚ୍ ବ୍ୟାଟେରୀ ମଧ୍ୟ ରହିଛି । ଏଥିରେ ୧୬ ଏମ୍ ପି ସମ୍ମୁଖ କ୍ୟାମେରା ରହିଛି ।…
ଅଧିକ ଖବର ଦେଖନ୍ତୁ...

ତିନିବର୍ଷର ଶିଶୁକୁ ଧରି ନେଇ ଯାଉଥିଲା ଚିତାବାଘ, ସଂଘର୍ଷ କରି ନାତୁଣୀକୁ ଏପରି ବଞ୍ଚାଇଲା ଜେଜେମା’

ଅମରେଲି: ଗୁଜୁରାଟର ଅମରେଲି ସରସିୟା ରେଞ୍ଜର ମାଲାସିକା ଗ୍ରାମରେ ଗୋଟିଏ ଚିତାବାଘ ପଶି ଆସିଥିଲା। ଚିତାବାଘ କ୍ଷେତରେ ଖେଳୁଥିବା ତିନିବର୍ଷର ଶିଶୁକୁ ଦେଖି ଆକ୍ରମଣ କରିଥିଲା। ଏହାପରେ ତାକୁ ମୁହଁରେ ଧରି ଦୌଡ଼ିବାକୁ ଲାଗିଥିଲା। ଏହି ଘଟଣା ବିଷୟରେ ଶିଶୁର ଜେଜେମା’ ଜାଣିବା ପରେ ନିଜ ଜୀବନକୁ…
ଅଧିକ ଖବର ଦେଖନ୍ତୁ...

କାହିଁକି ହାରିଲେ ରାହୁଲ ସ୍ୱତନ୍ତ୍ର ଟିମ ଖୋଜିବ କାରଣ

ନୂଆଦିଲ୍ଲୀ: ନିଜର ପାରମ୍ପରିକ ସିଟ ଅମେଥିରୁ କାହିଁକି ହାରିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ| ବିଜେପିର ସ୍ମୃତି ଇରାନୀଙ୍କ କଣ କୌଶଳ ରାହୁଲଙ୍କୁ ପରାଜିତ କଲା | ତାହାର କାରଣ ଖୋଜିବ କଂଗ୍ରେସ | କିଛି ଏଭଳି ନିଷ୍ପତ୍ତି ନିଆଯାଇଛି | କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ଦାୟିତ୍ୱ ନେବା ପରେ ‘ଫନି’ ପରବର୍ତ୍ତୀ ସ୍ଥିତ ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଶନିବାର ବାତ୍ୟା ‘ଫନି’ ସଂପର୍କୀତ ରିଲିଫ ଓ ପୁନରୁଦ୍ଧାର ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥାନୀୟ ରାଜୀବ ଭବନସ୍ଥିତ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ ଦେଇ ଭାରତକୁ ନକଲି ନୋଟ ପଠାଉଛି ପାକିସ୍ତାନ

ନୂଆଦିଲ୍ଲୀ : ବିଭିନ୍ନ ଉପାୟରେ ଭାରତକୁ କ୍ଷତିଗ୍ରସ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ପାକିସ୍ତାନ । ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏକ ପୁରୁଣା ଭାରତ ବିରୋଧୀ ଅସ୍ତ୍ର ହେଉଛି ନକଲି ଭାରତୀୟ ନୋଟ କାରବାର । ଗତ ୨୦୧୬ରେ ବିମୁଦ୍ରାୟନ ପରେ ପାକିସ୍ତାନରେ ଥିବା ନକଲି…
ଅଧିକ ଖବର ଦେଖନ୍ତୁ...