Daily Archives

June 1, 2019

ଅଜବ ରେସ୍ତୋରାଁ, ଇସାରାରେ କରାଯାଏ ଖାଇବା ଅର୍ଡର

ଆପଣ ବିଶ୍ୱର ଅନେକ ଅଜବଗଜବ ରେସ୍ତୋରାଁ ବାବଦରେ ଶୁଣିଥିବେ | କେଉଁଠି ଜେଲ ଭଳି ନିର୍ମାଣ କରାଯାଇଥାଏ | କେଉଁଠି ପୁଣି ପାଣି ମଧ୍ୟରେ ଖାଇବାକୁ ପଡିଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ରେସ୍ତୋରାଁ ବାବଦରେ କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | କାରଣ ଏଠାରେ ଖାଇବାକୁ ହେଲେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାତ୍ରଭୋଜନ କରିବାକୁ ଚାହାନ୍ତି କାଟ୍ରିନା କୈଫ୍‌

ମୁମ୍ବାଇ: ୨୦୧୯ ନିର୍ବାଚନକୁ ବ୍ୟାପକ ବହୁମତରେ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବହୁଗୁଣିତ ହୋଇଛି। ବଲଉଡ୍‌ ନାୟିକା କ୍ୟାଟ୍ରିନା କୈଫ୍‌ ମଧ୍ୟ ମୋଦୀଙ୍କ ଲୋକପ୍ରିୟତାରେ ପ୍ରଭାବିତ। ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କ୍ୟାଟ୍ରିନା କହିଛନ୍ତି କି ସେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ୨୦୮ ରନ୍‌ ଟାର୍ଗେଟ ଦେଲା ଆଫଗାନିସ୍ତାନ

ବ୍ରିଷ୍ଟଲ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ର ଅନ୍ୟତମ ଏକ ମ୍ୟାଚ୍‌ରେ ଶନିବାର ଅଷ୍ଟ୍ରେଲିଆକୁ ଆଫଗାନିସ୍ତାନ ପକ୍ଷରୁ ୨୦୮ ରନ୍‌ ଟାର୍ଗେଟ ମିଳିଛି। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୮.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୦୭ ରନ୍‌ କରିଛି। ବ୍ରିଷ୍ଟଲ ଷ୍ଟାଡିୟମରେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ପାଠ୍ୟକ୍ରମରେ ହିନ୍ଦୀକୁ ସାମିଲ କରାଯିବା ନେଇ ତାମିଲନାଡୁରେ ପ୍ରବଳ ବିରୋଧ

ନୂଆଦିଲ୍ଲୀ : ସ୍କୁଲରେ ହିନ୍ଦୀକୁ ୩ୟ ଭାଷା ଭାବେ ପଢାଇବାକୁ ନେଇ ତାମିଲନାଡୁରେ ପ୍ରବଳ ବିରୋଧ ଜାରି ରହିଛି । ଏହାକୁ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ କରିଛି ଡିଏମକେ । ଡିଏମକେ ନେତା ଏମକେ ଷ୍ଟାଲିନ କହିଛନ୍ତି ଯେ ତାମିଲମାନଙ୍କ ରକ୍ତରେ ହିନ୍ଦୀ ରହିବ ନାହିଁ । ତାମିଲନାଡୁରେ ହିନ୍ଦୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ନିଜ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ବୁଧ ଓ ଗୁରୁବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଶୁକ୍ର ଓ ଶନିବାର: ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ରବି, ସୋମ ଓ ମଙ୍ଗଳବାର: କୌଣସି କାମ ଲାଗି ସମ୍ମାନିତ ହେବେ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ଘା’ରେ ଲୁଣ: ମମତାଙ୍କୁ ‘ଜୟ ଶ୍ରୀ ରାମ’ ଲେଖାଥିବା ୧ ଲକ୍ଷ ପୋଷ୍ଟ କାର୍ଡ ପଠାଇବ ବିଜେପି

କୋଲକାତା: ଗତ ଲୋକସଭା ନିର୍ବାଚନରେ ବିଜେପିଠାରୁ ଶୋଚନୀୟ ଭାବେ ହାରିଥିବା ତ୍ରୁଣ ମୂଳ କଂଗ୍ରେସ (ଟିଏମ୍‌ସି) ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘା’ରେ ଲୁଣ ଫିଙ୍ଗିବା ଯୋଜନା କରୁଛି ଭାରତୀୟ ଜନତା ପାର୍ଟି। ବିଜେପିର ଜଣେ ବରିଷ୍ଠ ନେତା ଶନିବାର ମତ ଦେଇ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଗଣମାଧ୍ୟମ ଷ୍ଟେନ୍ସ ହତ୍ୟା ମାମଲା ସହ ପ୍ରତାପଙ୍କୁ ଯୋଡ଼ିଲେ, କେନ୍ଦ୍ରମନ୍ତ୍ରୀ କହିଲେ- କୋର୍ଟରୁ ମିଳିସାରିଛି…

ନୂଆଦିଲ୍ଲୀ: କେନ୍ଦ୍ର ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ପ୍ରତାପ ଷଡଙ୍ଗୀ । ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ସେପଟେ  ବିଜେପିର ଏହି କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୧୯୯୯ ମସିହାରେ ଘଟିଥିବା ଗ୍ରାହାମ୍…
ଅଧିକ ଖବର ଦେଖନ୍ତୁ...

ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା: ନବୀକରଣ ପ୍ରସ୍ତାବ ମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

ଭୁବନେଶ୍ୱର: କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଅନୁମୋଦନ କରିଛନ୍ତି। ଲୋକସଂପର୍କ ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଶୁକ୍ରବାର ପ୍ରଥମ କାର୍ଯ୍ୟ ଦିବସରେ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବ ହେଉଛି ମୌସୁମୀ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି, ଓଡ଼ିଶାର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର : ମୌସୁମୀ ଆସିବା ବିଳମ୍ବ ହେଉଥିବାରୁ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଓଡ଼ିଶାର ୧୦ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଅବଶ୍ୟ କିଛି ଦିନ ପୂର୍ବରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଆଖପାଖରେ ଥିବାବେଳେ ଏବେ ସର୍ବୋଚ୍ଚ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ସକାଳ ୭ଟାରେ ଭୁବନେଶ୍ୱର ପହଂଚିବ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର: ଓଡ଼ିଆ ଝିଅ ତଥା ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ରବିବାର ସକାଳ ୭ଟାରେ ଭୁବନେଶ୍ୱରରେ ପହଂଚିବ। ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ଶନିବାର ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଳ୍ପନାଙ୍କ ମରଶରୀର ଆଜି ରାତିରେ ପହଂଚିବାର ଥିଲା…
ଅଧିକ ଖବର ଦେଖନ୍ତୁ...