ବ୍ରେନ୍ ଡେଡ୍ ହେବା ପରେ ନିଜ ଶରୀରର ଅଙ୍ଗ ଦାନ କରି ୩ଜଣଙ୍କ ଜୀବନ ବଞ୍ଚାଇଲେ ମହିଳା
ପୁଣେ : ପୁଣେର ଜଣେ ମହିଳାଙ୍କ ପାଇଁ ୩ଜଣ ନୂଆ ଜୀବନ ଫେରି ପାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁର୍ଘଟଣାଗ୍ରସ୍ତ ହେବା ପରେ ମହିଳାଙ୍କ ବ୍ରେନ୍ ଡେଡ୍ ହୋଇ ଯାଇଥିବା ନେଇ ଡ଼ାକ୍ତର ଘୋଷଣା କରିବା ପରେ ତାଙ୍କର ଯକୃତ ଏବଂ କିଡ୍ନୀ ୩ଜଣ ରୋଗୀଙ୍କୁ ଦାନ କରାଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...